ଜାମୁମାଲ ଆଶ୍ରମ ସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସଵ

ଜମନକିରା ୧୯/୨୩(ଲିପନ ନାଏକ ) ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଜାମୁମାଲ ଆଶ୍ରମ ବିଦ୍ୟାଳୟରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସାବ ଅନୁଷ୍ଠିତ ହଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଟି ପରିଚାଳନା…

ସମାଜ ସେବାରେ ସର୍ବଦା ଆଗରେ ବିଜୁ ଯୁବ ଜନତା ଦଳ :- ବିଧାୟିକା ବର୍ଷା ସିଂ ବରିହା

https://youtu.be/sGGE-hZ7X6Y ଲକ୍ଷ୍ୟ  ରହିଛି 26 ହଜାର ୟୁନିଟ ରକ୍ତ ସଂଗ୍ରହ :- ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ବରଗଡ଼ :- ଓଡିଶା ରେ ଦୀର୍ଘ 26 ବର୍ଷ ଧରି ନିଜର ସେବା କାର୍ଯ୍ୟ ଦ୍ୱାରା , ଦୀର୍ଘ ବର୍ଷ ଧରି ଓଡିଶା ରାଜନୀତି ର ସର୍ବାଗ୍ରେ ରହିଥିବା ରାଜନୈତିକ ଦଳ ବିଜୁ ଜନତା ଦଳ ର…

ଧାମନଗରର ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନୱାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ତା.୧୮.୧୨.୨୦୨୩: ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କୀ ସହିତ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ.…

ପାଇକମାଲ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର :- ଆଜି ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ, ବ୍ଲକ୍…

କପସିଲା ରେ କୁରାଳ ପୂଜା ଅନୁଷ୍ଠିତ l

ପଦ୍ମପୁର :- କପସିଲା କୁରାଳ ପୂଜା ଅନୁଷ୍ଠିତ ହୋଇଯାଇଛି l ମାଟି ପ୍ରତିଷ୍ଠା ପାଇଁ ତିନିଦିନ ଧରି ହେଉଥିବା ଏହି ପୂଜା ରେ କୁମ୍ଭାର ଶାଳ ଏବଂ ସରଞ୍ଜାମ କୁ ପୂଜା କରାଯାଏ l ଆଜି ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ କରି ପ୍ରଭୁଙ୍କ ଦର୍ଶନ କରିବା ସହ କୁମ୍ଭାର ସମାଜ ର ସୁବିଧା ଅସୁବିଧା…

ସେନାପତି ଭୂମିକାରେ କାର୍ତ୍ତିକେୟ : ଲଗାତାର ଶାଣିତ ବାଣରେ ବିରୋଧୀଙ୍କୁ ଦେଉଛନ୍ତି ଟକ୍କର

କାଲି କହିଥିଲେ ବିରୋଧୀ ଶୋଇଛନ୍ତି, ଆଜି ଖୋଲାଖୋଲି କହିଲେ "ସେମାନେ ଅନ୍ଧ" ଚେଇଁ ଶୋଇଥିବା ଛୁଆ ଭଳି ଅଭିନୟ କରୁଛନ୍ତି ବିରୋଧୀ ବିରୋଧୀଙ୍କୁ ବୁଝାଇଦେଲେ, କାହାକୁ କୁହାଯାଏ ରୂପାନ୍ତରଣ ଯାହାକୁ ରୂପାନ୍ତକରଣ ଦେଖାଯାଉନାହିଁ, ସେମାନେ ସେମିତି ନିଦରେ ଶୋଇଥାନ୍ତୁ…

ବାଂଜୁଙ୍ଗର ରାଜାଙ୍କ ନେତୃତ୍ୱରେ କ୍ୟାମେରୁନ୍‌ର ପ୍ରତିନିଧି ମଣ୍ଡଳୀଙ୍କର ସୋଆ ପରିଦର୍ଶନ

ଭୁବନେଶ୍ୱର, ଡିସେମ୍ବର ୧୮: ବାଂଜୁଙ୍ଗର ରାଜା ଡକ୍ଟର ହୋନର୍ ଜୋମୋ କାମ୍‌ଗାଙ୍କ ନେତୃତ୍ୱରେ କ୍ୟାମେରୁନ୍‌ର ଏକ ତିନି ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ସୋଆ ଗସ୍ତରେ ଆସି ବିଶ୍ୱବିଦ୍ୟାଳୟ ପରିଚାଳିତ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି ।ରାଜାଙ୍କ ସହିତ…

ନିର୍ବାଚନ ମଣ୍ଡଳୀ ରେ ବିଧାୟିକା ଙ୍କର ମାରାଥନ କାର୍ଯ୍ୟକ୍ରମ

ବରଗଡ଼ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଉପନିର୍ବାଚନରେ ବିଜୟ ଲାଭ କରିବା ବର୍ଷେ ପୂରିଯାଇଥିବା ବେଳେ ଜିତିଲା ଦିନଠାରୁ ନିଜେ ଦେଇଥିବାଜଵାବ ଅନୁସାରେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଓ ଲୋକଙ୍କ ସହ ତାଙ୍କ ସମ୍ପର୍କ ମଜଭୁତ କରିବାରେ ଅଧିକରୁ ଅଧିକ ସମୟ…

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୧୨୦ ଅଭିଯୋଗ ପଞ୍ଜିକୃତ ୭୭ ତତ୍କାଳ ସମାଧାନ

ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକୁ ଶୁଣି ବିଚାର କରିଥିଲେ । ଏବଂ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ…

ଶ୍ରୀରଘୁନାଥ ଜିଉଙ୍କ ଘୋଡ଼ଲାଗି ବେଶ ଆରମ୍ଭ,

ଓଢଣଷଷ୍ଠୀ ତଥା ପ୍ରାବରଣ ତିଥି ଠାରୁ ମାଘଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି ଓଡଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ବିଜେ ପ୍ରଭୁ ଶ୍ରୀରଘୁନାଥଜିଉଙ୍କ ମାନବୀୟ ଲିଳା ଆଧାରରେ ମାର୍ଗଶୀର ଶୁକ୍ଳ ପ୍ରାବରଣ ଷଷ୍ଠୀ ଠାରୁ ଘୋଡ଼ ଲାଗି…