Sign in
Sign in
Recover your password.
A password will be e-mailed to you.
ଚକାପାଦ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ପ୍ରେଡ଼ ହାପିନେସ୍ ଫାଉଣ୍ଡେସନ ତରଫରୁ ସ୍ବାସ୍ଥ୍ୟ ସେବା ଶିବିର
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଆଶ୍ରମ ତଥା ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ପ୍ରେଡ଼ ହାପିନେସ୍ ଫାଉଣ୍ଡେସନ୍ ପୁଣେ,ମହାରାଷ୍ଟ୍ର ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ତା…
କାଶୀପୁର ବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର
କାଶୀପୁର: ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, କାଶୀପୁର ବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର କାଶୀପୁର ସ୍ଥିତ ବ୍ଲକ ଅଫିସ ପରିସର ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାଶୀପୁର, ଶ୍ରୀମତୀ ମନୀଷା ଦାସ, ଉପଖଣ୍ଡ…
ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟର ନୂଆଁ-ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂଆଁ-ଓ ର ସାଂସ୍କୃତିକ ଉତ୍ସବ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସାଂସ୍କୃତିକ ଉତ୍ସବରେ ଅଧ୍ୟପକ ଡ଼ଃ ଗୁରୁମୂର୍ତ୍ତି ନାୟକ,ଅଧ୍ୟାପକ ଅଜୟ କୁମାର…
ନବରଙ୍ଗପୁର ମହିଳା ସ୍ନାତକ ମହାିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଳିତ
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:ରାଜ୍ୟ ସରକାରଙ୍କ ତରଫରୁ ନବରଙ୍ଗପୁର ମହିଳା ସ୍ନାତକ ମହାିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ଇତି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମ ଯଥା -…
ଜାନୁଆରୀରେ ସୋଆ ପକ୍ଷରୁ ଆନ୍ତର୍ଜାତିକ ଚେସ୍ ଉତ୍ସବ ଆୟୋଜିତ ହେବ
ଭୁବନେଶ୍ୱର, ଡିସେମ୍ବର ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆସନ୍ତା ଜାନୁଆରୀ ୨୮ ରୁ ଫେବୃଆରୀ ୪, ୨୦୨୪ ପର୍ଯ୍ୟନ୍ତ ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଭୁବନେଶ୍ୱର ସ୍ଥିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆୟୋଜିତ ହେବ । ସୋଆ, ଇନ୍ଟରନ୍ୟାସ୍ନାଲ ଚେସ…
ବଜାରରେ ପ୍ରବେଶ କଲା ୟଙ୍ଗ ଓଡ଼ିଆ ଷ୍ଟାର୍ଟଅପ “ପ୍ରକୃତି ରସ” ମସଲା
https://youtu.be/Yb8jyL7Do_Q
ବଜାରରେ ମିଳିବ ଅଦା ପାଉଡର, ପିଆଜ ପାଉଡର, ରସୁଣ ପାଉଡର ଭଳି ସ୍ୱତନ୍ତ୍ର ଉତ୍ପାଦ
ଭୁବନେଶ୍ୱର, ୨୦ ଡିସେମ୍ବର ୨୦୨୩: ବିଶୁଦ୍ଧ ଓ ସୁସ୍ଥକର ମସଲା କ୍ଷେତ୍ରକୁ ନୂଆ ପରିଚୟ ଦେବା ପାଇଁ ଓ ଏ କ୍ଷେତ୍ରରେ ଏକ ସ୍ୱାତନ୍ତ୍ର୍ୟ ଜାହିର କରିବା କରିବା ଲାଗି…
ଭୁବନେଶ୍ୱରର ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର
୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ନିକଟରେ 5T ଅଧ୍ୟକ୍ଷଙ୍କ ଆଲୋଚନା କରିଥିଲେ ଜନ ପ୍ରତିନିଧି ଓ ସ୍ଥାନୀୟ ପୂଜା କମିଟି ସଦସ୍ୟ
ଭୁବନେଶ୍ବର:ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ…
ରାଜବୋଡାସମ୍ବର୍ ବ୍ଲକ ଓଷ୍ଟା ଶିଶୁମେଳା ଅନୁଷ୍ଠିତ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଟାଉନ୍ ଉଚ୍ଚିଦ୍ୟାଳୟ ପରିସରରେ ରାଜ ବୋଡାସମ୍ବର୍ ବ୍ଲକ ଓଷ୍ଟାର ବ୍ଲକ୍ ସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ପ୍ରମୋଦ ନାଥ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ଉତ୍ସବରେ ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ…
ସମସ୍ତ କଲେଜରେ ଗଢ଼ା ହେବ ‘ଆଲୁମନି ସେଲ୍’
ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ ମହାବିଦ୍ୟାଳୟ ସାମିଲ
ଏନ୍.ଏସ.ଏସ., ରେଡ଼କ୍ରସ୍ ସ୍ବଚ୍ଛାସେବୀଙ୍କ ଉପରେ ଦାୟିତ୍ଵ
ଆଲୁମନିଙ୍କୁ ଯୋଡ଼ିବେ, ଜନ ସେବାରେ ସାମିଲ ହେବେ
ଭୁବନେଶ୍ୱର: ‘ମୋ କଲେଜ' ଅଧିନରେ ଥିବା ରାଜ୍ୟର ସମସ୍ତ ମହାବି ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ…
ପାଣ୍ଡିଆନଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ଅର୍ଥ ମଞ୍ଜୁର, ସମସ୍ୟା ସମାଧାନ
File Photo
କେନ୍ଦ୍ରାପଡା କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ର ଉନ୍ନତି ଓ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ତଥା ଉନ୍ନତିକରଣ ପାଇଁ କୋଡ଼ିଏ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ .
ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା କେରେଡାଗଡ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…