Sign in
Sign in
Recover your password.
A password will be e-mailed to you.
ରାଉରକେଲା ବୁଲିଲେ ନେଦରଲାଣ୍ଡସ ଖେଳାଳି
ରାଉରକେଲା,(ବସନ୍ତ କୁମାର ଜେନା): ଏଏଫଆଇଏଚ ହକି ପ୍ରୋ ଲିଗ ପାଇଁ ରାଉରକେଲା ଆସିଥିବା ନେଦରଲାଣ୍ଡସ ଦଳର ଖେଳାଳି ମାନେ ଆଜି ରାଉରକେଲା ସହର ବୁଲି ଦେଖିଛନ୍ତି I ଆଜି ଦିନ ୧୧ଟା ସମୟରେ ଖେଳାଳି ମାନେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସ୍ଥିତ ୱାଲଡ଼ କପ ଭିଲେଜରୁ ବାହାରି ପ୍ଲୁଟନ ମଲ, ବାସନ୍ତୀ…
ଭକ୍ତିମୟ ପରିବେଶରେ ଶେଷ ହେଲା ପଟିଆଗଡ ଶିରିଡି ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ
ଭୁବନେଶ୍ୱର : ପଟିଆଗଡ ଶିରିଡି ସାଇ ମନ୍ଦିରର ୧୨ ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବରେ ସୋମବାର ଅଙ୍କୁରାରୋପଣ, ନବବ୍ୟୁହ ପୂଜା, ମଣ୍ଡଳକରଣ ମଙ୍ଗଳବାର ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇ ସୂର୍ଯ୍ୟପୂଜା, ଶାଲା ଦେବତା…
ଆଜି ଲୋକାର୍ପିତ ହେଲା ରାୟଗଡା ଜିଲ୍ଳାର ୩ଟି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍
ଭରଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା l
ଉପକୃତ ହେବେ ରାୟଗଡା ଜିଲ୍ଳାର କ୍ରୀଡାବିତ୍
ରାୟଗଡା- ଆଦିବାସୀ ବହୁଳ ରାୟଗଡା ଜିଲ୍ଳାର କ୍ରୀଡାବିତମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର…
ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ
ରାୟଗଡା: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ସ୍ଥାନୀୟ କୋତାପେଟା ପଞ୍ଚାୟତ ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡକ…
ନିଶ୍ଚିନ୍ତକୋଇଲି ବ୍ଳକ ମହିଳା ବିଜେଡ଼ି କମିଟିର କର୍ମକର୍ତ୍ତା ମନୋନୀତ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପରାମର୍ଶ ଓ ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତିଙ୍କ ଅନୁମୋଦନ କ୍ରମେ ନିଶ୍ଚିନ୍ତକୋଇଲି ବ୍ଳକ ମହିଳା ବିଜୁଜନତା ଦଳ କମିଟି ଗଠନ କରାଯାଇ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି l ଏହି…
ଉଦଘାଟିତ ହେଲା ଭୁବନ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ
ଢ଼େଙ୍କାନାଳ / ରବିନ୍ ଦାସ ; କ୍ରୀଡାକୁ ପ୍ରୋତ୍ସାହନ ଓ କ୍ରୀଡାବିତଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଭୁବନ ରେ ବିଜୁ ପଟ୍ଟନାୟକ ଇନଡୁର୍ ଷ୍ଟାଡିୟମ ଉଦଘାଟିତ ହୋଇ ଯାଇଛି । ଭୁବନ ବୁଦ୍ଧେଶ୍ଵର ମନ୍ଦିର ନିକଟରେ ୫ କୋଟି ୪୪ ଲକ୍ଷ ୯୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ…
ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟରେ ଆତ୍ମସୁରକ୍ଷା ତାଲିମ
ଗାଇସିଲାଟ/ମନ ଡନସନା -ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ଠାରେ ଯୁକ୍ତ ଦୁଇ ର ପ୍ରଥମ ବର୍ଷ ଛାତ୍ରୀ ମାନଙ୍କୁ ନେଇ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ପ୍ରଦିପ ପଧାନ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଶିବିର ରେ ମୁଖ୍ଯ ଅତିଥି ଭାବରେ ପ୍ରଶାନ୍ତ କୁମାର ସାହୁ…
ଜିଲ୍ଲା ପ୍ରଶାସନ ଏବଂ ପୀରାମାଲ ଫାଉଣ୍ଡେସନ ଆନୁକୂଲ୍ୟରେ ଦିନିକିଆା କର୍ମଶାଳା
ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଜିଲ୍ଲା ଯୋଜନା ବୋର୍ଡ ର ପରିସଂଖ୍ୟାନ ସମ୍ମିଳନୀ ଗୃହ ଠାରେ ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପୀରାମାଲ ର ମିଳିତ ଆନୁକୂଲ୍ୟରେ ଏକଦିବସିୟ ବାଳିକା ଶିକ୍ଷ୍ୟା ଓ ଏହାରି ଉପରେ ଆଧାରିତ ସ୍ଥାନୀୟ…
ବେଲଗୁଣ୍ଠାରେ ଦୁଇ ପର୍ଯ୍ୟାୟ ଡାଫୋଡିଲ୍ ଏବଂ ଗଣିତାମୃତ ତାଲିମ୍ ଶିବିର ଉଦଯାପିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗଞ୍ଜାମ ଜିଲ୍ଳା ସମଗ୍ର ଶିକ୍ଷାର ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ବ୍ଳକ୍ ରେ ଦୁଇ ପର୍ଯ୍ୟାୟ ଡାଫୋଡିଲ୍ ଏବଂ ଗଣିତାମୃତ ତାଲିମ୍ ଶିବିର ଉଦଯାପିତହୋଇଯାଇଛି I ଗଣିତ ବିଷୟ ପାଇଁ ଗଣିତାମୃତ ତାଲିମ୍ ବେଲଗୁଣ୍ଠା ବ୍ଳକ୍ ର ଗୋବରା ବାସୁଦେବପୁର ବାଳିକା ଉଚ୍ଚ…
ବିଶିଷ୍ଟ ସାହିତ୍ୟିକ,କବି,ଅଧ୍ୟାପକ ଡ଼କ୍ଟର ଗୁରୁମୁ୍ର୍ତି ନାୟକଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ତଥା ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଡଃ ଗୁରୁମୁ୍ର୍ତି ନାୟକଙ୍କ ଆଜି ଭୋରରେ ପରଲୋକ ଘଟିଛି ।ସେ ବେଲଗୁଣ୍ଠା ମହାବିଦ୍ୟାଳୟରେ ଓଡିଆ, ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଭାବେ…