Sign in
Sign in
Recover your password.
A password will be e-mailed to you.
ମହାତ୍ମା ହଂସରାଜଙ୍କ ଜନ୍ମଜୟନ୍ତୀ ଓ ସମର୍ପଣ ଦିବସ ପାଳିତ
ଝାରସୁଗୁଡ଼ା, ତାରିଖ: ୨୦/୦୪/୨୦୨୬: ଝାରସୁଗୁଡ଼ା ଡିଏଭି ପରିସରରେ ଆର୍ଯ୍ୟ ସମାଜର ଜଣେ ପ୍ରମୁଖ ଶିକ୍ଷାବିତ, ସମାଜ ସଂସ୍କାରକ ତଥା ଡିଏଭି ଶିକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ହଂସରାଜଙ୍କ ୧୬୩ ତମ ଜନ୍ମଜୟନ୍ତୀ ତଥା ସମର୍ପଣ ଦିବସ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଛି। ବିଦ୍ୟାଳୟ…
କାଶୀପୁର ପ୍ରିମିୟର୍ ଲିଗ୍ ୫.୦ ଉଦଯାପିତ: ରାଇଜିଂ ଷ୍ଟାର କୁ ହରାଇ ଡ୍ରିମ୍ ୱାରିଅର୍ସ ବିଜୟୀ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଆୟୋଜିତ “କାଶୀପୁର ପ୍ରିମିୟର୍ ଲିଗ୍ (KPL) ୫.୦” କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚମକଦାର ଭାବେ ଉଦଯାପିତ ହୋଇଯାଇଛି। ସ୍ଥାନୀୟ କଲେଜ ପଡିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ବିଭିନ୍ନ ଦଳ ଅଂଶଗ୍ରହଣ…
ଉତ୍କଳ ଆଲୁମିନା ପକ୍ଷରୁ ରାଉଲିଘାଟିରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡ଼ିର ଶୁଭାରମ୍ଭ
ରାୟଗଡା ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତର ରାଉଲିଘାଟି ଗ୍ରାମରେ ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡ଼ିର ଶୁଭାରମ୍ଭ ହୋଇଯାଇଛି। ଏହି ଅଞ୍ଚଳଟି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ଲୋକମାନେ…
ମାନସିକ ଅନଗ୍ରସର ନାବାଳିକା ସହ ଦୁଷ୍କର୍ମ ପ୍ରଚେଷ୍ଟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ
ଭୋଗିବେ ୧୦ ବର୍ଷର ସଶ୍ରମ କାରାଦଣ୍ଡ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନସିକ ଅନଗ୍ରସର ନାବାଳିକା ସହ ଦୁଷ୍କର୍ମ ପ୍ରଚେଷ୍ଟା କରିବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର…
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବି.ଏନ୍ ପେଲେସ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନିକଟସ୍ଥ ଚାଷ ଜମିରେ…
ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନରେ ଶ୍ରୀ ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ମହାସମାରୋହରେ ପାଳିତ
ନବରଙ୍ଗପୁର ତା ୨୦.୪.୨୦୨୬: ଅଶୋକ ସାହୁ,"ଶ୍ରୀତକମଳାକୁଚମଣ୍ଡଳ ହେ ଶ୍ରେଣୀକୁଣ୍ଡଳ ଏ... ଜୟ ଜୟ ଦେବ ହରେ..."। ମହାକବି ଜୟଦେବଙ୍କ ଅମର ସୃଷ୍ଟି 'ଗୀତ ଗୋବିନ୍ଦ'ର ଏହି ମଧୁର ମୂର୍ଚ୍ଛନା ମଧ୍ୟରେ ଆଜି ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀ ଜୟଦେବ…
ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ
ଚାଷୀଙ୍କୁ ସି ଏମ୍ କିଷାନ୍ ସହାୟତା ପ୍ରଦାନର ସିଧା ପ୍ରସାରଣ
ନବରଙ୍ଗପୁର, ୨୦.୦୪.୨୦୨୬:ଅଶୋକ ସାହୁ,ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ପୂର୍ବାହ୍ନ ୯.୦୦ ଘ ସମୟରେ ଜାନକୀ ନଗର ସି ଆର୍ ପି ଏଫ୍ ଛାଉଣୀ ରାସ୍ତା ପାର୍ଶ୍ୱ ଜମିରେ ଜିଲ୍ଲା ସ୍ତରୀୟ କୃଷକ ମହାସମାରୋହ ରେ ପାଳନ କରାଯାଇଛି।ଏହି…
ପବିତ୍ର ଅକ୍ଷୟ ତୃତୀୟା : ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ କୃଷି ରଥ ଓ ଆମ ବିହନ ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ…
କେନ୍ଦୁଝର,ତା୨୦/୪-ଆଜି କେନ୍ଦୁଝରସ୍ଥିତ ଜୁଡ଼ିଆ ଫାର୍ମରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡିଶା ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଆଖିମୁଠି ଅନୁକୂଳ କରିଥିଲେ l ଏହି ଉତ୍ସବ ଉପଲକ୍ଷେ ଆୟୋଜିତ…
ଅକ୍ଷୟ ତୃତୀୟାରେ ଛୁରିଆପାଲିରେ ରଥ ନିର୍ମାଣ ଆରମ୍ଭ
ବିଜେପୁର :- ବରଗଡ଼ ଜିଲ୍ଲା ଛୁରିଆପାଲି ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୂତନ ରଥ ନିର୍ମାଣ କାର୍ଯ୍ୟ ଆଜି ଶୁଭାରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗ୍ରାମର ଗୌତିଆ ରଘୁନାଥ ସାହୁଙ୍କ ନେତୃତ୍ୱରେ ପ୍ରଥମେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।…
ଅକ୍ଷୟ ତୃତୀୟା ଦିନ ଅତାବିରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ
ବରଗଡ଼ :- ସାରା ଓଡ଼ିଶାରେ ପବିତ୍ର ଅକ୍ଷୟ ତୃତୀୟା ପର୍ବ ଉତ୍ସାହର ସହ ପାଳିତ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ଅତାବିରାରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଛି। କୃଷି ଋତୁର ଆରମ୍ଭକୁ ସୂଚିତ କରୁଥିବା ଏହି ପବିତ୍ର ଦିନରେ ଚାଷୀମାନଙ୍କ ସହ ସଂପୃକ୍ତ ହୋଇ…