ଗୁଣପୁର ଉପଖଣ୍ଡର ପ୍ରଥମ ମହିଳା ଆଇଏଏସ ଉପ ଜିଲ୍ଲାପାଳ କିରଣଦୀପଙ୍କ ଦାୟିତ୍ୱ ଗ୍ରହଣ, ପ୍ରେସ ୟୁନିୟନ ଗୁଣପୁର ପକ୍ଷରୁ…

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡର ପ୍ରଥମ ମହିଳା ଆଇଏସ ଅଧିକାରୀ କୀରଣଦୀପ କୌର ସାହୋତା ଆଜି ଉପ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବିଦାୟୀ ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟରେ…

ନବୀନ ସରକାରଙ୍କ ବିଭିନ୍ନ ଵିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା…

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ ଦାଉଦପୁର ପଞ୍ଚାୟତରେ ଉଦଘାଟିତ ହୋଇଛି l ସରପଞ୍ଚ ଲଳିତେନ୍ଦୁ ବିଶୋଇଙ୍କ…

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ରୂପାନ୍ତରଣ କାର୍ଯ୍ୟକ୍ରମ

ରାଉରକେଲା, (ବସନ୍ତ କୁମାର ଜେନା): ହମିରପୁର ପମ୍ପହାଉସ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ରୂପାନ୍ତରଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର…

କଳାହାଣ୍ଡି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୭୩ ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା(ରୋହିତ କୁମାର ନାଏକ ): ତା ୨୯.୧.୨୦୨୪: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାର ୭୩ ଟି ରୂପାନ୍ତରିତ ହାଇସ୍କୁଲକୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଆଜି ସନ୍ଧ୍ୟା ୫.୦୦ ଘ ସମୟରେ ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଡୁମେର…

ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା ଓଡ଼ିଆ ଭାଷା ସାହିତ୍ୟ ଓ ଶ୍ରୀ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମନ୍ବିତ ନୂଆ-ଓ ଯୁବ ଓଡିଶା ନଵୀନ ଓଡିଶା ତଥା ଓଡିଆ ଭାଷା ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି କାର୍ଯ୍ୟକ୍ରମର ଉଦ୍‌ଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ପବିତ୍ର ସାଧାରଣତନ୍ତ୍ର ଦିବସରେ ଦିନ…

ନିଖିଳ ଓଡ଼ିଶା ବାଣାୟତ ଓଡ଼ିଆ ସମାଜର ବନ୍ଧୁମିଳନ ଓ ବାର୍ଷିକୋତ୍ସବ

ରାଉରକେଲା, (ବସନ୍ତ କୁମାର ଜେନା):ନିଖିଳ ଓଡ଼ିଶା ବାଣାୟତ ଓଡ଼ିଆ ସମାଜ ରାଉରକେଲା ତାଲୁକା ର ବନ୍ଧୁମିଳନ ଓ ବାର୍ଷିକୋତ୍ସବ ୨୦୨୪ ସେକ୍ଟର ୩ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ସମାଜ ର ସଭାପତି ଅଭିରାମ ପ୍ରଧାନଙ୍କ ସଭାପତିତ୍ବ ଓ ସଂଯୋଜନା…

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ଗୁଣାତ୍ମକ ଶିକ୍ଷା ସହ ପରିବେଶ ସୁରକ୍ଷା ଓ…

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି / ବିଶ୍ୱବିଦ୍ୟାଳୟରର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଆନୁଷ୍ଠାନିକ ଭାବେ ସମାବର୍ତ୍ତନ ଉତ୍ସବର ପ୍ରାରମ୍ଭ ଘୋଷଣା କରିଥିଲେ / କୁଳପତି ଡ଼ ଏ ଭି ଏନ ଏଲ…

ସଂକଟରେ ଗୋସମ୍ପଦ ; ଫେବ୍ରୁୟାରୀ ୭ରେ ଧର୍ମଘଟ

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା} : ଚାରଣ ଭୂମି , ଗୁହାଳ ବାସ -ଚାଷର ଘୋର ଅଭାବ ଓ ୨୦ ଗୋଟି ଅଭିଯୋଗ ର ନଶୁଣିବା ପ୍ରତିବାଦରେ ଘୁମୁସରୀ ଗୋପାଳ ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ ଆଜି ୨୯ ତାରିଖ ସୋମବାର ୨୦୨୪ ମଧ୍ୟାହ୍ନ ୧୨ ଘଣ୍ଟିକା ସମୟରେ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଆୟୋଜନ…

୫T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ର ଚତୁର୍ଥ ପର୍ଯ୍ୟାୟରେ ସୁନ୍ଦରଗଡ଼ ର ୮୨ ଟି ରୂପାନ୍ତରିତ ସ୍କୁଲ୍ ଲୋକାର୍ପିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ୫T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଚତୁର୍ଥ ପର୍ଯ୍ୟାୟରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ୮୨ ଗୋଟି ସ୍କୁଲ୍ ଲୋକାର୍ପିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭାସି ମାଧ୍ୟମରେ ଭଦ୍ରକ ଜିଲ୍ଲା ର ୬୦ ଗୋଟି, କଳାହାଣ୍ଡି ର…

ବିଶ୍ରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି

ରାଉରକେଲା,(ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ପାନପୋଷ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ। ଏହି ଜନଶୁଣାଣିରେ…