ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ଝାରବନ୍ଧ ଓ ଛିନ୍ଦେଇକେଲା ପଞ୍ଚାୟତ ରେ ବିଜୁ ଯୁବ ଜନତା ଦଳ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପାଇକମାଲ ବ୍ଲକ ଯୁବ ବିଜେଡି ସଭାପତି ଗୌତମ ସିଂ, ଉପସଭାପତି ଭୋଜରାଜ ଭୋଇ ଯୋଗଦେଇ ଆଗାମୀ ନିର୍ବାଚନରେ ଦଳ କିପରି ଅଧିକ ରୁ ଅଧିକ ଭୋଟ ସଂଗ୍ରହ କରି ପାରିବ ସେ ବିଷୟରେ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରିଥିଲେ l ଉକ୍ତ ବୈଠକରେ ଝାରବନ୍ଧ ଯୁବ ସଭାପତି ବିକ୍ରମ ପୁଝାରୀ, ପଞ୍ଚାୟତ ସଭାପତି ଅମର ଧରୁଆ, ଛିନ୍ଦେଇକେଲା ଯୁବ ସଭାପତି ଦେବ ହନ୍ସ, ପଞ୍ଚାୟତ ସଭାପତି ଭାଗୀରଥି ବଛା ଙ୍କ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.