Sign in
Sign in
Recover your password.
A password will be e-mailed to you.
କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): କୁତ୍ରା ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣ ଅଭିଯୋଗ ଗୁଡ଼ିକର ଶୁଣାଣି…
ଗୋ-ସଂରକ୍ଷଣ, ସେବା ଓ ସାମ୍ବିଧାନିକ ମାନ୍ୟତା ଦାବିରେ ଜନଜାଗରଣ ଅଭିଯାନ
ରାଉରକେଲା,(ବସନ୍ତ କୁମାର ଜେନା): ବେଦବ୍ୟାସ ଗୋଶାଳା ସମିତି, ରାଉରକେଲା ଆନୁକୂଲ୍ୟରେ ସୋମବାର ‘ଗୋ-ସମ୍ମାନ ଆହ୍ୱାନ ଦିବସ’ ଅବସରରେ ଏକ ବ୍ୟାପକ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଦିତନଗର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ଗୋ-ସମ୍ମାନ ପଦଯାତ୍ରା ବାହାରିଥିଲା,…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିଦ୍ର…
ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲଠାରେ “ବିଶ୍ବ ଧରିତ୍ରୀ ଦିବସ” ଦିନ ମହାସମାରୋହରେ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟର ସହଯୋଗରେ ଏବଂ Socio Cultural Development Centre , Odisha ଙ୍କ ଆନୁକୂଲ୍ଯରେ ସ୍ଥାନୀୟ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲଠାରେ "ବିଶ୍ବ ଧରିତ୍ରୀ ଦିବସ" ଦିନ ମହାସମାରୋହରେ ପାଳିତ ହୋଇସାରିଛି।…
ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ପୁରାତନ ଛାତ୍ରସଂସଦ ଦ୍ୱାରା ପାରଳା ମହାରାଜାଙ୍କ ଜୟନ୍ତୀ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ମହାରାଜା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତିଙ୍କର ୧୩୫ତମ ଜୟନ୍ତୀ ସ୍ଥାନୀୟ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ପୁରାତନ ଛାତ୍ରସଂସଦ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ରସଂସଦର ସଭାପତି ନ୍ରୁସିଂହ ଚରଣ ପଟ୍ଟନାୟକ…
ଭେଡେନ ନଦୀରେ ବ୍ୟାରେଜ ଦାବୀ ନେଇ କୋଲାବିରା ତହସିଲ ଘେରାଉ
ଝାରସୁଗୁଡ଼ା, ସୋମବାର: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ପଞ୍ଚାୟତର ଚାଷୀମାନେ ଭେଡେନ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବୀରେ ସୋମବାର କୋଲାବିରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…
ଶିଶୁ ଙ୍କୁ ନେଇ ଉତ୍ତମ ସମାଜ ଗଠନ ରେ ଆଧ୍ୟାତ୍ମିକ ର ଭୂମିକା ।
ଅସ୍ତରଙ୍ଗ,: ସଂସ୍କାରବାନ ଶିଶୁ ବା ଚାତ୍ର ଛାତ୍ରୀ ଙ୍କୁ ନେଇ ଉତ୍ତମ ସମାଜ ଓ ସୁଦୃଢ ରାଷ୍ଟ୍ର ରାଷ୍ଟ୍ର ଗଠନ ପାଇଁ ବ୍ୟକ୍ତିତ୍ୱ ବିକାଶ ଶିବିର ଅନୁଷ୍ଠିତ ହେବ । ଏହି ଶିବିର ର ମୂଳ ଲକ୍ଷ ରହିଛି ଛାତ୍ରଛାତ୍ରୀ ଙ୍କ ମନରେ ଲୁକ୍କାୟିତ ଶକ୍ତି କୁ ଜାଗ୍ରତ କରିବା, ନୈତିକତା କୁ ସୁଦୃଢ କରିବା,…
ନୀଳଗିରି ରେ ଗୋ ସମ୍ମାନ ଆହ୍ଵାନ ଅଭିଯାନ
ନୀଳଗିରି ସାରା ରାଜ୍ୟରେ ଅପ୍ରେଲ 27 ଓ ଜୁଲାଇ 27 ତାରିଖକୁ ଗୋ ସମ୍ମାନ ଦିବସ ରୂପେ ପାଳନ କରିବାକୁ ଗୋ ରକ୍ଷକ ସଦସ୍ୟ ସଦସ୍ୟା ମାନେ ଜନସାଧାରଣଙ୍କ ସଚେତନ କରିବାସହ ମହାମହିମ ରାଷ୍ଟ୍ରପତି ମହାମହିମ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବିଭିନ୍ନ ତହସିଲଦାର ଙ୍କ ଜରିଆରେ…
ରାମନାଗୁଡା ବ୍ଲକ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: :- ତା: ୨୭-୦୪-୨୦୨୬ରିଖ ଦିନ ରାମନଗୁଡା ବ୍ଲକ ସଭାଗୃହଠାରେଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣି ଶିବିରରେ, ଅତିରିକ୍ତ ଆରକ୍ଷୀ…
ଗୋ ସମ୍ମାନ ଆହ୍ୱାନ ଅଭିଯାନ ରେ ଗୋ ସେଵକ ଭାଇ ମାନଙ୍କ ଦାବି ପତ୍ର ପ୍ରଦାନ
ବାସୁଦେବପୁର: ଦେଶ ତଥା ରାଜ୍ୟରେ ବିଭିନ୍ନ ବ୍ଲକ ରେ ଗୋ ସେବକ ମାନଙ୍କଦ୍ୱାରା ତହସିଲଦାର ଙ୍କୁ ଏକ ପ୍ରାର୍ଥନା ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ସମୟ ଧରି ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଗୋ ସୁରକ୍ଷା ଆଇନ ପାରିତ କରିବା ପାଇଁ ଏଵଂ ଗୋମାତା କୁ ରାଷ୍ଟ୍ରୀୟ ମାତାର…