Sign in
Sign in
Recover your password.
A password will be e-mailed to you.
ସୂଚନା , ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ
ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା
କଳାହାଣ୍ଡିରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ ::- ଜିଲ୍ଲା ପରିଷଦଙ୍କ ସମ୍ମିଳନୀ କକ୍ଷରେ ଓଡିଶାର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ଜିଲ୍ଲାସ୍ତରୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ…
ସୁବର୍ଣ୍ଣପୁର ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ସୁବର୍ଣ୍ଣପୁର - (ଆର୍ତ୍ତତ୍ରାଣ ମହାପାତ୍ର) ତା 11.01.24: ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି l…
ଚତୁର୍ଥ ପର୍ଯ୍ୟାୟରେ ଲୋକାର୍ପିତ ହେଲା ବେଲଗୁଣ୍ଠାର ଛଅ ରୂପାନ୍ତରିତ ବିଦ୍ୟାଳୟ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବିଦ୍ୟାଳୟ ରୂପାନ୍ତରଣ କ୍ଷେତ୍ରରେ ରାଜ୍ୟ ସରକାର ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି I ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର 389 ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଲୋକାର୍ପିତ କରିଛନ୍ତି I ଏହି…
ନାଟ୍ୟଗୁରୁଙ୍କ ଏକାଦଶାହ ତିଥିରେ ସ୍ମୃତି ସଭା ଓ ନାଟ୍ୟ ପରିବେଷଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ନବରତ୍ନପୁର ବାଲିଝିରି ଗ୍ରାମର ନାଟ୍ୟଗୁରୁ କୀର୍ତ୍ତନ ଖଟେଇଙ୍କ ହୃଦଘାତରେ ପରଲୋକ ହୋଇଯାଇଥିଲା। ଆଜି ଏକାଦଶାହ ଅବସରରେ ନିଜ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସେବା ସମବାୟ ସମିତି ସଭାପତି…
ପାଣ୍ଡିଆନ କଣ ଖାଇଲେ ଯେ ଦେଲେ ଅଢେଇ ହଜାର ଟଙ୍କା !
ବାଣପୁର( ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗସ୍ତ ସମୟରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବ୍ଲକ ସମ୍ମୁଖରେ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ବିନା ପିଆଜ ରସୁଣ ଖାଦ୍ୟ ଖାଇଥିବାର ଜଣାପଡିଛି। ଭାତ, ଡାଲି, ଖଟା, ଭେଣ୍ଡି ଭଜା, କଲରା ଚିପ୍ସ ଏବଂ…
ବିଭିନ୍ନ ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା : ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ପ୍ରୟାସରେ ପୁରପଲ୍ଲୀ ଜୟ…
ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ପ୍ରୟାସ କ୍ରମେ ସମଗ୍ର ଗ୍ରାମାଞ୍ଚଳ ପରିବେଶ ଆଜି ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରେମରେ ଭାବବିହ୍ଵଳ ହୋଇପଡିଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଳକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ…
ଏସଏସ କ୍ରିକେଟ: ବୁଡ଼େନ ସେମିରେ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବୁଧାପାଲି ଠାରେ ଚାଲିଥିବା ୧୩ତମ ଭିଏସଏସ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ଅନୁଷ୍ଠିତ ଖେଳରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ କ୍ୱାର୍ଟର ଫାଇନାଲରେ କଦଳୀମୁଣ୍ଡା ଦଳକୁ ହରାଇ ବୁଡ଼େନ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ ପରେ…
ମାର୍କ କିପରି ୩୦ ରୁ କମିବ ନାହିଁ – ଶିକ୍ଷକଙ୍କ ଅଭିନବ ପ୍ରୟାସ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ପ୍ରଧାନ ଶିକ୍ଷକ ଶ୍ରୀ କ୍ଷୀରସିନ୍ଧୁ ସୁନା ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କପାଇଁ ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଅଭିଜ୍ଞ ଶିକ୍ଷକ ମାନଙ୍କୁ ଅନୁରୋଧ କରି ୧୦୦ ପ୍ରତିଶତ ଫଳାଫଳ ପାଇଁ…
ବାଲୁଗାଁ: ଘର ଦେବାକୁ କହି ୬ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ
ବାଲୁଗାଁ (ସେକ କୌସର ): ବାଲୁଗାଁରେ ଘର ଦେବାକୁ କହି ୬ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡିଛି। ଦୀର୍ଘ ବର୍ଷେ ବିତି ଯାଇଥିଲେ ସୁଦ୍ଧା ନାଁ ଘର ମିଳିଲା ନାଁ ଦେଇଥିବା ଟଙ୍କା ଫେରସ୍ତ ମିଳିଲା। ପରିଶେଷରେ ଠକେଇ ମାମଲାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି।ସୂଚନା ମୁତାବକ ବାଲୁଗାଁଗୋପୀନାଥପୁର…
ମଙ୍ଗଳପୁର ପଂଚାୟତରେ ପରିଭ୍ରମଣ କଲା ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ରଙ୍ଗବେରଙ୍ଗର ମୁରୁଜ ଓ ଝୋଟିଚିତାରେ ସଜେଇ ହୋଇ ରହିଛି ଗାଁ ଦାଣ୍ଡ । ଗୋବରରେ ଲିପାପୋଛା କରି ପୂର୍ଣ୍ଣ କୁମ୍ଭ, ଆମ୍ବଡାଳ ଓ ପଇଡ଼ ବସାଇ ଶ୍ରୀ ଜଗନ୍ନାଥଙ୍କ ‘ଅର୍ପଣ ରଥ’କୁ ଶ୍ରଦ୍ଧା ଓ ସମର୍ପଣର ସହ ଡେରାବିଶରେ ସ୍ୱାଗତ କରୁଛନ୍ତି…