ଧାର-ଉଧାରରେ ଚାଲିଛି ଓଡ଼ଗାଁ ବ୍ଲକର ମଧ୍ୟାହ୍ନ ଭୋଜନ

ସପ୍ତାହକ ମଧ୍ୟରେ ଚାଉଳ ଯୋଗାଣ ସ୍ବାଭାବିକ କରିବାକୁ ଦାବି ଓଡ଼ଗାଁ,୩୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପ୍ରାୟ ୭୦ରୁ ୮୦ ପ୍ରତିଶତ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳର ଘୋର ଅଭାବ ଦେଖାଦେଇଛି। ଫଳରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ…

ପଡିଆ–ଶିଖପାଲ୍ଲୀ ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ପଡିଆ ବ୍ଲକ ଅନ୍ତର୍ଗତ ପଡିଆ–ଶିଖପାଲ୍ଲୀ ମୁଖ୍ୟ ରାସ୍ତାରେ ବର୍ତ୍ତମାନ କତାଗୁଡା, ପର୍ସନପାଲ୍ଲୀ ଓ ନେଲିଗୁଡା ନିକଟରେ ପ୍ରାୟ ୩–୪ଟି ପୋଲ ନିର୍ମାଣ କାମ ଚାଲିଛି। ଉନ୍ନୟନ କାର୍ଯ୍ୟକୁ ଆମେ ସ୍ୱାଗତ କରୁଛୁ, କିନ୍ତୁ ବର୍ଷା ଋତୁରେ ଏହାର ବିକଳ୍ପ…

ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ‘ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ’ ପାଳିତ

ବାଲେଶ୍ୱର, ୩୦ ଜୁନ: ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ବାଲେଶ୍ୱର ପକ୍ଷରୁ ନୋସି ବିଜନେସ୍ ପାର୍କ, ବାମପଦାଠାରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ–୨୦୨୬’ ର ଚତୁର୍ଥ ଦିବସରେ ‘ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ’ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା…

୩୩ ବର୍ଷର ସେବା ପରେ ପ୍ରମୋଦ ଭୋଇଙ୍କୁ ଭାବବିହ୍ୱଳ ବିଦାୟ

ଝାରସୁଗୁଡ଼ା: ଲଖନପୁର ବ୍ଲକ ଅନ୍ତର୍ଗତ ସମରବଗା ସମବାୟ ସମିତି (ପ୍ୟାକ୍ସ)ର ସମ୍ପାଦକ ପ୍ରମୋଦ କୁମାର ଭୋଇ ଦୀର୍ଘ ୩୩ ବର୍ଷର ନିଷ୍ଠାପୂର୍ଣ୍ଣ ସେବା ପରେ ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ସମରବଗା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଭାବବିହ୍ୱଳ ବିଦାୟୀ ସମ୍ବର୍ଦ୍ଧନା…

ବାବୁଙ୍କ ଅପାରଗତାକୁ ଗ୍ରାମବାସୀଙ୍କ ରୋଚକ ପ୍ରତିବାଦ: ନିର୍ବାହୀ ଯନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଜିଲ୍ଲାପାଳଙ୍କୁ…

 ପୋଲ ଭାଙ୍ଗି ଲୋକଙ୍କୁ ୫ କିଲୋମିଟର ବୁଲାଇବାର 'ସୁବିଧା' ଦେଇଥିବାରୁ ହେବେ ସମ୍ମାନିତ! କେନ୍ଦ୍ରାପଡା:୩୦/୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ସରକାର ବଦଳିଲେ ମଧ୍ୟ କିଛି ସରକାରୀ ବାବୁ ଓ ବିଭାଗର ମନମାନି ଏବଂ ଅରାଜକତାରେ କୌଣସି ସୁଧାର ଆସୁନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍…

ନବରଙ୍ଗପୁର ସହରରେ ଅବକାରୀ ବିଭାଗ ଦ୍ଵାରା ମଦ ଜବତ ଓ ଦୁଇ ଆସାମୀ ଗିରଫ

ନବରଙ୍ଗପୁର:  ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ ଙ୍କ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ, ନବରଙ୍ଗପୁର ଥାନା ଅର୍ନ୍ତଗତ, ଘର ମୁଣ୍ଡା ପୋଖରୀ ନିକଟରେ, ଗାନ୍ଧୀ ନଗର ଠାରୁ ପୁରୁଣା…

ଥଣ୍ଡାପାନୀୟରେ ନିଶା ମିଶାଇ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୨୦ ବର୍ଷର ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜରେ ଦିନକୁ ଦିନ କୋମଳମତି ଶିଶୁଙ୍କ ଉପରେ ନାନା ପ୍ରକାର ପାଶବିକ ଅତ୍ୟାଚାର ଦେଖିବାକୁ ମିଳୁଛି କିନ୍ତୁ ସେ ମଧ୍ୟରେ ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ହର ପ୍ରସାଦ ପଟ୍ଟନାୟକ…

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ (ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬) କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର, ଜୁନ୍ ୩୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଗଣିତ ବିଭାଗ ପକ୍ଷରୁ ମଙ୍ଗଳବାର “ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ” (ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬) ସମ୍ପର୍କିତ ଏକ ୫ ଦିବସୀୟ କର୍ମଶାଳା…

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଶତାୟୁ ଛାତ୍ରାବାସର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଇଂ ରୂପେଶ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଶତାୟୁ ଛାତ୍ରାବାସର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ। ଦେଶ ସ୍ବାଧୀନ ହେବାର ୩୫ ବର୍ଷ ପୂର୍ବେ ୧୯୧୨ରେ ପାରଳା ମହାରାଜା ନିର୍ମାଣ କରିଥିଲେ ଛାତ୍ରାବାସ , କଲେଜ ସ୍ଥାପନ…

କଳାହାଣ୍ଡି ଦିଶା କମିଟି ବୈଠକ: ବିକାଶ ଯୋଜନାର ଅଗ୍ରଗତିର ସମୀକ୍ଷା, ଅଧିକାରୀଙ୍କୁ କଡ଼ା ବାର୍ତ୍ତା ଦେଲେ ସାଂସଦ…

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା ସମିତି ("ଦିଶା")ର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ…