ଧନୁଯାତ୍ରା ନିମନ୍ତେ ବୈଠକ ଅନୁଷ୍ଠିତ.

ନବରଙ୍ଗ ପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗ ପୁର ଜିଲ୍ଲା ପାପଡ଼ା ହାଣ୍ଡି ବ୍ଲକ୍ ନୂଆଁ କଟ୍ ପଂଚାୟତ ନୂଆ କଟ୍ ଗାଁ ଠାରେ ଧନୁଯାତ୍ରା ନିମନ୍ତେ  ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଚଳିତ ୨୪ ୦୨. ୨୦୨୪ ରିଖ ରୁ ଆରମ୍ବ ହୋଇ ଆସନ୍ତା ୦୧.୦୩.୨୦୨୪ ପର୍ଜନ୍ତ ଚାଲିବଏହି…

ଧନସୁଲି ସରକାରୀ ଉଚ୍ଚ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

ପାପଡାହାଣ୍ଡି,୧୮/୦୨. 2024.ଅଶୋକ ସାହୁ, ଶାସକ ପ୍ରଶାସକ:  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଧନସୁଲି ସରକାରୀ ଉଚ୍ଚ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଊତ୍ସବ ପାଳନ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭାମା ଚୌଧୁରୀ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା,…

ପାଟଳଦା ଗ୍ରାମପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପାଟଳଦା ଗ୍ରାମପଞ୍ଚାୟତ ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଏକ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳାଙ୍କ ସମାବେଶରେ ଏହି କାର୍ଯ୍ୟକ୍ରମ କୁ ପ୍ରଦିପ ପ୍ରଯୋଳନ୍ କରି ଉଦ୍ଘାଟନ…

ପଞ୍ଚାୟତ ସ୍ତରୀୟ ସଚେତନତା “ଆମ ଓଡ଼ିଶା ନବୀନ ଓଡ଼ିଶା “କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେରାବିଶ,୨୦/୦୨(ଶାସକ ପ୍ରଶାସକ): ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ଓ ମୁକୁନ୍ଦପୁର ପଞ୍ଚାୟତରେ ଆମ" ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମୀଣ ବିକାଶ ତଥା ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା କ୍ୟାବିନେଟ୍ ୪୦୦୦କୋଟି ଟଙ୍କା "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନା…

ଗୁଣପୁର ଠାରେ ବିଜେପି ଓ ବିଜେଡ଼ି ର ବାହାଘର

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ନିର୍ବାଚନ ମଣ୍ଡଳୀ , ଯେଉଁଠି କଂଗ୍ରେସ କମିଟି ପକ୍ଷରୁ ଗୁଣପୁର ସହର ସ୍ଥିତ ଟାଉନ ହଲ ଠାରେ ଆୟୋଜିତ ହୋଇଛି ବିଜେପି ସହ ବିଜେଡିର ବିବାହ ଉତ୍ସବ । ଉଭୟ ବିଜେଡି ଏବଂ ବିଜେପିକୁ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତି ଅନୁସାରେ ବିବାହ…

ଚିତ୍ତରଞ୍ଜନ ଦାସ ମହାକାଳପଡ଼ାର ବିଧାୟକ ପାର୍ଥୀ: କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ନିଷ୍ପତ୍ତି

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଜିଲ୍ଲା ଯାଦବ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଦବମାନଙ୍କ ସଂଖ୍ୟା ୩ଲକ୍ଷ ୩୧ହଜାର ଥିବାବେଳେ ଆଗାମୀ ୨୦୨୪…

ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ କବିତା ପାଠ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ କବିତା ପାଠ ପୌର ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଆମ ଗାଁ ସାହିତ୍ୟ ପରିଷଦର ଉପଦେଷ୍ଟା ମେଜର ଭରତ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

ବାଣପୁରରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ବାଣପୁର (ସେକ କୌସର ): ବାଣପୁର ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ମୃତଦେହ ରଖାଯାଇଥିବା ବେଳେ ମୃତ ବ୍ୟକ୍ତିର ପରିଚୟ ମିଳିପାରିନାହିଁ।ସୂଚନା ମୁତାବକ ନନ୍ଦପୁର ପଞ୍ଚାୟତ ଭେଷରୀ ଗ୍ରାମରେ ଜଣେ ବ୍ୟକ୍ତି ଉଲଗ୍ନ ହୋଇ ବୁଲିବା…

ଫିରିଙ୍ଗିମାଲ ଗ୍ରା.ପ.ର ନଟବରପୁର ଗ୍ରାମ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ

ଗାଇସିଲେଟ: ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରା.ପ.ର ନଟବରପୁର ଗ୍ରାମ ଠାରେ ତା.୧୫.୨.୨୪ରୁ ତା.୧୭.୨.୨୪ ପର୍ଯ୍ୟନ୍ତ ଷୋହଳ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଅଛି।ତା.୧୫.୨.୨୪ ଦିନ ଦିବା ୧୧ଘ.ସମୟରେ ଭକ୍ତିଭାବପୂର୍ଣ୍ଣ ପରିବେଶରେ ଗ୍ରାମର ଆବାଳବୃଦ୍ଧବନିତା, ସମସ୍ତ…

କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ପୁରସ୍କୃତ ହେଲେ ୨୨୦୧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତ ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )୧୮।୨: ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ତରଫରୁ ଅନେକ ସମୟରେ ଅଭିନବ ଯୋଜନା ସବୁ ପ୍ରଣୟନ…