ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ କମିଟି ବୈଠକ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୨୪.୦୪.୨୦୨୬ – କଳାହାଣ୍ଡି ଜିଲ୍ଲାରେ ରବିଧାନ ସଂଗ୍ରହ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ କମିଟି ବୈଠକ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ ସମାରୋହ

ନବରଙ୍ଗପୁର ତା ୨୪.୪.୨୦୨୬: ଅଶୋକ ସାହୁ,ସହର ସ୍ଥିତ ଶୁଭ ଅଭିନନ୍ଦନ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ ପାଳନ ହୋଇଯାଇଛି।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା…

ବେଲଗୁଣ୍ଠାରେ ଗ୍ୟାସ୍ ଯୋଗାଣରେ ଅନିୟମିତତା: ଉପ-ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ବଣିକ ସଂଘ

ବେଲଗୁଣ୍ଠା-୨୪/୦୪- (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ରନ୍ଧନ ଗ୍ୟାସ୍ ବିତରଣରେ ଦେଖାଦେଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଆଜି ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ…

ବ୍ଲକରେ ସରକାରୀ ସହାୟତା ବଣ୍ଟନ ସମାରୋହ: ୧୬୦୦ରୁ ଅଧିକ ହିତାଧିକାରୀ ଉପକୃତ

ବେଲଗୁଣ୍ଠା-୨୩/୪--(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପ୍ରଶାସନ ତରଫରୁ ଏକ ଭବ୍ୟ ସରକାରୀ ସହାୟତା ପ୍ରଦାନ ସମାରୋହ ସ୍ଥାନୀୟ ନୋଡାଲ ଜି.ଟି.ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା…

ରତ୍ନଭଣ୍ଡାର ରତ୍ନ ନିଖୋଜ ଅଭିଯୋଗ: ଝାରସୁଗୁଡା ଜିଲ୍ଲା କଂଗ୍ରେସର ଏତଲା, ତଦନ୍ତ ଦାବୀ

ଝାରସୁଗୁଡା:  ଆଜି ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଟାଉନ ଥାନାରେ ଏକ ଏତଲା ଦାଖଲ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରୁ ତିନୋଟି ବହୁମୂଲ୍ୟ ରତ୍ନ ଅଳଙ୍କାର ନିଖୋଜ ହୋଇଥିବା ନେଇ ଉଠିଥିବା ଅଭିଯୋଗକୁ କେନ୍ଦ୍ର କରି ଏହି ଏତଲା ଦିଆଯାଇଥିବା ସୂଚନା ମିଳିଛି।…

ରାୟଗଡ଼ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ରାୟଗଡ଼ ତା୨୪.୪.୨୦୨୬:  ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ବୁଧବାର ଦିନ ରାୟଗଡ଼ ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ନୂତନ ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ,…

କୋଲାବିରା ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ବିଡ଼ିଓ ଅଶୋକ କୁମାର ମାଝୀ, ବିଧାୟକ ପ୍ରତିନିଧି ରାଜେଶ କୁମାର ଦାଶ ଓ ସାଂସଦ ପ୍ରତିନିଧି…

ଜେଏସଡବ୍ଲ୍ୟୁ–ଜେଏଫଇ ମିଳିତ ପ୍ରୟାସରେ “ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍” ଉନ୍ମୋଚନ

ଝାରସୁଗୁଡା : ଭାରତ–ଜାପାନ ଔଦ୍ୟୋଗିକ ସହଯୋଗରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହେଲା । ଜେଏସଡବ୍ଲ୍ୟୁ ଷ୍ଟିଲ୍ ଓ ଜାପାନର ଜେଏଫଇ ଷ୍ଟିଲ୍ କର୍ପୋରେସନ୍‌ଙ୍କ ୫୦:୫୦ ଯୁକ୍ତ ଉଦ୍ୟମର ନୂତନ ପରିଚୟ “ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍” ଆଜି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି । ଏହି ସଂସ୍ଥା…

ଜନଗଣନା ୨୦୨୭ ପାଇଁ କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ।

କେନ୍ଦ୍ରାପଡ଼ା:୨୪.୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ଜନଗଣନା ୨୦୨୭ ପାଇଁ ସଚେତନତା ଓ ଜାଗୃକତା ସୃଷ୍ଟି ସହ ଚାଲିଥିବା ଜନଗଣନା ୨୦୨୭ କୁ ସୁଚାରୁ ଓ ସଫଳତାର ସହିତ ସମ୍ପନ୍ନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା ଓ ଜାଗୃକତା ବୈଠକ ଆଜି ଜିଲ୍ଲାପାଳଙ୍କ…

ଶିଆଳିଲଟିରେ ବିଶ୍ୱଶାନ୍ତି ମହାଯଜ୍ଞ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକର ଶିଆଳିଲଟି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ଯକ୍ଷ କାମଦେବ ବଡନାୟକ , ଉପାଧ୍ୟକ୍ଷା ପଙ୍କଜିନି ଦଳାଇ , ଆରଏସ୍ଏସ୍ ର କାର୍ଯ୍ୟବାହୀ ଜୁରିଆ ଜାନୀ…