Sign in
Sign in
Recover your password.
A password will be e-mailed to you.
ପାଟଣାଗଡ଼କୁ ମିଳିଲା ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ହାତରେ ଲୋକାର୍ପିତ,
ପରିବହନ କ୍ଷେତ୍ରରେ ଯୋଡ଼ିଲା ନୂଆ ଅଧ୍ୟାୟ
ପାଟଣାଗଡ଼, ୨୭/୦୬ (ଶାସକ ପ୍ରଶାସକ): ପାଟଣାଗଡ଼ ସହରର ବିକାଶ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଦୀର୍ଘଦିନର ପ୍ରତୀକ୍ଷାର ଅବସାନ ଘଟାଇ ଆଜି…
ବିଜେଡି ନେତା ତ୍ରିନାଥ ଗୁଆଲଙ୍କ ପରଲୋକ ରେ ଶ୍ରଦ୍ଧାଞ୍ଜଳୀ ସଭା
ଝାରସୁଗୁଡ଼ା:,ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଭାପତି, ପୂର୍ବତନ ଓକିଲ ସଂଘ ସଭାପତି ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ପରଲୋକରେ ଶନିବାର ଅପରାହ୍ନ ରେ ଝାରସୁଗୁଡ଼ା ସରବାହାଲ ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ…
କୋଶଳ କଳା ମଣ୍ଡପ ପଡ଼ିଆ ଠାରେ ‘ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ (MSME) କାର୍ଯ୍ୟକ୍ରମ-୨୦୨୬’ ଆନୁଷ୍ଠାନିକ ଭାବେ…
ବଲାଙ୍ଗିର(୨୭/୦୬): ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି କୋଶଳ କଳା ମଣ୍ଡପ ପଡ଼ିଆ ଠାରେ ‘ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ (MSME) କାର୍ଯ୍ୟକ୍ରମ-୨୦୨୬’ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ…
ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି: ଲଇକେରାରେ ବିଜେଡିର ଚାଷୀ ସମ୍ମିଳନୀ
ଝାରସୁଗୁଡା:ଝାରସୁଗୁଡା ଜିଲ୍ଲାର ଲଇକେରା ସ୍ଥିତ ସୁପର ମାର୍କେଟ ପରିସରରେ ଶନିବାର ବିଜୁ ଜନତା ଦଳ ପକ୍ଷରୁ ଚାଷୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବିଜେଡିର ବରିଷ୍ଠ ରାଜ୍ୟ ନେତା ସଞ୍ଜୟ ଦାସବର୍ମା, ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ…
ଶିକ୍ଷକ ଆକ୍ରମଣ କାରୀ ତାଳ ଗଛରେ ନେଲେ ଆଶ୍ରୟ l
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଅଧୀନ ସରିପୁର ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ଶିକ୍ଷକଙ୍କୁ ହୋଇଛି ଆକ୍ରମଣ । କଟୁରୀ ଓ ଲୁହା ଚାପଡ଼ ଧରି ଅଚାନକ ୪ ଦୁର୍ବୃତ୍ତ ସ୍କୁଲ ଗେଟ୍ ଭାଙ୍ଗି ପଶି ଶିକ୍ଷକଙ୍କୁ ମାଡ଼ ମାରିଲେ। ଛାତିରେ ପ୍ରବଳ ଯନ୍ତ୍ରଣା, ହାତରେ ଶକ୍ତ ଆଘା ଲାଗିଲା ରୁ…
“ସ୍ବାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା” ଗଠନ ପାଇଁ ଯୁବପିଢ଼ିଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳନ୍ତୁ
କର୍ପୋରେଟ୍ ନେତୃତ୍ବ ଉପରେ ଦୁଇ ଦି ଦିନିଆ ସେମିନାର ଉଦ୍ଘାଟନ କରି ଡଃ ତପନ ଚାନ୍ଦଙ୍କ ଆହ୍ବାନ
ଅନୁଗୁଳ: ଇନଷ୍ଟିଟ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ, ଅନୁଗୁଳ ଚାପ୍ଟର ପକ୍ଷରୁ "ଆର୍ଥିକ ନେତୃତ୍ବରୁ କର୍ପୋରେଟ୍ ନେତୃତ୍ବ" ବିଷୟବସ୍ତୁ ଉପରେ ଦୁଇ ଦିନିଆ ସେମିନାର ଆୟୋଜିତ…
ଦଣ୍ଡୋର ପାଣିଷଣ୍ଢ ପୀଠରେ ତ୍ରୀଦିବସୀୟ ରାମତାରକ ଯଜ୍ଞ ଶୁଭାରମ୍ଭ
ଶିଶୁ କଳାକାରଙ୍କ ଦ୍ଵାରା ଆକର୍ଷଣୀୟ ସଂସ୍କୃତିକ ନୃତ୍ୟ ପରିବେଷଣ
ଓଡ଼ଗାଁ, ୨୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଣ୍ଡୋର ଗ୍ରାମସ୍ଥିତ ପାଣିଷଣ୍ଢ ଠାକୁରାଣୀଙ୍କ ପବିତ୍ର ପୀଠରେ ଶନିବାର ଭକ୍ତିଭାବ ଓ ବେଦମନ୍ତ୍ର ଧ୍ୱନି ମଧ୍ୟରେ…
ଓଡ଼ଗାଁ ଅଞ୍ଚଳରେ ୧୦ ସ୍ଥାନରେ ଚାଲୁଛି ବେଧଡ଼କ ଜୁଆ ଆସର
ପ୍ରତିଦିନ ଜାଗା ବଦଳାଇ ପୋଲିସକୁ ଦେଉଛନ୍ତି ଚକମା, ଆନ୍ତଃଜିଲ୍ଲା ଖେଳାଳିଙ୍କ ସକ୍ରିୟ ଅଂଶଗ୍ରହଣ,
ପ୍ରତ୍ୟହ ୨୦ରୁ ୨୨ ଲକ୍ଷ ଟଙ୍କାର କାରବାର ସନ୍ଦେହ,
ଭଦ୍ରମୁଖା ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି,
ଓଡ଼ଗାଁ, ୨୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼…
ଅନୁନ୍ନତ ଗଜପତି ଜିଲ୍ଲାଋେ ଯୁବ ଉଦ୍ୟୋଗୀ ମାନଙ୍କୁ ରୋଜଗାର ସକ୍ଷମ କରିବାର ଆବଶ୍ଯକତା ରହିଛି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଆରସେଟି ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଉଦ୍ୟୋଗୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିଭୂ ପ୍ରସାଦ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଏକ ଅର୍ଥ ଶୋଷଣ କରୁଥିବା ମେସିନ ଅଟେ – ନରସିଂହ
ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ
ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ - ନରସିଂହ
ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତାଫା ଦାବି କଲା କଂଗ୍ରେସ
ବଲାଙ୍ଗିର, ତା.୨୭.୦୬.୨୬ - ଗତ ୧୨ ବର୍ଷ…