Sign in
Sign in
Recover your password.
A password will be e-mailed to you.
ବିଶ୍ଵର କଲ୍ୟାଣ ଓ ସମୃଦ୍ଧି ପାଇଁ ଯୁବପିଢ଼ି ଆମ ସଭ୍ୟତାର ମୂଲ୍ୟବୋଧକୁ ଆଗକୁ ନେବେ – ଧର୍ମେନ୍ଦ୍ର ପ୍ରଧାନ
ଭିପ୍ସ, ଦିଲ୍ଲୀର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
• ଉଦ୍ୟୋଗ ଭବନରୁ ପିତମପୁରା ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ
• ସମାବର୍ତ୍ତନ ଛାତ୍ରଛାତ୍ରୀଙ୍କ ଜୀବନରେ ନୂଆ ଯାତ୍ରାର ଆରମ୍ଭ
• ଆମର ଛାତ୍ରଛାତ୍ରୀମାନେ ବଡ ସ୍ୱପ୍ନ ଦେଖିବା ସହ…
ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ସମୂହ କାର୍ଯ୍ୟ ଵନ୍ଦ ଆନ୍ଦୋଳନ।
ଖଲିକୋଟ (ଶାସକ ପ୍ରଶାସକ, ଶିବରାମ ଜେନା ): ଆଜି ସ୍ଥାନୀୟ ଖଲ୍ଲିକୋଟ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଗଣଧାରଣା ଦିଆଯାଇଥିବା ଜଣାପଡିଛି ।ଏ କ୍ଷେତ୍ରରେ ଖଲ୍ଲିକୋଟ ତହସିଲଦାର ଙ୍କୁ ନିଜର ଦାବି ପତ୍ର ପ୍ରଦାନ କରାଯାଇଥିଲା ବେଳେ |…
ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ସୋମବାର ୧୯ ଫେବୃଆରୀ ୨୦୨୪ରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି,ଓ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ, ଅତିରିକ୍ତ…
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରିକରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ବିଶ୍ଵ ସ୍ତରୀୟ ଗ୍ରନ୍ଥାଗାରରେ ପରିଣତ କରାଯିବ
ଏକା ସମୟରେ ୫୦୦ ଶହ ଛାତ୍ର ଛାତ୍ରୀ ପଢ଼ିବାର ବ୍ୟବସ୍ଥା କରାଯିବ
ଗ୍ରନ୍ଥାଗାରରେ ଥିବା ସମସ୍ତ ପୁସ୍ତକର ଡିଜିଟାଇଜେସନ କରାଯିବ, ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର ମଧ୍ୟ ଖୋଲିବ
ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର…
ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା,
ଅଶୋକ ସାହୁ, ଶାସକ ପ୍ରଶାସକ/ନନ୍ଦାହାଣ୍ଡି : .ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ l ନନ୍ଦାହାଣ୍ଡି ପଞ୍ଚାୟତ ଅଧ୍ୟକ୍ଷା…
ଗୁଣପୁର ଠାରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଥିବା ପୁରାତନ ତ୍ରିନାଥ ମନ୍ଦିର ର ନୂଆ ମନ୍ଦିର କାର୍ଯ୍ଯ ସରିବା ପରେ ଆଜିଠାରୁ ଆରମ୍ଭ ହୋଇଛି। ଆଜି ସକାଳୁ ବଂଶଧାରା ନଦୀରେ ଗଙ୍ଗା ଆବାହନ କରି କଳଶ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ…
ଭଞ୍ଜନଗର କବିସମ୍ରାଟ ମିଡ଼ିଆ କ୍ଲବ ଓ ବି.ଇ ନ୍ୟୁଜ୍ ଚାନେଲ ର ବନ୍ଧୁ ମିଳନ ଉତ୍ସବ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ଓ ବାଲେଶ୍ୱର ର ଅଗ୍ରଣୀ ଖବର ପ୍ରସାରଣ ସଂସ୍ଥା ବି.ଇ ନ୍ୟୁଜ୍ ର ମିଳିତ ଉଦ୍ୟମରେ ଗୋଟିଏ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ମଧ୍ୟାହ୍ନ ୧୨ ଘଣ୍ଟିକା ଠାରୁ ୩ ଟା ପର୍ଯ୍ୟନ୍ତ…
ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା
ରାୟଗଡା /ସରୋଜ ସାହୁ : ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମ ଅନ୍ତଗର୍ତ ଓଡିଶାର ୧୦ଟି ଆକାଂକ୍ଷା ଜ଼ିଲ୍ଲା ଓ ୨୦ଟି ଆକାଂକ୍ଷା ବ୍ଲକର ଚୟନିତ ସରପଞ୍ଚ ମାନଙ୍କୁନେଇ ତିନିଦିନର ପ୍ରଶିକ୍ଷଣ ପିରାମଲ ଫାଉଣ୍ଡେସନ୍ ପ୍ରତିନିଧିଙ୍କ ଦ୍ୱାରା ଓଡିଶା,ଛତିଶଗଡ଼,କେରଳ,ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶର…
ଶକ୍ତି ବାହିନୀ ପକ୍ଷରୁ ପବିତ୍ର ମାଘ ସପ୍ତମୀ ଓ ସମ୍ବର୍ଦ୍ଧନା ଉତ୍ସବ
ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ଶକ୍ତି ବାହିନୀ ତରଫରୁ ପବିତ୍ର ବେଦବ୍ୟାସ ଠାରେ ମାଘ ସପ୍ତମୀ ସ୍ନାନ, ସୂର୍ଯ୍ୟ ପୂଜା ଓ ଜଳ ଦେବତା ଙ୍କୁ ପୂଜା କରାଯାଇଥିଲା| ପବିତ୍ର ମାଘ ସପ୍ତମୀ ଅବସରରେ ଶକ୍ତି ବାହିନୀର ରାଜ୍ୟ ସଭାପତି ଶ୍ରଦ୍ଧା ଷଢଙ୍ଗୀଙ୍କ ଅଧକ୍ଷତାରେ ଶଙ୍ଖ, କୋଇଲି ଓ…
ଧନୁଯାତ୍ରା ନିମନ୍ତେ ବୈଠକ ଅନୁଷ୍ଠିତ.
ନବରଙ୍ଗ ପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗ ପୁର ଜିଲ୍ଲା ପାପଡ଼ା ହାଣ୍ଡି ବ୍ଲକ୍ ନୂଆଁ କଟ୍ ପଂଚାୟତ ନୂଆ କଟ୍ ଗାଁ ଠାରେ ଧନୁଯାତ୍ରା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଚଳିତ ୨୪ ୦୨. ୨୦୨୪ ରିଖ ରୁ ଆରମ୍ବ ହୋଇ ଆସନ୍ତା ୦୧.୦୩.୨୦୨୪ ପର୍ଜନ୍ତ ଚାଲିବଏହି…