ଏସ.ଆର.ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ରାଉରକେଲା /ବିଶ୍ରା, (ବସନ୍ତ କୁମାର ଜେନା): ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏସ.ଆର.ଉଚ୍ଚମାଧ୍ୟମିକ ବିଦ୍ୟାଳୟ ,ରତାଖଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ଷିରୋଦ କୁମାର ବରାଳଙ୍କ ଅଧ୍ୟକ୍ଷତା ଓ ଡଃ ନଗେନ ଦାସଙ୍କ ଆବାହକତ୍ଵରେ…

ନୂଆ-ଓ ନବୀନ ଓଡିଶା ଆନୁକୁଲ୍ୟରେ ମହିଳା ସ୍ନାତକ ମହାବିଦ୍ୟାଳୟରେ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ନୂଆ-ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ତିନିଦିନିଆ କ୍ରୀଡା ଉତ୍ସବ ସମ୍ମାନୀୟ ଜିଲ୍ଲା ପରିଷଦ ସଭାପତି…

ନବରଙ୍ଗପୁର ମହିଳା ସ୍ନାତକ ମହବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ.

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ରାଜ୍ୟ ସରକାରଙ୍କ ତରଫରୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କରାଯାଇଛି । ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ କ୍ରୀଡ଼ା ଉତ୍ସବ ଯଥା - କ୍ରିକେଟ୍ , ବ୍ୟାଡମିଣ୍ଟନ , 100 ,200…

ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ

ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ…

ଜିଲ୍ଲାରେ ବୁଲିଲା ମାଣ୍ଡିଆ ବିକ୍ରୟ ସଚେତନତା ରଥ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଡ଼ିଶା ମିଲେଟସ ମିଶନ ଆନୁକୁଲ୍ୟରେ କୃଷକ ମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ସଚେତନତା ରଥର ଶୁଭାରମ୍ଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନୟାଗଡ଼ ଠାରେ ଆଜି ପୂର୍ବାହ୍ନରେ ଉଦ୍ଘାଟନ କରାଯାଇଥିଲା । ଉକ୍ତ…

ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦ ପୁନଃଗଠିତ

ଭୁବନେଶ୍ବର, ତା‐ ୧୯.୧୨.୨୩: ଭୁବନେଶ୍ବରରେ ରହୁଥିବା କଗତସିଂହପୁର ଜିଲ୍ଲାର ଅଧିବାସୀମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ୨୦୦୪ ମସିହାରୁ ଗଠିତ ଜିଲ୍ଲା ବିକାଶ ପରିଷଦକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ନୂତନ କାର୍ଯ୍ୟକାରୀ କମିଟି ଗଠନ କରା ଯିବା ସହିତ ସର୍ବ…

ରାଜ୍ୟରେ ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ

▪️ନିଯୁକ୍ତି ପାଇବେ ୩୭୧୪ ଟିଜିଟି, ୪୫୨ ପିଇଟି ▪️ଯୋଗଦେବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୧୯|୧୨: ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ଆସନ୍ତା କାଲି ନିଯୁକ୍ତିପତ୍ର ପ୍ରଦାନ କରିବେ…

ପାଣ୍ଡିଆନଙ୍କ ମୟୁରଭଞ୍ଜ ଗସ୍ତ

ଜିଲ୍ଲାର ସବୁ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଅଲୋଚନା, ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ ୨୦୨୪ ମଇ ମାସ ସୁଦ୍ଧା ସୁବର୍ଣ୍ଣରେଖା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସଂପୂର୍ଣ୍ଣ ହେବ ସମସ୍ତ ପ୍ରକଳ୍ପ ଉଚ୍ଚମାନ ବଜାୟ ରଖି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ…

୫୩୫ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କଲେ ସୁଶାନ୍ତ ସିଂ

ବରଗଡ :-  ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ବିଧବାମାନଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ମଧୁବାବୁ ପେନସନ ଯୋଜନା ଜାରି ରଖିଛନ୍ତି । ଏହି ଯୋଜନାରେ ଆଜି ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ବ୍ଲକ ର ଆହୁରି ପାଞ୍ଚ ଶହରୁ ଉର୍ଦ୍ଧ୍ବ …

କଙ୍ଗୋରେ ଫସିଥିବା ଓଡିଆ ଯୁବକଙ୍କ ମରଶରୀର ଓ ଅନ୍ୟ ୫ଜଣଙ୍କୁ ଉଦ୍ଧାର ପାଇଁ ଅଂଟା ଭିଡ଼ିଲେ ବୈଜୟନ୍ତ

ଭୁବନେଶ୍ବର, ୧୯।୧୨- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କଙ୍ଗୋରେ ଫସିଥିବା ଓଡିଆ ଯୁବକ ଦିବାକର ଜେନାଙ୍କ ମରଶରୀର ଓ ଅନ୍ୟ ୫ଜଣ ଓଡିଆ ଯୁବକଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବାପାଇଁ ସହଯୋଗର ହାତ ବଢାଇଛନ୍ତି। ଏନେଇ ଶ୍ରୀ ପଣ୍ଡା କଙ୍ଗୋଠାରେ…