Sign in
Sign in
Recover your password.
A password will be e-mailed to you.
ଜମଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ର ବାର୍ଷିକକ୍ରୀଡା ଅନୁଷ୍ଠିିତ l
ପଦ୍ମପୁର :- ଜମଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଖେଳ ପଡିଆଠାରେ ଡିସେମ୍ବର ୧୮ ଓ ୧୯ ଦୁଇଦିନ ଧରି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା କୁ ପ୍ରଧାନଶିକ୍ଷକ ଶ୍ରୀ ଜିତେନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିବା ବେଳେ ସ୍କୁଲ ପରିଚାଳନା କମିଟିର ଚେୟାରମେନ ଶ୍ରୀ ଉତ୍ତମ ତାଣ୍ଡି…
ତଳମୁହାଁ ଓଡ଼ିଶାର ଡାର୍ଜିଲିଂ ଘୁ.ଉଦୟଗିରିର ପାରଦ
ଆଜିର ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ, ନିଆଁ ହୋଇଛି ଅଞ୍ଚଳ ବାସିଙ୍କ ପାଇଁ ସାହାରା...
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଓଡ଼ିଶାର ଡାର୍ଜିଲିଂ ଓ କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ପାରଦ ତଳ ମୁହାଁ ହେଉ ଥିବାର ଦେଖା ଦେଇଛି I ଯାହା ପାଇଁ…
କାଲି ଆଖି ଦୋଷ ଅଛି ବୋଲି କହିଥିଲେ, ଆଜି ବିରୋଧୀଙ୍କୁ ଛିଗୁଲେଇଲେ ପାଣ୍ଡିଆନ
କହିଲେ " ପିଲାଏ ବୁଝୁଛନ୍ତି, ହେଲେ ବିରୋଧୀ ବୁଝିପାରୁନାହାନ୍ତି"
ମ୍ୟାଜିକ୍ କରିବ ମୟୂରଭଞ୍ଜ, ୫୬ରୁ ୫୬ : ପାଣ୍ଡିଆନ
ଭୁବନେଶ୍ୱର : "କେଉଁ ରାଜ୍ୟ ସମଗ୍ର ଭାରତ ବର୍ଷର କ୍ରିଡା ରାଜଧାନୀ ? ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେଉଁ ରାଜ୍ୟକୁ ଜାତିସଂଘରୁ ସମ୍ମାନ ମିଳିଛି ? କେଉଁ ରାଜ୍ୟ ଏବେ…
ଡ଼ଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ l
ପଦ୍ମପୁର :- ଡ଼ଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ବରଗଡ ପୂର୍ବତନ ସାଂସଦ ଡଃ ପ୍ରଭାସ କୁମାର ସିଂ ମୁଖ୍ଯଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ପଞ୍ଚାୟତ ସ୍ତରୀୟ ଖେଳ…
ନିଶ୍ଚିନ୍ତକୋଇଲି ବ୍ଲକର କର୍ତ୍ତବ୍ୟରେ ଚରମ ଅବହେଳା ପାଇଁ ଭତ୍ତା ପାଇବାରୁ ଦିବ୍ୟାଙ୍ଗ ମହିଳା ବଞ୍ଚିତ ; ଜିଲ୍ଲାପାଳଙ୍କ…
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ଜଣେ ଦିବ୍ୟାଙ୍ଗ ମହିଳା ଏକ ବର୍ଷ ହେବ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ଦିବ୍ୟାଙ୍ଗ ମହିଳା ଜଣକ ଚଳିବା ପାଇଁ ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ବେଳେ ଏହି…
ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଅଳକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ମୁନିଗାଡ଼ି ସରପଞ୍ଚ ସବିତା ସ୍ୱାଇଁ ଯୋଗ ଦେଇଥିବା…
ନୁଆ ଓ କାର୍ଯ୍ୟକ୍ରମର ଉଦଯାପନୀ ଦିବସ ପାଳିତ
ମୟୂରଭଞ୍ଜ +( ସାଶକ ପ୍ରସାଶକ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ମହୁଲଵରେଇ ଶରଦ ପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି |ଓଡ଼ିଶା ସରକାର ଙ୍କ "ନୂଆ ଓ" କାର୍ଯ୍ୟକ୍ରମ ହାତକୁ ନେଇ ଏକ ଅଭିନବ ପଦକ୍ଷେପ ଘୋଷଣା କରିଛନ୍ତି। କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ…
ରୌପ୍ୟ ଜୟନ୍ତୀ ପୁସ୍ତକମେଳା ପାଳନ ନିମନ୍ତେ ବୈଠକ
ଜଗତସିଂହପୁର ତା- ୧୯.୧୨.୨୦୦୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ପୁସ୍ତକମେଳା ପାଳନ ନିମନ୍ତେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପାରୁଲ ପଟାଓ୍ବାରୀ ଯୋଗଦାନ କରି ୨୫…
ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଜଗତସିଂହପୁର ଜିଲ୍ଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ
ଜଗତସିଂହପୁର, ତା19.12.23- ଆଜି ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ସମ୍ମୁଖରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ, ଜଗତସିଂହପୁର ସହଯୋଗରେ ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ…
ଆଇନସେବା ପ୍ରାଧିକରଣ ରୟଗଡା ଦରା ଆଇନ ସଚେତନତା ଶିବିର
ରାୟଗଡା: ସ୍ଥାନୀୟ ଜି.ସି.ଡି ହାଇସ୍କୁଲ ରେ ଥିବା କନଫରେନ୍ସ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ କର୍ମକ୍ଷେତ୍ରରେ ହେଉଥିବା ମହିଳାମାନଙ୍କର ଯୌନ ନିର୍ଯ୍ୟାତନା ସୁରକ୍ଷା ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି ଆଇନ ସଚେତନତା…