ପଦ୍ମପୁର :- ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଙ୍କ ଘର ପଲସାପାଲି ହୋଇଥିବା ବେଳେ ସେହି ପଞ୍ଚାୟତ ଅନ୍ତର୍ଗତ ଘନାମାଲ ରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଯେଉଁଥିରେ ସହ ସହ କର୍ମୀ ଯୋଗଦେଇ ବର୍ଷା ସିଂ ବରିହା ଙ୍କୁ ଜିତାଇବାକୁ ସଂକଳ୍ପ ନେଇଛନ୍ତି l କି ଜିଲ୍ଲା ପରିଷଦ ସଭ୍ଯ ପୂର୍ଣିମା ରଣା, ବରିଷ୍ଠ ବିଜେଡି ନେତା ରଜନୀ ଦାଶ, ଟାଉନ ସଭାପତି ନବ କିଶୋର ସାହୁ, ବିଷ୍ନୁ ପ୍ରସାଦ ବାଜପେୟୀ ଯୋଗଦେଇ କାର୍ଯ୍ୟାଳୟ ଉଦଘାଟନ କରିଥିଲେ l ପରେ ପଞ୍ଚାୟତ ସଭାପତି ଅନିରୁଦ୍ଧ ରଣା ଙ୍କ ଅଧ୍ୟକ୍ଷତାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସମିତି ସଭ୍ଯ ଅମିଲାଲ ଭୁଏ ସଭା ପରିଚାଳନା କରିଥିଲେ l ଦଳୀୟ କର୍ମୀ ସାଧୁ ଚରଣ ଭୋଇ, ମହାଦେବ ବାଗ, ଯଶୋବନ୍ତ ପଟେଲ, ଜିତ ପଧାନ, ସଚ୍ଚିଦାନନ୍ଦ ପାଢୀ, ମଣି ପଧାନ, ଅର୍ଜୁନ ବାରିକ, ସୁଦାମ ସାହୁ, ଆଲୋକ ରଣା, ଲକ୍ଷପତି ମହାନନ୍ଦ, ଧନପତି ସାହୁ, ଡିଲେଶ୍ଵର ସାହୁ, ପଞ୍ଚାନନ ବାରିକ, ବାସୁଦେବ ସାହୁ, ଟେକା ମେହେର, ଅନିରୁଦ୍ଧ ମେହେର, ଅଚ୍ୟୁତାନନ୍ଦ ପଧାନ, ଭମର ବାରିକ, ଶିଶୁଦେବ ବରିହା, ଗୋରାଚାନ୍ଦ ପଟେଲ, ଯୁବ ସଭାପତି ଦେବେନ୍ଦ୍ର ମାଝୀ, ଗିରିଶ ପଧାନ, ଯଦୁ ପଟେଲ, ଗୋକୁଲ ସେଠ୍, ସୋମନାଥ ବାରିକ, ଜଗଦୀଶ ପଟେଲ, ନାରାୟଣ ପାଣ୍ଡେ, ମଦନ ସାହୁ, ଲକ୍ଷ୍ମଣ ବରିହା, ଅକୁର ମେହେର, ସୀତାକାନ୍ତ ମେହେର, ମଧୁ ମେହେର ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନ ରେ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ଲୋକସଭା ପ୍ରାର୍ଥୀନୀ ପରିଣିତା ମିଶ୍ର ଙ୍କୁ ଶଙ୍ଖ ଚିହ୍ନ ଭୋଟ ଦେଇ ଜିତାଇବାକୁ ସଂକଳ୍ପ ନେଇଥିଲେ l
Sign in
Sign in
Recover your password.
A password will be e-mailed to you.