ଗାଇସିଲାଟ ପଞ୍ଚାୟତ ସମିତି ବୈଠକ

 ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତିର  ସାଧାରଣ ଅଧିବେଶନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ସମିତି ଅଧୀନସ୍ଥ ୧୯ ଟି ପଞ୍ଚାୟତର ସମିତିସଭ୍ୟ ଓ ସରପଞ୍ଚଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ…

ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ଧର୍ମଘଟ ଓ ହରତାଳ ଡାକରା

"ରାଉରକେଲା ଜନ ଜୀବନ ପ୍ରଭାବିତ,ଶ୍ରମିକ, କୃଷକ ଓ ଜନବିରୋଧୀ ମୋଦି ସରକାର ପାଇଁ ସତର୍କ ଘଣ୍ଟି" ରାଉରକେଲା, (ବସନ୍ତ କୁମାର ଜେନା):କେନ୍ଦ୍ର ମୋଦି ସରକାର ଙ୍କ କୁଶାସନ, ଶ୍ରମିକ କୃଷକ ଓ ଜନବିରୋଧୀ ନୀତି ବିରୋଧରେ ଆଜି ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ସ୍ଵାଧୀନ କର୍ମଚାରୀ ଫେଡେରେସନ୍ ଓ…

କାଳିନ୍ଦୀ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ l

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଞ୍ଚାୟତ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମିନି ଷ୍ଟାଡ଼ିୟମରେ କାଳିନ୍ଦୀ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ…

ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ରାୟଗଡ  : ରାୟଗଡ ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଆଜି ତା: ୧୬/୦୨/୨୪ ତାରିଖରେ ସ୍ଥାନୀୟ ଫରେଷ୍ଟ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଏଫଓ ଓହୋଲ ସଚିନ ଆନ୍ନାସାହେବ ଆଇଏଫଏସ, ସମ୍ମାନୀତ ଅତିଥି ରାୟଗଡ଼…

‘ରେଡ଼ିଓ ସମ୍ପର୍କ’ ପକ୍ଷରୁ ଫାଇଲେରିଆ ବିଲୋପ ସଚେତନତା ଅଭିଯାନ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା ପଞ୍ଚାୟତସ୍ତ ମୁରୁଦାବାଦ ଗ୍ରାମରେ ପ୍ରତିଷ୍ଠିତ ରେଡ଼ିଓ ସମ୍ପର୍କ ୮୯.୬ ସହଯୋଗରେ ଫେବୃୟାରୀ ୧ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୧୦ଟି ପଞ୍ଚାୟତ, ୧୫ଟି ମହିଳା ସୟଂ ସହାୟକ ଗୋଷ୍ଠୀ, ୧୧ଟି ବିଦ୍ୟାଳୟ ଓ…

ଗୁଣପୁର ଠାରେ ଉନବିଂଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ।

ଗୁଣପୁର : ୧୬/୨/୨୪ : ଆଜି କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଠାରେ ଉନବିଂଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଡଃ.ପ୍ରସନ୍ନ କୁମାର ମହାନ୍ତି ( ଡେପୁଟି ଡାଇରେକ୍ଟର ଅଫ୍ ଏକ୍ସଟେନସନ, ଓୟୁଏଟି, ଭୁବନେଶ୍ୱର) ଅଧ୍ୟକ୍ଷତା କରି କୃଷି ବିଜ୍ଞାନ କେନ୍ଦ୍ର…

ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ଛେଦା ଠାରୁ ବଉଳାକୁ ସଂଯୋଗୀକରଣ ସାନ ଗେଙ୍ଗୁଟି ନଦୀ ଉପରେ ନୂତନ ସେତୁ ଶିଳାନ୍ୟାସ…

 (ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶମୂଳକ ଶାସନରେ ଗମନାଗମନ କ୍ଷେତ୍ରରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ l ଏହି ଅବସରରେ ଏକ ଶିଳାନ୍ୟାସ ଉତ୍ସବ ମାହାଙ୍ଗା ବ୍ଳକ…

କଇଥା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସଚେତନ ଶିବିର l

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଳକ କଇଥା ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶୈଳବାଳା ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ଵିକାଶ…

ଓଡିଶା ସଚିବାଳୟ ସେବା ବର୍ଗର କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ବର:  ଓଡିଶା ସଚିବାଳୟ ସେବା ସଂଘ ଆହ୍ବାନ କରିଥିବା ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କ୍ରମାଗତ ତୃତୀୟ ଦିନରେ ପହଞ୍ଚିଥିବା ସମୟରେ, ସଚିବାଳୟର ଦୈନନ୍ଦିନ କାର୍ଯ୍ୟବାଧାପ୍ରାପ୍ତ ହେବାଦ୍ୱାରା ରାଜ୍ୟର ସର୍ବୋଚ୍ଚ ଅନୁଷ୍ଠାନ ସମ୍ପୂର୍ଣ୍ଣ ପକ୍ଷାଘାତ ହୋଇପଡିଛି । ବହୁ ସଂଖ୍ୟାରେ…

ଗୁଣପୁର ଉପଜିଲ୍ଲାପାଳଙ୍କ ଦକ୍ଷିଣ ଓଡ଼ିଶାର ତ୍ରିବେଣୀ ସଙ୍ଗମ ତଥା ଶୈବ ପୀଠ ଶ୍ରୀ ମିନାଝୋଲା ପରିଦର୍ଶନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ତଥା ଦକ୍ଷିଣ ଓଡ଼ିଶାର ତ୍ରିବେଣୀ ସଙ୍ଗମ ଭାବେ ସୁପରିଚିତ ଶ୍ରୀ ମିନାଝୋଲା ପରିଦର୍ଶନ କଲେ ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ସାହୋଟା। ଶୁକ୍ରବାର ଅପରାହ୍ନରେ ଏହି ପୀଠ ଦର୍ଶନ କରିବା ସହ ଆସନ୍ତା…