Sign in
Sign in
Recover your password.
A password will be e-mailed to you.
ମହରମ୍ ଅବସରରେ ହୁସୈନୀ ଜାନିସାର କମିଟିର ତତ୍ତ୍ୱାବଧାନରେ ବାଲେଶ୍ୱର ସହରର ୧୦ଟି ମହଲ୍ଲାରୁ ବାହାରିଲା “ହୁସୈନୀ…
ବାଲେଶ୍ୱର: ମହରମ୍ ଅବସରରେ ହଜରତ ଇମାମ ହୁସେନ (ରଜି.)ଙ୍କ ମହାନ ତ୍ୟାଗ, ବଳିଦାନ ଓ ସତ୍ୟ-ନ୍ୟାୟର ଅମର ବାର୍ତ୍ତାକୁ ସମାଜରେ ପ୍ରଚାର କରିବା ଉଦ୍ଦେଶ୍ୟରେ ବାଲେଶ୍ୱରର ଦଶ ଟି ମହଲ୍ଲାରୁ ହୁସୈନୀ ଜାନିସାର କମିଟିର ତତ୍ତ୍ୱାବଧାନରେ ଏକ ଗମ୍ଭୀର ଓ ଶ୍ରଦ୍ଧାଭରା "ହୁସୈନୀ ଶୋଭାଯାତ୍ରା" ଅନୁଷ୍ଠିତ…
ଝାରସୁଗୁଡ଼ାରେ ଭାଜପାର ମିଶ୍ରଣ ପର୍ବ: ଶତାଧିକ ନେତା ଓ କର୍ମୀଙ୍କ ଦଳରେ ଯୋଗଦାନ
ଝାରସୁଗୁଡ଼ା:ଝାରସୁଗୁଡ଼ା ସହରର ବିଟିଏମ୍ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ବିଭିନ୍ନ ଅଞ୍ଚଳର ଶତାଧିକ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ…
୩୫ତମ ଓ ୩୬ତମ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
୨୦୨୩ ବର୍ଷ ପାଇଁ ଶ୍ରୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ବର୍ଷ ପାଇଁ ଶ୍ରୀମତୀ ନମ୍ରତା ଦାସ ପାଇଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ।
୬୨ଟି ବିଭାଗରେ ସମ୍ମାନିତ ହେଲେ ଚଳଚ୍ଚିତ୍ର କଳାକାର
କଳିଙ୍ଗ ଷ୍ଟୁଡ଼ିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଏବଂ…
ଓଡ଼ିଶାରେ ଜିଓର ଦବଦବା: ମଇ ମାସରେ ରାଜ୍ୟରେ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡିଥିବା ଏକମାତ୍ର ସେବା ପ୍ରଦାନକାରୀ ହୋଇଛି…
- ୧ କୋଟି ୮୮ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସହିତ ଜିଓ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର
- ମଇ ମାସରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଛି ଜିଓ, ହଜାର…
ସ୍କୁଲ ବହି ତ୍ରୁଟି ପାଇଁ ଗଠିତ କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ:କମିଟିର ସୁପାରିଶ ଅନୁଯାୟୀ…
ପୂର୍ବତନ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର (Teachers Training & SCERT) ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦେଶକ ନିଲମ୍ବିତ
୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ପିଲାଙ୍କ ଶିକ୍ଷା ପାଇଁ କମିଟିର ୧୪ ଟି ସୁପାରିଶ…
ଟିପିଏସ୍ଓଡିଏଲ ତରଫରୁ ସୋନାପୁର ବେଳାଭୂମିରେ ସଫେଇ ଅଭିଯାନ
• କର୍ମଚାରୀଙ୍କ ମିଳିତ ପ୍ରୟାସରେ ୨୫୦କି.ଗ୍ରାରୁ ଅଧିକ ଆବର୍ଜନା ସଂଗ୍ରହ
ବ୍ରହ୍ମପୁର, ଜୁନ୍ : ପରିବେଶ ସଂରକ୍ଷଣ ଏବଂ ସମାଜ କଲ୍ୟାଣ ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଗଞ୍ଜାମ ଜିଲ୍ଲାସ୍ଥିତ ସୋନାପୁର ବେଳାଭୂମିରେ ସଫେଇ ଅଭିଯାନ…
ଚିନ୍ତନ ମଣ୍ଡପ କିଶୋର ଅଂଶଗ୍ରହଣ ଓ ସହରାଞ୍ଚଳ ଶାସନ କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ ପାଲଟିଲା
ଭୁବନେଶ୍ୱର: ସହରାଞ୍ଚଳ ଶାସନ କ୍ଷେତ୍ରରେ କିଶୋରଙ୍କ ଅଂଶଗ୍ରହଣକୁ ସୁଦୃଢ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ସମଗ୍ର ଭୁବନେଶ୍ୱରରୁ ୨୦୦ରୁ ଅଧିକ କିଶୋର ହମାରା ବଚ୍ପନ ଟ୍ରଷ୍ଟ (ଏଚବିଟି) ପକ୍ଷରୁ ନିରାପଦ, ସୁସଂହତ ଏବଂ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥଳ (ଏସଭିଏଚପିଏସ୍)…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର
ନବରଙ୍ଗପୁର, ୨୬/୦୬/୨୦୨୬: ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁର ତରଫରୁ ସରକାରୀ ନର୍ସିଂ କଲେଜ, ନବରଙ୍ଗପୁରର ଛାତ୍ରୀ ଏବଂ ପାରା ଲିଗାଲ ସ୍ୱେଛାସେବି ମହିଳାମାନଙ୍କୁ ନେଇ “ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧଚାଲାଣ ବିରୋଧୀ ଅନ୍ତର୍ଜାତୀୟ ଦିବସ” ଉପଲକ୍ଷେ ଏକ ଆଇନ ସଚେତନତା ଶିବିର…
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ନିରୋଧ ଦିବସ ପାଳନ ୨୦୨୬,
ନବରଙ୍ଗପୁର ୨୬.୬.୨୦୨୬:ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ନିରୋଧ ଦିବସ ୨୦୨୬ ପାଳନ ହୋଇ ଯାଇଛି। ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ର ମିଳିତ ଆନୁକୂଲ୍ୟରେ ସକାଳ ୮.୩୦ ରେ ଏକ ସଚେତନତା ଶୋଭାଯାତ୍ରା ଗାନ୍ଧୀ ଛକ ଠାରୁ…
“ବିକାଶର ଧାରା ଓଡ଼ିଶା ସାରା-୨୦୨୬” ର ଦ୍ଵିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସର ରେ “ବିକାଶର ଧାରା ଓଡ଼ିଶା ସାରା-୨୦୨୬” କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ ଓ ଜିଲ୍ଲା…