Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା
ବେଲଗୁଣ୍ଠା,୨୯/୦୬, -(ଶିବରାମ ଚୌଧୁରୀ )-ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବେଲଗୁଣ୍ଠା ସହର ସମେତ ଏହି ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ରୀତିନୀତି ମୁତାବକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲଗୁଣ୍ଠାର ପେଣ୍ଠ…
ଜମି ଭାଗ ବଣ୍ଟାକୁ ନେଇ ସାନ ଭାଇକୁ ବଡ଼ ଭାଇର ଆକ୍ରମଣ
ବେଲଗୁଣ୍ଠା,୨୯/୦୬-(ଶିବାରମ ଚୌଧୁରୀ )-, ଜମି ଭାଗବଣ୍ଟାକୁ ନେଇ ବଡ଼ଭାଇର ଆକ୍ରମଣରେ ସାନ ଭାଇ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଆଜି ବାବୁଲା ମେକାପ(୫୦) ନାମକ ଜଣେ ବ୍ୟକ୍ତି ନିଜ ଜମିର ଡିମାର୍କେସନ୍ ବିଷୟରେ ବୁଝାସୁଝା କରିବା…
ମଟନ ଦେବନି ତ ହଣା ଖାଇବ।
ବାଲେଶ୍ୱର ରେମୁଣା: ବିବାହ ଭୋଜିରେ ଅଭାବନୀୟ କାଣ୍ଡ । ମଟନ ବଦଳରେ ଚିକେନ ଦେଲେ ବୋଲି ହାଣିଦେଲେ କ୍ୟାଟରିଂ ବୟର ବେକକୁ ଆକ୍ରମଣ କଲେ ୪ ନାବାଳକ । ବାଲେଶ୍ବର ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତର ଯୁବକ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି ପରେ ସଙ୍କଟାପନ୍ନ…
ଡକାୟତି ଯୋଜନା ବେଳେ ପୋଲିସର ଚଢଉ ।
ବାଲେଶ୍ବର/ ବସ୍ତା: ଡକାୟତି ଯୋଜନା ବେଳେ ପୋଲିସର ଚଢଉ ଦୁଇଟି ବନ୍ଧୁକ ସମେତ 10 ଟି ଅଫୁଟା ଗୁଳି, ଗୋଟିଏ କାର ଜବଦ, 3 ଡକାୟତ ଗିରଫ, କଟୁରୀ, ଶାବଳ, ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତା ର ପୁଟୁରା ଛକ ରେ…
୨୦ତମ ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ–୨୦୨୬ ପାଳିତ ।
ବିକଶିତ ରାଜ୍ୟ ଓ ବିକଶିତ ରାଷ୍ଟ୍ର ଗଠନରେ ପରିସଂଖ୍ୟାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ ।
କେନ୍ଦ୍ରାପଡ଼ା:୨୯.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ, କେନ୍ଦ୍ରାପଡ଼ା ପକ୍ଷରୁ ଆଜି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦ତମ ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ…
ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
କଟକ,୨୯.୦୬.୨୦୨୬ ରିଖ - ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ପକ୍ଷରୁ ଆଜି ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ତଥା ପରିସଂଖ୍ୟାନର ଜନକ ଡଃ ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସଙ୍କର ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସାଧାରଣ ସଭା…
ଜି ଉଦୟଗିରି ଠାରେ ଜଗନ୍ନାଥ ବଳଭଦ୍ର ଙ୍କ ହାତୀବେଶ
ଜି.ଉଦୟଗିରି ୨୯/୬(ଅବନୀ କୁମାର ପ୍ରଧାନ) ସୋମବାର ଦିନ ସ୍ନାନ ପୂର୍ଣମୀ ଉପଲକ୍ଷେ ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ବଳଭଦ୍ର ଙ୍କୁ ହାତୀବେଶ କରାଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଆଳତି ପରେ ଠାକୁର ମାନଙ୍କ ବିଭିନ୍ନ ରୀତିନୀତି କରାଯାଇଥିଲା।ଏହାପରେ ପହଣ୍ଡି କରାଯାଇ ଠାକୁର…
ସାର ବଣ୍ଟନରେ ଅନିୟମିତତା ଅଭିଯୋଗ, ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ଘେରିଲେ ଦୀପାଳୀ ଦାସ
ଝାରସୁଗୁଡ଼ା, ୨୯ ଜୁନ: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧୀନ ଅର୍ଡା ପ୍ରାଥମିକ କୃଷି ସମବାୟ ସମିତି ପରିଦର୍ଶନ କରି ପୂର୍ବତନ ବିଧାୟିକା ଦୀପାଳୀ ଦାସ ସୋମବାର ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଚାଷୀମାନେ ସାର ବଣ୍ଟନକୁ ନେଇ ବିଭିନ୍ନ ସମସ୍ୟା ଓ ଅସନ୍ତୋଷ ପ୍ରକାଶ…
ପୋଖରୀ ପୁନଃରୁଦ୍ଧାର ବେଳେ ହୁଡ଼ା ରେ ଥିବା ଘର ଉଚ୍ଛେଦ
ଜି.ଉଦୟଗିରି, ୨୯/୦୬(ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସି ୪ ନମ୍ବର ୱାର୍ଡ଼ ଅନ୍ତର୍ଗତ ବହୁ ପୁରାତନ ବଜାର ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବନ୍ଧ ହୁଡ଼ା ରେ ଥିବା ଘର ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଛି | ପ୍ରାୟ ୩ ବର୍ଷ ହେବ ବନ୍ଧ ପୁନଃରୁଦ୍ଧାର…
ଦୁଇ ବର୍ଷରେ ଛାଡ଼ିଗଲା ଆଦର୍ଶ ବିଦ୍ୟାଳୟର ରଙ୍ଗ; ଶିକ୍ଷା ବିଭାଗର ତଦାରଖକୁ ନେଇ ପ୍ରଶ୍ନ
ଝାରସୁଗୁଡ଼ା: ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ କାର୍ଯ୍ୟର ଗୁଣବତ୍ତାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ପତ୍ରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ କୋଠାରେ ହୋଇଥିବା ରଙ୍ଗ କାମ ମାତ୍ର ଦୁଇ…