Sign in
Sign in
Recover your password.
A password will be e-mailed to you.
ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ସ୍ମୃତିରେ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା
ଝାରସୁଗୁଡ଼ା: ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି, ଝାରସୁଗୁଡ଼ା ପକ୍ଷରୁ ବିଶିଷ୍ଟ ସମାଜସେବୀ, ସମାଜ ସଂଗଠକ ତଥା ସମସ୍ତଙ୍କର ପ୍ରିୟ ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ସ୍ମୃତିରେ ଝାରସୁଗୁଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଏକ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା…
୩୬ ବର୍ଷର ଅଧ୍ୟାପନା ଜୀବନ ପରେ ପ୍ରଫେସର ତପନ କୁମାର ବାରିକଙ୍କ ଅବସର
ଝାରସୁଗୁଡ଼ା: ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ାର ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ତପନ କୁମାର ବାରିକ ଦୀର୍ଘ ୩୬ ବର୍ଷର ଗୌରବମୟ ଅଧ୍ୟାପନା ଜୀବନ ସମାପ୍ତ କରି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ତାଙ୍କର ଶିକ୍ଷା,…
୩୭ ବର୍ଷର ସଫଳ ସେବା ପରେ ଖେଳ ଶିକ୍ଷକ ବସନ୍ତ କୁମାର ବେହେରାଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ଝାରସୁଗୁଡ଼ା: ସରକାରୀ ଉଚ୍ଚବିଦ୍ୟାଳୟ, ସୋଡାମାଳରେ ବିଦ୍ୟାଳୟର ବରିଷ୍ଠ ଖେଳ ଶିକ୍ଷକ ବସନ୍ତ କୁମାର ବେହେରାଙ୍କ ଅବସର ଉପଲକ୍ଷେ ଏକ ଭାବବିହ୍ୱଳ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ସରାଫଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଶିକ୍ଷକ,…
MV-79 ପୋଲିସ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ l
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ପୋଲିସ ଥାନା ପରିସରରେ ଆଜି ଆମ ପୋଲିସ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଥାନା ଅଧିକାରିଣୀ (IIC) ପୁର୍ଣ୍ଣିମା ଟେଟେ, ଏସ୍.ଆଇ. ଶ୍ରୀ ଚନ୍ଦନ ବେହେରା,…
ତାରାତାରିଣୀ ପୀଠ ନିକଟ ହୋଟେଲ ରୁ ଯୁବକ ର ଶବ ଉଦ୍ଧାର
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରାତାରିଣୀ ମନ୍ଦିର ନିକଟରେ ଥିବା ଲକ୍ଷ୍ମୀପ୍ରିୟା ହୋଟେଲ ରୁ ମନୋଜ ସ୍ବାଇଁ ନାମକ ଜଣେ ଯୁବକ ର ଶବ ଉଦ୍ଧାର ହୋଇଛି। ଯାହାକି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ର ଘର ପୁରୀ ଓ ସେ ମନ୍ଦିର ର ରୋପୱ…
ଗଜପତି ଜିଲ୍ଲାର ପ୍ରଧାନଶିକ୍ଷକମାନଙ୍କ ପାଇଁ ଏଆଇ ଉପକରଣ ଓ ଆଇସିଟି ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ମୟାଧର ସାହୁଙ୍କ ଆନୁକୂଲ୍ୟରେ କଇଁପୁର ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟରେ ଆଜି (ମଙ୍ଗଳ ବାର) ଜିଲ୍ଲାର ସମସ୍ତ ପ୍ରଧାନଶିକ୍ଷକମାନଙ୍କ ପାଇଁ ଏକ ଦିବସୀୟ ‘ଶ୍ରେଣୀକକ୍ଷ ଶିକ୍ଷାଦାନ-ଶିକ୍ଷାଗ୍ରହଣ…
ମହାନଦୀ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତରେ ବ୍ୟୟ ହୋଇଥିବା ୨.୪୧ କୋଟି ଟଙ୍କାର ସ୍ୱତନ୍ତ୍ର ଅଡିଟ୍ ଦାବି କଲା ମହାନଦୀ…
ଭୁବନେଶ୍ୱର, ୧ ଜୁଲାଇ ୨୦୨୬: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG)ଙ୍କ ନିକଟରେ ଏକ ବିସ୍ତୃତ ଜନସ୍ୱାର୍ଥ ସମ୍ବଳିତ ଦାବିପତ୍ର ଦାଖଲ କରାଯାଇଛି। ଏହି ଦାବି ପତ୍ରରେ ୨୬ ଫେବୃଆରୀରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ମହାନଦୀ ଜଳ ବିବାଦ…
ଆନ୍ଧ୍ରପ୍ରଦେଶର କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ
ଜନଜାତି ସମୁଦାୟର ବିକାଶ ଓ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରିବା- ଧର୍ମେନ୍ଦ୍ର ପ୍ରଧାନ
• ମାନ୍ୟବର ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଲେ• ଡିଗ୍ରୀ ହାସଲ କରିଥିବା ପ୍ରଥମ ବ୍ୟାଚ୍ର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ• ଜାତୀୟ ଶିକ୍ଷା ନୀତି ଜନଜାତି ଜ୍ଞାନ ପରମ୍ପରାକୁ…
କଲାରାବାଙ୍କ କିମ୍ସ ଗ୍ରାମାଞ୍ଚଳ ହସ୍ପିଟାଲରେ ସଫଳ ସ୍ତନ କର୍କଟ ଅସ୍ତ୍ରୋପଚାର
ଭୁବନେଶ୍ୱର, ୩୦ ।୬: ଓଡ଼ିଶାର ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ନିକଟରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ କିମ୍ସର ପ୍ରତିବଦ୍ଧତା ପ୍ରମାଣିତ ହୋଇଛି । କଟକ ଜିଲ୍ଲାର କଲାରାବାଙ୍କସ୍ଥିତ କିମସ ଗ୍ରାମାଞ୍ଚଳ ହସ୍ପିଟାଲର ଡାକ୍ତରମାନେ ଜଣେ ମହିଳାଙ୍କଠାରେ ସଫଳତାର ସହ ସ୍ତନ କର୍କଟ…
ଓଡ଼ଗାଁ ଆଦର୍ଶ ଥାନାରେ ଆମ ପୋଲିସ ସମିତି ବୈଠକ
ସାଇବର ଠକେଇ ଓ ଧଳା ଜହର ବିରୋଧରେ ସଚେତନତା,
ଓଡ଼ଗାଁ, ୩୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଆଦର୍ଶ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ମଙ୍ଗଳବାର ସାଇବର ଠକେଇ ଏବଂ ଧଳା ଜହର (ବ୍ରାଉନ ସୁଗାର) ସେବନ ସମ୍ପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…