Sign in
Sign in
Recover your password.
A password will be e-mailed to you.
ଅବସରପ୍ରାପ୍ତ ସୈନିକସଂଘ ଭଞ୍ଜନଗର ; କାର୍ଗିଲ୍ ଭବନର ଶୁଭ ଉଦଘାଟନ
ଭଞ୍ଜମାଟି ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଅବସରପ୍ରାପ୍ତ ସୈନିକସଂଘ ଆଜକୁ ପ୍ରାୟ ୨୦ ବର୍ଷ ହେବ କାର୍ଯ୍ୟକରି ଆସୁଛି। କିନ୍ତୁ ଆଜି ମାନ୍ୟବର ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ଵାରା, ଭଞ୍ଜନଗର ସୁଚନା…
‘ ସମାଜ’ ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଡ ପ୍ରଭାସ ଆଚାର୍ଯ୍ୟଙ୍କ ଦାୟିତ୍ଵ ଗ୍ରହଣ
ଭୁବନେଶ୍ୱର, ୨୪,୨: ଓଡ଼ିଶାର ସର୍ବ ପୁରାତନ ତଥା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର 'ସମାଜ 'ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ ପ୍ରଭାସ ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଲୋକ ସେବକ ମଣ୍ଡଳ ର…
ଚିତ୍ରାଙ୍କନ ମାଧ୍ୟମରେ ରେଳ ଷ୍ଟେସନର ରୂପାନ୍ତରଣ
● ବିଦ୍ୟାଳୟର ପିଲାମାନେ ସାମ୍ପ୍ରତିକ ଏବଂ ପ୍ରସ୍ତାବିତ ଷ୍ଟେସନ ପୁନର୍ବିକାଶ ସମ୍ବନ୍ଧରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଯୋଗ ଦେଇଥିଲେ |
● ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଦ୍ୟାଳୟ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ, ବିତର୍କ ପ୍ରତିଯୋଗିତା ଆୟୋଜିତ |
●…
ଗୁଡ଼ାରୀ ବ୍ଳକ ଗସ୍ତ ରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଗୁଡାରି ବ୍ଳକ ଗସ୍ତରେ ଯାଇ କଂଗ୍ରେସ କର୍ମୀ ଓ ନେତାମାନଙ୍କ ମନରେ ନୂତନ ଆଶା ସଂଚାର କରିଛନ୍ତି। ସାଂସଦ ଗୁଡାରି ବ୍ଳକ ଯାଇ ସହରରେ ଏକ ବିଶାଳ ପଦଯାତ୍ରା ରେ ଯୋଗ ଦେଇଥିଲେ। ପରେ ସ୍ଥାନୀୟ ଏଟିଏମ ଛକରେ ସାଧାରଣ…
ଗୁଣୁପୁରରେ କ୍ରୀଡାବିତ୍ ମାନଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି। ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟର ୪୦ଟି ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିୟମକୁ ଅନୁଷ୍ଠାନିକ ଭାବେ ଭାରଚୁଆଲରେ ଉଦଘାଟନ କରିଛନ୍ତି। ଏହି ଅବସରରେ ରାୟଗଡ ଜିଲ୍ଲା ଗୁଣୁପୁର ତହସିଲ ଅଫିସ ପଛପଟେ ନିର୍ମିତ ଇଣ୍ଡୋର ଷ୍ଟାଡିୟମକୁ ମଧ୍ୟ ମୁଖ୍ୟମନ୍ତ୍ରୀ…
କିଶୋରୀ ଝିଅର ମୃତ୍ୟୁ ପରେ ଅଙ୍ଗଦାନ କଲେ ପିତା ମାତା
ଭୁବନେଶ୍ୱର,୨୪-୦୨-୨୦୨୪: କିଶୋରୀ ଦମୟନ୍ତୀ ମହନ୍ତଙ୍କ ହୃଦୟ ବିଦାରକ କାହାଣୀ ଯେ କୌଣସି ଲୋକଙ୍କ ଆଖିରେ ଲୁହ ଆଣିପାରେ । ମାତ୍ର ୧୪ ବର୍ଷ ବୟସରେ କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଏହି କିଡ଼ନି ରୋଗ କ୍ରମଶଃ ଶରୀରର ବିଭିନ୍ନ ଅଙ୍ଗକୁ…
ସୋଆରେ ନର୍ସିଂ କ୍ଷେତ୍ରରେ ଗବେଷଣା ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ୨୪/୦୨: ନର୍ସିଂ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ନିମନ୍ତେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ସାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ଅଧୁକ ଗୁରୁତ୍ବ ରଖୁଥିବା ବେଳେ ନର୍ସିଂ ଶିକ୍ଷା ଗ୍ରହଣ କରୁଥିବା ଏବଂ ଏ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ନୂତନ ଗବେଷଣାରେ ମନୋନିବେଶ…
ଦେବଗଡ଼ରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ କେନ୍ଦ୍ରମନ୍ତ୍ରୀ
ମୋଦୀ ସରକାରରେ ଦେଶର ନାରୀଶକ୍ତି ନୂଆ ଉଚ୍ଚତାକୁ ଯାଇଛି - ଧର୍ମେନ୍ଦ୍ର ପ୍ରଧାନ
• ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନା ଉପରେ ଅବଗତ କରାଇଲେ କେନ୍ଦ୍ରମନ୍ତ୍ରୀ
• ଘର ଘର ବୁଲି ମୋଦିଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ୍ ବାଣ୍ଟିଲେ
• ମୋଦୀଜୀଙ୍କ କଲ୍ୟାଣକାରୀ ବାର୍ତ୍ତାକୁ ଘରେ…
ଦେବଗଡରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର ଲୋକାର୍ପିତ
ବୈଶ୍ୱିକ ଢାଞ୍ଚାରେ ଭବିଷ୍ୟତର କାର୍ଯ୍ୟ ଉପରେ ଦିଆଯିବ ପ୍ରଶିକ୍ଷଣ - ଧର୍ମେନ୍ଦ୍ର ପ୍ରଧାନ
• ଷ୍ଟୋରିବୋର୍ଡ ଆଟିଷ୍ଟ, ଗ୍ରାଫିକ୍ସ ଡିଜାଇନ, ଗେମିଂ, କାର୍ଟୁନ ଭଳି ୧୦ଟି କ୍ଷେତ୍ରରେ ତାଲିମ ଦିଆଯିବ
• ବଡ ବଡ ସହରରେ ଏହି ପ୍ରଶିକ୍ଷଣ ପାଇଁ ଲକ୍ଷେ ଟଙ୍କା ନେଉଥିବା ବେଳେ ସ୍କିଲ୍…
ରାଜ୍ୟରେ ଗଠନ କରାଗଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ
ପାଞ୍ଚଟି ଏନଏସି ଯଥା ବୌଦ୍ଧଗଡ଼, ଆସ୍କା, ଛତ୍ରପୁର, କରଞ୍ଜିଆ ଓ କଣ୍ଟାବାଞ୍ଝି ମୁନିସିପାଲିଟିକୁ ଉନ୍ନୀତ ହେଲା.
ଭୁବନେଶ୍ବର,: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସି କୁ…