Sign in
Sign in
Recover your password.
A password will be e-mailed to you.
ସମ୍ବଲପୁରରେ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାର ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନ ପ୍ରତି ଉଚିତ୍ ସମ୍ମାନ - ଧର୍ମେନ୍ଦ୍ର ପ୍ରଧାନ
• ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
• ନୂଆଁଖାଇ, ଶୀତଳଷଷ୍ଠୀ, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ ଉପରେ ଗୋଟିଏ…
‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଉତ୍କଣ୍ଠା ଅଛି – ଧର୍ମେନ୍ଦ୍ର ପ୍ରଧାନ
• ଆସ୍ଥା ଟ୍ରେନରେ ଅଯୋଧ୍ୟା ଯାତ୍ରା କରିଥିବା ରାମଭକ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ସୁବିଧାରେ ଭକ୍ତମାନଙ୍କୁ…
ସମ୍ବଲପୁରର ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ୱରୋଜଗାରର ବାଟ ଦେଖାଇବ ସ୍କିଲ୍ ଇଣ୍ଡିଆ ସେଣ୍ଟର – ଧର୍ମେନ୍ଦ୍ର…
• ପ୍ରଧାନମନ୍ତ୍ରୀଙ୍କ କରକମଳରେ ଓଡ଼ିଶା ସମେତ ଦେଶରେ ଉଦଘାଟିତ ଓ ଶିଳାନ୍ୟାସ ୧୭,୦୦୦ କୋଟି ଟଙ୍କାର ଶିକ୍ଷା ଓ ଦକ୍ଷତା ଭିତ୍ତିଭୂମି ପ୍ରକଳ୍ପ ଦେଶର ବିକାଶ ଯାତ୍ରାରେ ନୂଆ ମାଇଲଖୁଣ୍ଟ ସାଜିବ
• ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବହୁମୁଖୀ ସଭାଗୃହର ଶିଳାନ୍ୟାସ…
ପରିତ୍ୟକ୍ତ ଘରୁ ପାଞ୍ଚ ବନ୍ଧୁକ ଜବତ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ସ୍ଥିତ ହୋଟେଲ ନେଲସନରୁ ପାଞ୍ଚଟି ବନ୍ଧୁକ ଜବତ ହୋଇଥିବା ଜଣାପଡିଛି । ଭଦ୍ରାସାହି ଛକ ନିକଟରେ ଥିବା ହୋଟେଲ ନେଲସନ ପ୍ରଦୀପ କୁମାର ଦାସଙ୍କ ମାଲିକନା ରେ ଥିବା ବେଳେ ସେ ଏକ ସିକ୍ୟୁରୀଟି ଏଜେନ୍ସି ଚଳାଉଥଲେ। ତେବେ ବ୍ୟାଙ୍କ ଋଣ…
ଉଦ୍ଘାଟିତ ହେଲା ୧୬୭୭ କୋଟି ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ
ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ୨୬୩ କୋଟି ଟଙ୍କା ବ୍ୟୟରେ ୨୧ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର
ବରଗଡ ବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିଛି: – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା…
ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ…
5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍, ଫେବୃଆରୀ 21 ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ
୫ଟି ଜିଲ୍ଲାର ୭୦୦ଟି ପଞ୍ଚାୟତରେ ୨୦୫ଟି ବସ୍ ଚାଲିଲା, ୪୪ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ
ସୁବର୍ଣ୍ଣପୁରର ୧୦୨ଟି ପଞ୍ଚାୟତରେ ୫୮ଟି ବସ୍, ୫ ଲକ୍ଷ ୭୩ ହଜାର ଲୋକ ଉପକୃତ
କଟକର…
ବାଣପୁରରେ ବଡଧରଣର ଅଗ୍ନିକାଣ୍ଡ ନଗଦ ଦୁଇଲକ୍ଷ ସହ ଜଳି ପୋଡ଼ି ପାଉଁଶ ହେଲା ଚାରି ବଖରା ଘର
ବାଣପୁର (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମର ସୁକାନ୍ତ ବରାଳଙ୍କ ଘରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ପୂଜା ସମୟରେ ଦୀପ ସଳିତା ଦ୍ୱାରା ଘରେ ନିଆଁ ଲାଗିଥିବା ପରିବାର ଲୋକ କହିଛନ୍ତି।…
ଉଦ୍ଘାଟିତ ହେଲା କିସ୍ର ବୌଦ୍ଧ ଶାଖା ଓ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଭୂମି ପୂଜନ
ବିପିଏଲ୍ ବର୍ଗର ଛାତ୍ରଛାତ୍ରୀଙ୍କୁ ବିନାଦେୟରେ ଇଂରାଜୀ ମାଧ୍ୟମ ଶିକ୍ଷା
ବୌଦ୍ଧ, ୧୯ ।୨: କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ବୌଦ୍ଧ ଜିଲ୍ଳା ଲୁଣିବାହାଲଠାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିିଆଲ୍ ସାଇନ୍ସେସ୍ (କିସ୍)- ବୌଦ୍ଧ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଉଦ୍ଘାଟନ ଓ…
ବାଇକ ଦୁର୍ଘଟଣା ରେ ଯୁବକ ମୃତ, ଅଞ୍ଚଳରେ ଶୋକର ଛାୟା
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:( ଶାସକ ପ୍ରଶାସକ)ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ହାଇସ୍କୁଲ ପାଖ ରାସ୍ତା ପାର୍ଶ୍ବ ଏକ ଖାଲ ଭିତରେ ପଡି ଯୁବକ ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଝାରପୋଖରୀଆ ବଜାରରୁ ଦୋକାନ ବନ୍ଦ କରି ରାଉତରା ଗ୍ରାମର ଶ୍ରୀ ବସନ୍ତ…
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୪ ତମ ଜନ୍ମ ଜୟନ୍ତୀ ପାଳନ
ଭୁବନେଶ୍ୱର: ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ୨୬୪ ତମ ଜନ୍ମ ଜୟନ୍ତୀ ଗ୍ରାମ ବାଲିଆ ବରି ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଜନ୍ମ ୧୭୬୦ ରେ ସ୍ଥାନ ବାଲିଆ ଯାଜପୁରରେ ହୋଇ ୧୫ ଜୁନ ୧୮୦୬ ରେ ମାତ୍ର ୪୬ ବର୍ଷ ରେ ବିୟୋଗ ଘଟି ଥିଲା, ତାଙ୍କ ଗ୍ରାମ ପାଖରେ ପ୍ରସିଦ୍ଧ…