ପୁରୀ-କୋଣାର୍କ ରେଳ ଲାଇନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ : ଅଶ୍ୱିନୀ ବୈଷ୍ଣବ

● 32 କିମି ଦୈର୍ଘ୍ୟ ରେଳ ଲାଇନ ପାଇଁ 492 କୋଟି ଟଙ୍କା ମଞ୍ଜୁର | ● ଆଧ୍ୟାତ୍ମିକ, ଐତିହ୍ୟ ଏବଂ ଉପକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ | ● ଉଭୟ, ପାଣ୍ଠି ଆବଣ୍ଟିତ ଏବଂ ପ୍ରକଳ୍ପ ଅନୁମୋଦିତ ହୋଇ ସାରିଛି ଏବଂ କାର୍ଯ୍ୟ ଆରମ୍ଭ କରିବାକୁ ଜମି ଅଧିଗ୍ରହଣରେ ସହଯୋଗ କରିବାକୁ…

ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ, ପ୍ରଥମ ଦିନରେ ପାଇଲେ ଦଶ ହଜାର ହିତାଧିକାରୀ.

ଭୁବନେଶ୍ବର: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି…

ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଲେ 5-T ଅଧ୍ୟକ୍ଷ

ଦଳମତ ନିର୍ବିଶେଷରେ ଖଲ୍ଲିକୋଟ ରାଣୀ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରିଣୀ ଥିଲେ – ପାଣ୍ଡିଆନ  ଖଲ୍ଲିକୋଟ: 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଖଲ୍ଲିକୋଟ RCM ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ…

ଲଉଡ଼ିଦର୍ହl ରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର l

ଝାରବନ୍ଧ -ମନୋହର ଦାଶ: ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି l ସରପଞ୍ଚ ପଦ୍ମା ସତନାମୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଏବଂ…

ବନ୍ଧୁକରୁ ଗୁଳି ଫୁଟି ମହିଳା ଗୁରୁତର ଓ ଅଭିଯୁକ୍ତ କୋର୍ଟ ଚାଲାଣ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରା ଲୁଣ୍ଡା ପଞ୍ଚାୟତ ର ବେଡି ଗୋବା ଗ୍ରାମରେ ଗତ ୧୭ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୁଲିସ ଜଣେ ଶିକାରୀକୁ ଗିରଫ କରିଛି। ଉକ୍ତ ଦିନ ରାତିରେ ଜାଗୁର (ଅଭିଯୁକ୍ତ) ଶିକାରକୁ ଯିବା ପୂର୍ବରୁ ଘରେ ଥିବା ଦେଶୀ…

ସିକିମ୍ ସ୍ୱତ୍ୱଧାରୀଙ୍କୁ ସ୍ଥିତିବାନ ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସିକିମ୍ ସ୍ୱତ୍ୱଧାରୀଙ୍କୁ ଆଭାସୀ ଯୋଗେ ସ୍ଥିତିବାନ ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ଼ ଓସ୍ବାନ ହଲରେ ଆୟୋଜିତ ପଟ୍ଟା ବଣ୍ଟନ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଅନୁମତି…

ଗରିବ ଅସହାୟ ଲୋକଙ୍କୁ ତୀର୍ଥ ଭ୍ରମଣର ସୁଯୋଗ ଦେଲା ରିଓ ଚାରିଟେବୁଲ ଟ୍ରଷ୍ଟ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-. ସମାଜରେ ଅବହେଳିତ ଗରିବ, ଅସହାୟ ଲୋକଙ୍କୁ ସଦା ସର୍ବଦା ସାହାଯ୍ୟ ଓ ସହଯୋଗର ହାତ ବଢାଇ ଆସିଥିବା ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ରିଓ ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।ସବୁବେଳେ ରିଓ ସଙ୍ଗଠନ ନିଜର…

ଡାବୁଗାଁ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର କଲମ ଛାଡ ଆନ୍ଦୋଳନ

ଡାବୁଗାଁ  -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ଓଡିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଆହ୍ଵାନ କ୍ରମେ ଡାବୁଗାଁ ବ୍ଲକ ରାଜସ୍ବ ବିଭାଗ ର ସମସ୍ତ ରାଜସ୍ୱ ପରିଦର୍ଶକ, ରାଜସ୍ବ ନୀରିକ୍ଷକ ଓ ଅତିରିକ୍ତ ରାଜସ୍ବ ନୀରିକ୍ଷକ ପ୍ରମୁଖ ଗତକାଲି ସୋମବାର ଠାରୁ କଲମ ଛାଡ ଆନ୍ଦୋଳନ ରେ ସାମିଲ ହୋଇ ତହସିଲ…

5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବେଲଗୁଣ୍ଠା ଗସ୍ତ ନେଇ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆସନ୍ତା ଗୁରୁବାର ଦିନ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବେଲଗୁଣ୍ଠା ଗସ୍ତ ଥିବାରୁ ଆଜି ବେଲଗୁଣ୍ଠା ଟାଉନ ହଲ୍ ଠାରେ ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ଵର ପାତ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି…

ଜଙ୍ଗଲ ରେ ଅବାଧରେ ପଶି କାଠ ଚୋରି ଅଭିଯୋଗ ରେ ୪ ଗିରଫ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଝାଲିଆଗୁଡ଼ା ସଂରକ୍ଷିତ ଜଙ୍ଗଲ ରେ ଅବାଧରେ ପଶି କାଠ ଚୋରି ଅଭିଯୋଗ ରେ ବନ ବିଭାଗ ତରଫରୁ ୪ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ…