Sign in
Sign in
Recover your password.
A password will be e-mailed to you.
ଜାମଗାଁରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଶ୍ରୀଜିଉଙ୍କ ଦେବସ୍ନାନ ଉତ୍ସବ
ଝାରସୁଗୁଡ଼ା: ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତିନି ଠାକୁର ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦେବସ୍ନାନ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇ ଯାଇଛି। ପ୍ରାତଃ…
ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ
ଝାରସୁଗୁଡ଼ା:,ସ୍ଥାନୀୟ ସରବାହାଲସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥି ଅବସରରେ ଆଜି ସୋମବାର ସକାଳ ୯ ଘଟିକା ସମୟରେ…
ଉପାନ୍ତ ଶ୍ରୀକ୍ଷେତ୍ର ପାରଳାରେ ଦେବସ୍ନାନ ଯାତ୍ରା : ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ କାର୍ଯ୍ୟକ୍ରମ ଉତ୍ସାହ ଓ…
୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ: ରାଷ୍ଟ୍ର ଗଠନ ପାଇଁ ତଥ୍ୟ ଆଧାରିତ ନିର୍ଣ୍ଣୟର ଆବଶ୍ୟକତା : ଉନ୍ନତ ପରିସଂଖ୍ୟାନ ହିଁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଭାରତରେ ଆଧୁନିକ ପରିସଂଖ୍ୟାନ ପ୍ରଣାଳୀ ଏବଂ ଅର୍ଥନୈତିକ ଯୋଜନାର ଅଗ୍ରଦୂତ ପ୍ରଫେସର ପି. ସି.…
ମୌସୁମୀ ଋତୁର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପ୍ରସ୍ତୁତ
ଛଅଟି ସର୍କଲରେ ମୁତୟନ ଅଛନ୍ତି ୫,୯୨୫ ଜଣିଆ ଉତ୍ସର୍ଗୀକୃତ ଦଳ
ରଣନୀତିକ ସ୍ତରରେ ମହଜୁଦ ରହିଛି ଜରୁରୀକାଳୀନ ସାମଗ୍ରୀ ଏବଂ ଉପକରଣ\
ତ୍ୱରିତ ପଦକ୍ଷେପ ପାଇଁ ଛଅଟି ମୋବାଇଲ୍ ସବଷ୍ଟେସନ୍ ଏବଂ ଦୁଇଟି ଟାୱାର ୱାଗନ୍ ରଖାଯାଇଛି
୧୧ କେଭି ଏବଂ ୩୩ କେଭି ଲାଇନର ଡ୍ରୋନ…
ସ୍ନାନ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ସ୍ନାନ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ସ୍ନାନ ଜୀବ ଜଗତ ସୁସ୍ଥ ରହିବା ପାଇଁ ଅତ୍ୟନ୍ତ…
ପ୍ରବାସୀ ଭାରତୀୟ କଂଗ୍ରେସ ଓଡ଼ିଆ ସେଲର ପ୍ରଥମ କୋରଗ୍ରୁପ ବୈଠକ
ଓଡିଶାକୁ ଦୁର୍ଦିନରୁ ବଞ୍ଚାଇବାକୁ ବୈଠକରେ ପିସିସି ସଭାପତିଙ୍କ ଆହ୍ୱାନ
ଭୁବନେଶ୍ୱର; ତା 27.6 ରିଖ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ, ଓଡ଼ିଶା ପ୍ରଦେଶ କଂଗ୍ରେସର ଭାରତୀୟ ପ୍ରବାସୀ କଂଗ୍ରେସ/ଓସିଆଇ/ଏନଆରଆଇ/ଏନଆରଓ ସେଲ୍ ଭୁବନେଶ୍ୱରରେ ପ୍ରଥମ ବୈଠକ ଆୟୋଜନ କରିଥିଲା l ଯାହା…
ନାବାଳିକା ମା’ ହେଲେ, ନାବାଳକ ଗଲେ ସୁଧାର ଗୃହ:କିଶୋର-କିଶୋରୀଙ୍କ ଅପରିପକ୍ୱ ସମ୍ପର୍କର ଗୁରୁତର ପରିଣାମ;
ଅଭିଭାବକ, ବିଦ୍ୟାଳୟ ଓ ସମାଜର ମିଳିତ ସଚେତନତା ହିଁ ସମାଧାନ।
ଓଡ଼ଗାଁ, ୨୮।୬ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକା ମା' ହୋଇଥିବା ଏବଂ ଶିଶୁର ନାବାଳକ ପିତାଙ୍କୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡଙ୍କ ନିର୍ଦ୍ଦେଶରେ ସୁଧାର ଗୃହକୁ…
ଜଙ୍ଗଲି ପଥର ପରିବହନ ବେଳେ ୨ ଟ୍ରାକ୍ଟର ଜବତ, ୨ ଅଭିଯୁକ୍ତ ଗିରଫ
ଓଡ଼ଗାଁ, ୨୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାଣ୍ଠପୁର–ଧବଳେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ବେଆଇନ ଭାବେ ବ୍ୟବସାୟ ଉଦ୍ଦେଶ୍ୟରେ ଜଙ୍ଗଲି ପଥର ପରିବହନ କରାଯାଉଥିବା ବେଳେ ବନ ବିଭାଗ ୨ଟି ଢିମାବୋଝେଇ ଟ୍ରାକ୍ଟର ଜବତ କରିବା ସହ ୨ ଜଣଙ୍କୁ…
ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଗ ଗଜପତି ଜିଲ୍ଲା ଶାଖାର ଜରୁରୀ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଗ ଗଜପତି ଜିଲ୍ଲା ଶାଖାର ଆନୁକୁଲ୍ୟ ରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନର ଏକ ଜରୁରୀ ବୈଠକ…