ଭବାନୀପାଟଣା(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲା କୁ ଏନ ଏ ସି ଘୋଷଣା ନ କରିବା ନେଇ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ନର୍ଲା ବିଧାୟକ ଭୂପିନ୍ଦର ସିଂ
କୁ କୁଶପୁତଲିକା ଦାହ କରିଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟରେ ୩୪ଗୁଟି ନୂଆ ବିଜ୍ଞାପିତ ଆଞ୍ଚଲ ଗଠନ ନିଷ୍ପତି ନେଇଥିବା ବେଳେ ନର୍ଲାବ୍ଲକ କୁ ଅଣଦେଖା l ଦୀର୍ଘ ୧୦ଉର୍ଦ୍ଧ ବର୍ଷ ହେଲା ନର୍ଲାକୁ ଏନ ଏ ସି ଘୋଷଣା ଦାବିରେ ବିଭିନ୍ନ ସଂଗଠନ ତରଫରୁ ଆନ୍ଦୋଳନ କରି ଆସୁଛନ୍ତି କିନ୍ତୁ ସ୍ଥାନୀୟ ବିଧାୟକ ଓ ରାଜନେତା ଙ୍କ ବୈମାତୃକ ମୋନଭାବ ଯୋଗୁଁ ନର୍ଲା ଏନ ଏ ସି ଘୋଷଣା ରୁ ବାଦ ଦେଇଛନ୍ତି l ଏହାର ପ୍ରତିବାଦ ର ବଡ଼ ଧାରଣର ଆନ୍ଦୋଳନ ହେବା ଶହ ଆଗାମୀ ନିର୍ବାଚନ ରେ ଏହାର ପ୍ରଭାବ ପଡିବ ବୋଲି ନର୍ଲା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ସଭାପତି ଦିପୁ ପାତ୍ର, ସୁଦାମ ପଧାନ, ସୁମନ୍ତ ରଣା, ଅଶୋକ ଛୁରିଆ, ସମୀର ଗୌଡ଼, ଚୁଲମଣି ଗୋଡ଼ିଆ, ଅନି ବିଶ୍ୱାଲ, ଦେବାଶିଷ କୁମାର, ନିତିନ ବାଗ, ରଚେକର ଦୀପ, ସହ ବହୁ କଂଗ୍ରେସ ର କର୍ମକର୍ତା ମାନେ ଉପସ୍ଥିତ ରହି ଆନ୍ଦୋଳନ କୁ ଆଗେଇ ନେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post