ପଲସ୍ ପୋଲିଓ ଟିକାକରଣ ପାଇଁ ଜିଲ୍ଲାସ୍ତରୀୟ ଟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୧୬/୦୨(ଶାସକ ପ୍ରଶାସକ): ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ପଲସ୍ ପୋଲିଓ ଟିକାକରଣ ପାଇଁ ଏକ ଜିଲ୍ଲାସ୍ତରୀୟ ଟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ…

ନବରଙ୍ଗପୁର ଜିଲ୍ଲା O.U.W.J ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଇଁ ପାପଡାହାଣ୍ଡି ଠାରେ ପ୍ରସ୍ତୁତି ବୈଠକ…

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ରେ କାର୍ଯ୍ୟରତ O.U.W.J ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଇଁ ପାପଡାହାଣ୍ଡି ବ୍ଲକ ସଦର ମହକୁମା ସ୍ଥିତ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ର ସଭାପତି ଶ୍ରୀ…

ବୁଧାପାଲି ରେ ବିଧାୟିକା ଙ୍କ ମାରାଥନ ଶିଳାନ୍ୟାସ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଧାପାଲି ରେ ଅନେକ ଗୁଡିଏ ପ୍ରକଳ୍ପର ଶିଳାନ୍ୟାସ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଶିବ ମନ୍ଦିର ର ଭୋଗମଣ୍ଡପ, ସ୍କୁଲରେ ନୂତନ ଶ୍ରେଣୀ ଗୃହ, କମ୍ୟୁନିଟି ସେଣ୍ଟର ଏବଂ…

ଜେଜେ ବାପାର ଶୁଦ୍ଧିକ୍ରିୟା ଦିନ ନାତୁଣି ପୋଖରୀରେ ବୁଡ଼ି ମୃତ୍ୟୁ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଜିଲିବା ଗ୍ରାମରେ ଜେଜେ ବାପାର ଶୁଦ୍ଧିକ୍ରିୟା ଦିନ ଛଅ ବର୍ଷର ନାତୁଣି ନିଖୋଜ ହୋଇଯିବା ଏବଂ ଆଜି ତାର ଶବ ଗାଆଁ ପୋଖରୀରୁ ମିଳିବା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ସୂଚନା ପ୍ରକାରେ ଗୁରୁବାର ଦିନ ଜିଲିବା ଗ୍ରାମର ଶଙ୍କର ନାରାୟଣ…

ସଡ଼କ ଦୁର୍ଘଟଣାରେ ମହିଳାଙ୍କ ମୃତ l

ବାଣପୁର (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଆୟତ୍ତପୁର ଗ୍ରାମରେ l ଉକ୍ତ ଗ୍ରାମ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର l ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ l ମୃତ ମହିଳା ଜଣକ ବେଲେଡିହ ଗ୍ରାମର ଦମୟନ୍ତୀ ପ୍ରଧାନ(38) ବୋଲି ଜଣାପଡିଛି l ସ୍ଥାନୀୟ…

ପାରଳା ପୌରାଞ୍ଚଳରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳର ୨ ନମ୍ବର ୱାର୍ଡ ରେ ଶୁକ୍ରବାର ଦିନ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ତଥା ବି ଏସ୍ କେ ୱାଇ କାର୍ଡ , ବିଜୁ…

ଭଞ୍ଜନଗର ମୁଖ୍ୟ ଡାକଘର ସରସ୍ୱତୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ର ଶେଷ ଦିନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ମୁଖ୍ୟ ଡାକଘର ( ହେଡ୍ ପୋଷ୍ଟ ଅଫିସ୍ )ରେ ଶ୍ରୀ ପଞ୍ଚମୀ ବା ମାଁ ସରସ୍ଵତୀ ଙ୍କ ପୁଜା ଉତ୍ସବ ସହିତ ତ୍ରୟ ଦିବସୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଭଞ୍ଜନଗର ସହରର…

ଆଠଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆଠଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସଫଳତାର ସହ ଉଦଯାପିତ ହୋଇଯାଇଛି। ମହିଳା…

ସୀମାନ୍ତ ଜାମଶୋଳା ପାଲଟିଛି ଚୋରା ବାଲି ଚାଲାଣ ର ଗନ୍ତାଘର . ଚରା ବାଲି ଚାଲାଣ ହେଉଛି ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ।।।

ସାରସକଣା,(ଶାସକ ପ୍ରଶାସକ) :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ତିନି ରାଜ୍ୟ ସୀମାନ୍ତ ଜାମଶୋଳା ପାଲଟିଛି ବାଲି ମାଫିଆ ମାନଙ୍କ ପେଣ୍ଠ ସ୍ଥଳୀ । ନୂତନ ଭାବରେ ମୃତ୍ୟୁଞ୍ଜୟ ପ୍ରଧାନ ଝାରପୋଖରିଆ ଥାନା ରେ ଦାଇତ୍ୱ ନେବା ପର ଠାରୁ ବାଲି ମାଫିଆ ମାନଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳିଛି ।…

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ କୃଷକ ବିରୋଧି ନୀତି ବିରୋଧରେ ଦେଶ ବ୍ୟାପୀ ହଡତାଲ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ ଶ୍ରମିକ ସଂଗଠନ ଡାକରା ରେ ଗୁଣପୁର ପାରଳାଖେମୁଣ୍ଡି ଯିବା ଛକ ଠାରେ ସକାଳ ୬ ଟା ସମୟରେ ଟାୟାର ଜାଳି ବନ୍ଦ ପାଳନ କରାଯାଇଛି । ଫଳରେ ବସ , ଟ୍ରକ୍, ଦେକାନ, ବଜାର , ଅଟୋ, ବ୍ଯାଙ୍କ ସହ ସବୁ ଅନୁଷ୍ଠାନ ବନ୍ଦ…