ରାଜ ବୋଡା ସମ୍ବର ବ୍ଲକ ମିଶନ ଶକ୍ତି ଭବନ ଉଦଘାଟିତ ।

ପଦ୍ମପୁର :- ରାଜବୋଡାସମ୍ବର ବ୍ଲକ ପଦ୍ମପୁର ର ମିଶନ ଶକ୍ତି ଭବନ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗଦେଇ ଉଦଘାଟନ କରିଛନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ,…

ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଆଉ ଏକ ବିକାଶର ଫର୍ଦ୍ଦ ଯୋଡିହୋଇଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ l

(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କରିତକର୍ମା, ବିକାଶର ସାରଥୀ,  ସୁନାମଧନ୍ୟ ଜନପ୍ରିୟ ବରିଷ୍ଟ ନେତା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ବଳିଷ୍ଟ ଉଦ୍ୟମ…

ଭୁବନ ବୁଦ୍ଧେଶ୍ୱର୍ ମନ୍ଦିର ରେ ସ୍ଥାପନ ହେଲା ନନ୍ଦିଘୋଷ ରଥ ଚକ

ଭବ୍ୟ ସ୍ବାଗତ,ଜୟ ଜଗନ୍ନାଥ ଧ୍ବନି ରେ ପ୍ରକମ୍ପିତ ହେଲା ସହର । ଭୁବନ/ଅବିନାଶ ସାଥୁଆ ମହାପାତ୍ର- କୋଟି ଓଡ଼ିଆ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦିବ୍ୟ ନନ୍ଦିଘୋଷ ରଥ ଚକ ଭୁବନ ବୁଦ୍ଧେଶ୍ଵର ମନ୍ଦିର ରେ ସ୍ଥାପନ କରାଯାଇଛି । ଦିବା ୧୧.୩୦ ମିନିଟ ସମୟରେ ଶ୍ରୀକ୍ଷେତ୍ର ପୁରୀ ରୁ…

ବଢୁଥିବା ଶୀତ ଲହରୀ ର ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର,ତା-୨୦.୧୨.୨୦୨୩/ସୁମନ୍ତ କୁମାର ଦାସ: ରାଜ୍ଯ ରେ ଏବେ ବଢୁଛି ଶୀତ ର ପ୍ରକୋପ ଓ ତଳକୁ ଖସୁଛି ପାରଦ।ଜିଲ୍ଲା ରେ ଏହି ବର୍ଦ୍ଧିତ ଶୀତ ଲହରୀ ର ମୁକାବିଲା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ,ଆଭାସୀ ମାଧ୍ୟମ ରେ ଏକ ପ୍ରସ୍ତୁତି ବୈଠକ…

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ – ୨୦୨୩ ଉଦଘାଟିତ

https://youtu.be/thHaW5wEpzY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ - ୨୦୨୩ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନ…

ପୁଷ୍ଟି ସମ୍ବେଦନଶୀଳ କାର୍ପ ସହିତ ଦେଶୀ ଚୁନାମାଛର ମିଶ୍ରିତ ଚାଷ ଶିବିର,ଯୋଗଦେଲେ ତିନୋଟି ଜିଲ୍ଲା ର ମତ୍ସ୍ୟ ଅଧିକାରୀ

ଜଗତସିଂହପୁର,ତା-୨୦.୧୨.୨୦୨୩/ସୁମନ୍ତ କୁମାର ଦାସ:ସାରା ବିଶ୍ୱରେ ଚୁନାମାଛ ତଥା ଖାଦ୍ୟସାରରେ ପରିପୂର୍ଣ୍ଣ ମହୁରାଳୀ ମାଛର ଚାହିଦା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ପ୍ରଥମ କରି ମହୁରାଳୀ ମାଛ ଯାଆଁଳ ଉତ୍ପାଦନ ସଫଳତାର ସହ କରାଯାଇଛି। ଏସିଆ, ଆଫ୍ରିକା ଓ ପ୍ରଶାନ୍ତ…

ମୁଖ୍ୟମନ୍ତ୍ରୀ ଙ୍କର ନେତୃତ୍ୱରେ ଓଡିଶା କ୍ରୀଡ଼ା ର ରାଜଧାନୀ ହେବାକୁ ଯାଉଛି :- ବିଧାୟିକା ବର୍ଷା

https://youtu.be/o-jc6AMOaOI ବରଗଡ :- କ୍ରୀଡାକୁ ବିଗତ କିଛି ବର୍ଷ ହେଲା ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ସେହି ଭଳି ରାଜ୍ୟ ସରକାର ଖେଳାଳି ମାନଙ୍କୁ ତଥା ଅନେକ ଖେଳର ଜାତୀୟ ଦଳର ସମ୍ପୁର୍ଣ୍ଣ ଭାର ମଧ୍ୟ ତୁଲାଉଛନ୍ତି । ଯେମିତି ଆଜି ଆମ ଜାତୀୟ ଖେଳ ହକି | ଅନେକ ବର୍ଷ…

ଡଃ ଆଲୋକ କୁମାର ବୋଷ ଗ୍ଲୋରୀ ଆୱାର୍ଡ଼ – ୨୦୨୩ ରେ ସମ୍ମାନିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପିମୁମେଣ୍ଟସ୍ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବିଉଟିଶୀୟନ୍ ୱେଲ୍ଲଫାର ଆସେସେସନ ର ମିଳିତ ପୁରୀ ଜିଲ୍ଲା ସଂସ୍କୃତି ଭବନ ରେ ଡଃ ଆଲୋକ କୁମାର ବୋଷ ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ ରେ ସମ୍ମାନିତ…

କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ – ଓ ସାମାଜିକ କାର୍ଯ୍ୟର ଉଜ୍ଜାପନୀ ଉତ୍ସବ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-:କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ - ଓ ସାମାଜିକ କାର୍ଯ୍ୟର ଉଜ୍ଜାପନୀ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପୌରହିତ୍ୟ କରିଥିଲେ । ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ…

ମହିଳା କଲେଜରେ ସାମାଜିକ ଓ କ୍ରୀଡା ଉତ୍ସବ ଉଯାପିତ, ଲେବି ନାୟକ ଚାମ୍ପିଆନ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ସ୍ଥାନୀୟ ଇନ୍ଦିରା ପ୍ରୀୟଦର୍ଶୀନି ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ସାମାଜିକ ଏବଂ କ୍ରୀଡା ଉତ୍ସବ ବୁଧୁବାର ଦିନ ଉଯାପିତ ହୋଇ ଯାଇଛି । ଅଧକ୍ଷ ଶିବରାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଅଧ୍ୟାପିକା ଡଃବବିତାରାଣୀ ପଟ୍ଟନାୟକ…