(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଫାତିମାତୁଜହରା କନଫରେନସ (ମହିଳା ଇସ୍ତେମା) ଓ ସନ୍ଧ୍ୟା ୭ଟାରୁ ମଧରାତ୍ର ପର୍ଯ୍ୟନ୍ତ ଏମାମ ଏହିମହରଜା କନଫେରନସ ଆଲାହଜରତ ସୁନି ମିଶନ କମିଟି କଟିକଟା ପଞ୍ଚାୟତ ପାରସାଇଲୋ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ହଜାର ରୁ ଅଧିକ ମହିଳା ଇସ୍ତେମାରେ ଯୋଗ ଦେଇ ଧର୍ମ ଆଲୋଚନାରେ ଭାଗ ନେଇଥିଲେ । କଟିକଟା ପଞ୍ଚାୟତର ସମାଜସେବୀ ମନୋରଂଜନ ଭୂୟାଁ, ରଘୁନାଥ ସିଂହ, ସରପଞ୍ଚ ଚିତ୍ତରଂଜନ ମଲିକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପାରଶାଇଲୋ ଗ୍ରାମର ମୁରବୀ ସେକ ଅମିରୁଦ୍ଦିନ୍, ସେକ ବସିରୁଦ୍ଦିନ୍, ସେକ କଫିରୁଦ୍ଦିନ୍,ସେକ କମରଅଲ୍ଲୀ, ସେକ୍ ତାଜୁବିନ,ସେକ ଅନୱର ଉଦ୍ଦିନ୍, ସେକ ସମସୁଦିନ,ସେକ୍ କୁତୁବୁଦିନ,ସେକ କଲିମୁଦିନ,ନୱାଜ ଖାନ,ସରଫରାଜ ଖାଁ,ସେକ ସରୱର,ସେକ ସାହାବୁଦ୍ଦିନ, ଆବିତ ଖାଁ, ସେକ ଫକିରୁଦ୍ଦିନ୍, ସେକ ଅମରଲ୍ଲୀ,ନେଜାମୁଦ୍ଦିନ ଖାଁ,ସେକ ସୁନିକ ରଜା ପ୍ରମୁଖ ଙ୍କ ସମେତ ସମସ୍ତ ମୁସଲମାନ ଭାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.