ବିଜେଡି ଅପ୍ରବାସୀ ସାମୁଖ୍ୟ କଟକର ବନ୍ଧୁ ମିଳନ

3

କଟକ :୧୯/୫(ରଞ୍ଜିତ ମହାପାତ୍ର ): କଟକ ମହାନଦୀବିହାର ସେଲିବେଶନ ମଣ୍ଡପ ରେ ବିଜେଡି ଅପ୍ରବାସୀ ସାମୁଖ୍ୟ କଟକ ର ବନ୍ଧୁ ମିଳନ ହୋଇଯାଇଛି. ଏଥିରେ କଟକ ଚୌଦ୍ୱାର ର ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ନନ୍ଦ ଲାଲ ସିଂ ଉତ୍କଳ ଶୂନ୍ୟ ରୁପ୍ୟ ଶିଳ୍ପୀ ସଙ୍ଘ ର ସଭାପତି ବ୍ରହ୍ମାନନ୍ଦ ମହାରଣା, , ସଲିଲ ଘୋଷ, ମନୋଜ ଶର୍ମା,ସାଧାରଣ ସମ୍ପାଦକ ମୁକୁନ ସିଂହା, ସଲିଲ ଘୋଷ, ସାଧାରଣ ସମ୍ପାଦକ ମନୋଜ ଶର୍ମା, ରାମରାଲ ରାମ କଟକ ମୋଧେସି ସମାଜର ସଭାପତି, କଟକ ଜିଲ୍ଲା ର ବିଜେଡି ର ସମ୍ପାଦକ ନିମାଇଁ ଚନ୍ଦ୍ର ବିଶ୍ୱାଳ, ଅଖିଳ ଭାରତ ସ୍ବର୍ଣ୍ଣକାର ସଙ୍ଘଠନ ସମ୍ପାଦକ ପାରସ ସା,ଏଥିରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ, ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ ବକ୍ତବ୍ୟ ରଖିଥିଲେ ଓ ଅପ୍ରବାସୀ ମାନଙ୍କୁ ସୁନ୍ଦର ଭାବରେ ବକ୍ତବ୍ୟ ଦେଇଥିଲେ | 

Leave A Reply

Your email address will not be published.