ସେବା ସମବାୟ ସମିତିରେ ମହା ଘୋଟାଲା, ସଭାପତି /ସମ୍ପାଦକଙ୍କ ବିରୁଦ୍ଧରେ ଧାରଣା

କେନ୍ଦ୍ରାପଡ଼ା,୧୭/୦୨(ଶାସକ ପ୍ରଶାସକ): ଦୈନିକ ଖଵର କାଗଜ ପୃଷ୍ଠା ଲେଉଟାଇଲେ ଦେଖିବାକୁ ମିଳୁଛି ରାଜ୍ୟରେ କୃଷି ସମଵାୟ ସମିତିରେ ଦୁର୍ନୀତିର ଚେର ଵହୁ ଗଭିରକୁ ଯାଇଛି। ଏଥିରେ ରାଜନେତା ଓ ଅଧିକାରୀଙ୍କ ଅନୁକମ୍ପାରୁ ସମଵାୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାପ୍ ପାଇଯାଉଥିବା ଵେଳେ ବୋର୍ଡର…

ଲେଖିକା ସୁଜାତା ପ୍ରହରାଜଙ୍କ ଦୁଇଟି ନିବନ୍ଧ ସଙ୍କଳନ ଉନ୍ମୋଚିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଲେଖିକା ସୁଜାତା ପ୍ରହରାଜଙ୍କର 'ସ୍ବପ୍ନର ସୌଦାଗରମାନେ ଓ ଅନ୍ଯାନ୍ଯ ପ୍ରସଙ୍ଗ' ଏବଂ 'ଉଡ଼ିବେନି ଗେଣ୍ଡାଳିଆ ଝାଡ଼ିବେନି ପର' ନାମରେ ଦୁଇଟି ନିବନ୍ଧ ସଂକଳନ ପାଠକାର୍ପିତ ହୋଇଛି। ସମାଜ,ପ୍ରମେୟ,ଧରିତ୍ରୀ ଇତ୍ୟାଦି ଦୈନିକ…

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ,କୃଷକ ବିରୋଧି ଏବଂ ଜାତୀୟତା ବିରୋଧୀ ଧ୍ବଂସ କାରୀ ନୀତି ଗୁଡିକ ବିରୋଧରେ…

ଖଲ୍ଲିକୋଟ(ଶିବରାମ ଜେନା): ସ୍ଥାନୀୟ ଖଲ୍ଲିକୋଟ ଠାରେ ସଂଯୁକ୍ତ କିଷାନମୋର୍ଚା, କେନ୍ଦ୍ରୀୟ ଟ୍ରେଡୟୁନିୟନ ମାନଙ୍କ ର ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରସନ୍ ସମୂହ, ଓଡ଼ିଶା ତରଫରୁ ଵନ୍ଦ ଡାକରା ଅନୁଷ୍ଠିତ ହୋଇଯାଇଛି । ଖଲ୍ଲିକୋଟ ବ୍ଳକ୍ ଠାରୁ ଆରମ୍ଭ ହୋଇ ଵିରାଟ ଶୋଭା ଯାତ୍ରା ରେ ବିଭିନ୍ନ…

ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶ, ୧୦ ହଜାର ନିଯୁକ୍ତି ସୁଯୋଗ ଦକ୍ଷିଣ ଓ ପଶ୍ଚିମ ଓଡିଶାର କପା ଚାଷୀମାନେ ହେବେ ଉପକୃତ ମହିଳାମାନଙ୍କ ଦକ୍ଷତା ବିକାଶ, ନିଯୁକ୍ତି ପାଇଁ ବିପୁଳ ସୁଯୋଗ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଓଡିଶା ସାରା ପୃଥିବୀରେ ସୁନାମ କରିବ…

ସେଭିକ ସୁଇଚ ଓ କେଵଲ କମ୍ପାନୀ ତରଫରୁ ଡିଲର ମିଟ ଓ ଶ୍ରୀ ରାମ ଲାଲା ଦର୍ଶନ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସେଭିକ କମ୍ପାନୀ ତରଫରୁ ଓଡିଶାରୁ ଯାଇଥିଲେ ୫୧ ଜଣ ଡିଲର ।ଅଯୋଧ୍ୟାରେ ହୋଟେଲ ଅଭେଦ ସୋନ ସାଇନ ହୋଟେଲରେ ଅନୁଷ୍ଠିତ ହୋଇଥିଲା ଡିଲର ମିଟ । ଏହି କାର୍ଯ୍ୟକ୍ରମ ସେଭିକ କମ୍ପାନୀ ଦ୍ବାରା ସ୍ୱୀକୃତି ପ୍ରାପ୍ତ ସୋନୁ ଏଣ୍ଟରପ୍ରାଇଯେସ ଦ୍ୱରା ଅୟୋଜିତ…

ଜୟପୁର ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କଲା ଟିପିଏସ୍ଓଡିଏଲ୍

 ବ୍ୟାବହାରିକ ଜ୍ଞାନକୌଶଳ ଶିଖିବେ ଛାତ୍ରଛାତ୍ରୀ ବ୍ରହ୍ମପୁର, ଫେବୃଆରୀ: ଦକ୍ଷତା ବିକାଶ ଓ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ଜୟପୁର ସ୍ଥିତ ଗୋପବନ୍ଧୁ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହ ବୁଝାମଣା…

ଉନ୍ନୟନ କମିସନର ଓ ଶିଳ୍ପ ସଚିବଙ୍କ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ପରିଦର୍ଶନ

ଭୁବନେଶ୍ୱର / ଗୋପାଳପୁର, ୧୬ ଫେବ୍ରୁଆରି ୨୦୨୪: ଓଡ଼ିଶା ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌)ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି) ପରିଦର୍ଶନ କରି ଏଠାରେ ଥିବା ଶିଳ୍ପ ୟୁନିଟ୍‌ଗୁଡ଼ିକର ସାମ୍ପ୍ରତିକ…

ସେସାର ରେୟେସ ଓ ଗୋବିନ୍ଦ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର, ୧୬ା୨: କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଗୁଏତମାଲାର ପୂର୍ବତନ ଉପରାଷ୍ଟ୍ରପତି ସେସାର ଗୁଲେରମୋ କାସିଲେ ରେୟେସ ଓ ଶ୍ରୀ ରାମକ୍ରିଷ୍ଣ ଏକ୍‍ସପର୍ଟ ପ୍ରାଇଭେଟ୍‍ ଲିମିଟେଡ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଗୋବିନ୍ଦ ଭାଇ ଲାଲ୍‍ଜୀ ଭାଇ ଢୋଲକିଆଙ୍କୁ କିସ୍‍…

ପାଟକୁରାର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନରେ ଯୁବ ସମାଜ ସେବୀ ପ୍ରକାଶ ନାୟକ

ପାଟକୁରା, ୧୫/୦୨(ଶାସକ ପ୍ରଶାସକ): ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଏହାର ଉଷ୍ମତା ଧୀରେ ଧୀରେ ବଢ଼ିବାରେ ଲାଗିଛି।ବିଜେଡି ଟିକେଟ ହାତେଇବା ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀରେ ଅଗ୍ରୱାଲା ପରିବାର,ଉଠା ଜଳସେଚନ ବିଭାଗର ଅଧ୍ୟକ୍ଷ ଅମରେଶ ପତ୍ରୀ, ଅଜୟ ରାଉତ,ରବି ସାମଲଙ୍କ ସମେତ…

କେନ୍ଦ୍ରାପଡ଼ାରେ ଗଡିଲା ଲକ୍ଷ୍ମୀ ବସ

କେନ୍ଦ୍ରାପଡ଼ା ସତ୍ୟରଞ୍ଜନ ପଣ୍ଡା (ଶାସକ ପ୍ରଶାସକ): ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରାମାଞ୍ଚଳ ଲୋକମାନଙ୍କ ଗମନା ଗମନର ସୁବିଧା ପାଇଁ ଲକ୍ଷ୍ମୀ ବସ ଗଡି ଥିବା ବେଳେ ଆଜି କେନ୍ଦ୍ରାପଡ଼ାରେ ଗଡିଲା ଲକ୍ଷ୍ମୀ ବସ ।ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବସ ସଂଯୋଗ ସୁନିଶ୍ଚିତ କରିବା ସହ ସୁଲଭ ଓ ନିର୍ଭର…