Sign in
Sign in
Recover your password.
A password will be e-mailed to you.
ଉତ୍ସବ ମୁଖର ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା : ପଦ୍ମପୁର ଓ ପାଇକମାଳ ଓ ଝାରବନ୍ଧ ରେ ଆନନ୍ଦ ଉଲ୍ଲାସର ଲହରୀ
https://youtu.be/c3ecfYMCXNY
ପଦ୍ମପୁର : ଦୀର୍ଘ ଦିନର ସ୍ଵପ୍ନ ହେବ ସାକାର l ଗଠନ ହେବ ବହୁ ପ୍ରତୀକ୍ଷିତ ପଦ୍ମପୁର ଜିଲ୍ଲା l ୧୯୯୩ ରୁ ଜିଲ୍ଲା ମାନ୍ୟତା ଦାବୀ ରହିଥିବା ପଦ୍ମପୁର କୁ ଆଜି ଏକ ପ୍ରକାର ମିଳିଛି ସବୁଜ ସଂକେତ l ଗତ ଉପନିର୍ବାଚନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ…
ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ଦୁଇଦିନିଆ ତାଳଚେର ଗସ୍ତ
ଭୁବନେଶ୍ୱର: ଆଜି ରାଜ୍ୟ ଖାଦ୍ୟ ଆୟୁକ୍ତ ଶ୍ରୀ ଅବନୀକାନ୍ତ ସାହୁ ଦୁଇଦିନିଆ ତାଳଚେର ଗସ୍ତରେ ଯାଇ ଅପରାହ୍ନ ୩ଘଟିକା ସମୟରେ ତାଳଚେର ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷ ଠାରେ ଏକ ବୈଠକରେ ଯୋଗଦେଇ ଅଞ୍ଚଳର ଖାଦ୍ୟ ସୁରକ୍ଷା ଯୋଜନା ଓ ବିତରଣ ବ୍ୟବସ୍ଥା ଉପରେ ସମୀକ୍ଷା କରଥିଲୋ ପରିପାର୍ଶ୍ଵିକ…
ଭିକେ ପାଣ୍ଡିଆନ ଓ କାମିଆ ଜାନିଙ୍କୁ ତୁରନ୍ତ ଗିରଫ କରାଯାଉ : ଡଃ. ଯତୀନ ମହାନ୍ତି
ଭିକେ ପାଣ୍ଡିଆନଙ୍କ ସନାତନ ବିରୋଧୀ କାର୍ଯ୍ୟକୁ ଓଡିଶାର ଲୋକେ ବରଦାସ୍ତ କରିବେ ନାହିଁ
ଶାସକ ଦଳ କାମିଆ ଜାନିଙ୍କୁ ମନ୍ଦିର ପ୍ରବେଶ କରାଇ ଓଡିଶାର ଜନସାଧାରଣ ନୁହେଁ ବରଂ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନ ଉପରେ କୁଠାରାଘାତ କରିଛନ୍ତି
କାମିଆ ଜାନି…
ପ୍ରଥମ ସମ୍ମମ୍ ସ୍ପୋର୍ଟ୍ସ ମିଟ୍ ‘ସମ୍ମମନ୍ୱୟ-୨୦୨୩’ ଉଦ୍ଘାଟିତ
ଭୁବନେଶ୍ୱର, ଡିସେମ୍ବର ୨୧: ସମ୍ ଅଲ୍ଟିମେଟ ମେଡିକେୟାରର ପ୍ରଥମ ସ୍ପୋର୍ଟ୍ସ ମିଟ୍ ‘ସମ୍ମମନ୍ୱୟ-୨୦୨୩’ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ହକି ତାରକା ତଥା ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲ୍ଲୀପ୍ ତିର୍କୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମ୍ମମ୍ର ଏହି…
ବି.ଏସ୍.କେ.ୱାଇର କଳେବର ବୃଦ୍ଧି
ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ
ଚିକିତ୍ସା ବାବଦ ଖର୍ଚ୍ଚରେ ୧୦୭ ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ )ଅଭୂତପୂର୍ବ ସଫଳତା ହାସଲ…
ଦିର୍ଘ ଦିନ ର ସ୍ୱପ୍ନ ହେବ ସାକାର : ଲକ୍ଷ୍ମୀପୂଜା ଗୁରୁବାର ଆସିଲା ସୂଚନା
ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ କରିବେ ପଦ୍ମପୁର ଜିଲ୍ଲା ଘୋଷଣା
"ବର୍ଷା ସିଂ ବରିହା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱୟଂ ମାଁ ଲକ୍ଷ୍ମୀଙ୍କ ବରଦାନ"
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆଜି ଲକ୍ଷ୍ମୀପୂଜା ଗୁରୁବାର ସକାଳୁ ସକାଳୁ ପଦ୍ମପୁରରେ ପହଁଚିଥିବା ଖବରକୁ ନେଇ ପଦ୍ମପୁର…
ଓଡ଼ିଶା ମିଲେଟ୍ସ ମିଶନ୍ ସ୍ଥାୟୀ ଆଭିମୁଖ୍ୟ ଏଫପିଓ ମାର୍କେଟିଂ
ଭୁବନେଶ୍ୱର: ମିଲେଟ୍ସର ବର୍ଷ ଶେଷ ହେବାକୁ ଯାଉଛି । ବର୍ଷ ସାରା ମିଲେଟ୍ସର ପ୍ରୋତ୍ସାହନ ଲାଗି ବିଭିନ୍ନ ଅଭିଯାନ ଜାରି ରହିଥିଲା । ବିଗତ କିଛି ବର୍ଷ ଧରି ମିଲେଟ୍ ଏକ ଅଗ୍ରଣୀରାଜ୍ୟ ଭାବରେ ନିଜକୁ ପ୍ରତିପାଦିତ କରି ଆସିଛି ଓଡ଼ିଶା । ବିଭିନ୍ନ ପ୍ରକାରର ଆକର୍ଷଣୀୟ ମିଲେଟ୍ସର ଯାଦୁରେ ଏହା…
ସଂସଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଦେଇଥିବା ତଥ୍ୟ ଅସଙ୍ଗତ ବୋଲି କହିଲେ ଓଡିଶା ସରକାର
ଡ୍ରପ ଆଉଟ ନେଇ ଦେଇଥିବା ତଥ୍ୟ ଉପରେ ଆପତ୍ତି ଜଣାଇ କେନ୍ଦ୍ରକୁ ଲେଖିଲେ ଚିଠି
ଭୁବନେଶ୍ୱର : ଡି.ଏମ୍.କେ ଦଳର ସାଂସଦ କଳାନିଧି ଭୀରାସ୍ବାମୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ୨୦୨୧-୨୨ ର UDISE+ ତଥ୍ୟ ଆଧାରରେ ଓଡିଶାର…
ଓଷ୍ଟା ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ,୨୦।୧୩(ଶ୍ରୀକାନ୍ତ କୁମାର ମିଶ୍ର): ଶିଶୁ ମାନଙ୍କ ମନରେ ଉତ୍ସାହ ଭରିଦେବା ସହିତ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ…
ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର :୩୧ ୟୁନିଟ୍ ସଂଗୃହିତ
ପଦ୍ମପୁର:- ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରକ୍ତଦାନ ଶିବିରସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟିକା ବର୍ଷା ସିଂ ବରିହାଙ୍କ ନେତୃତ୍ୱ ରେ ଓଡ଼ିଶା ମୋ ପରିବାର ଏବଂ ବିଜୁ ଯୁବ ଜନତା ଦଳ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…