ରାଜ୍ୟରେ ଗଠନ କରାଗଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ

ପାଞ୍ଚଟି ଏନଏସି ଯଥା ବୌଦ୍ଧଗଡ଼, ଆସ୍କା, ଛତ୍ରପୁର, କରଞ୍ଜିଆ ଓ କଣ୍ଟାବାଞ୍ଝି ମୁନିସିପାଲିଟିକୁ ଉନ୍ନୀତ ହେଲା. ଭୁବନେଶ୍ବର,: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସି କୁ…

ଏଇ ଆମରି ଗାଁ ୨୬ରେ : ସମ୍ବର୍ଦ୍ଧିତ ହେବେ ଚାରି ପ୍ରତିଭା

ଶୈଳଭାମାଙ୍କୁ ସଂସ୍କୃତି, ନୃପେଶଙ୍କୁ ସମାଜସେବା , ଶିବାଶିଷଙ୍କୁ ଶିଳ୍ପ ଓ ଅସୀମାଙ୍କୁ ସାହିତ୍ୟ ସମ୍ମାନ ଭୁବନେଶ୍ବର,୨୩/୨: ‘ସମାଜ ଓ ସଂସ୍କୃତି’ ପକ୍ଷରୁ ଗାଁ ଜୀବନ ଓ ଗାଁ ପରିବେଶକୁ ନେଇ ଏକ ନିଆରା ସଙ୍ଗୀତ କାର୍ଯ୍ୟକ୍ରମ ‘ଏଇ ଆମରି ଗାଁ’ ଆସନ୍ତା ୨୬ ତାରିଖ ସନ୍ଧ୍ୟା ୬ଟାରେ ଜୟଦେବ…

ନୟାଗଡ଼:ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସୀ ମାଧ୍ୟମରେ ନୟାଗଡ଼ଠାରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଉଦ୍‌ଘାଟନ କରିଛନ୍ତି । ଏହି ଉପଲକ୍ଷେ ନୟାଗଡ଼ ଇନ୍‌ଡୋର ଷ୍ଟାଡିୟମ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ…

ଟ୍ରାଫିକ ଗୋଲେଇ ଛକ, ମାଛ ମାର୍କେଟ ଏବଂ ମଣ୍ଡି ଉଦଘାଟିତ

ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରର ମୁଖ୍ୟ ଟ୍ରାଫିକ ଗୋଲେଇ ଛକ, ଅତ୍ୟାଧୁନିକ ମାଛ ମାର୍କେଟ ଏବଂ ପରିବା ମଣ୍ଡି ଶୁକ୍ରବାର ଦିନ ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା…

ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେଲେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜ ନାଥ ସିଂ ।

ମୟୂରଭଞ୍ଜ :: (ଶାସକ ପ୍ରଶାସକ) ମୟୁରଭଂଜ ଜିଲ୍ଲା ଏକ ବୃହତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଗତ ସାଧାରଣ ନିର୍ବାଚନରେ ବାଜିମାତ କରିଥିଲା ବିଜେପି । ୯ ଟି ବିଧାନ ସଭା ଆସନରୁ ୬ ଟି ବିଧାନ ସଭା ବିଜୟ ସହ ସଂସଦ ମଧ୍ୟ ଦାଖଲ କରିଥିଲା କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ର ନୈରାଶ୍ୟ…

ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବେଲଗୁଣ୍ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର୍ ଷ୍ଟାଡିୟମ୍ ଉଦ୍ଘାଟିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ବେଲଗୁଣ୍ଠାରେ ଛଅ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଅଟକଳରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର୍ ଷ୍ଟାଡିୟମ୍ କୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି I ଏହି ଇନ୍…

ମାହାଙ୍ଗା ବ୍ଲକରେ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦଘାଟନ କଲେ ବିଧାୟକ ପ୍ରତାପ ଜେନା l

(ମାହାଙ୍ଗା -ଶାସକ ପ୍ରଶାସକ): ମାହାଙ୍ଗା ପଞ୍ଚାୟତ ସମିତି ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଶୁଭ ଉଦଘାଟନ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ ଶାସନରେ ସମଗ୍ର ମାହାଙ୍ଗା ବ୍ଲକ ଅଞ୍ଚଳରେ ଵିକାଶ ପରେ ଵିକାଶ କାର୍ଯ୍ୟକ୍ରମ ଜାରି ରହିଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ…

ମାହାଙ୍ଗା ବ୍ଲକରେ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦଘାଟନ କଲେ ବିଧାୟକ ପ୍ରତାପ ଜେନା l

 (ମାହାଙ୍ଗା -ଶାସକ ପ୍ରଶାସକ): ମାହାଙ୍ଗା ପଞ୍ଚାୟତ ସମିତି ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଶୁଭ ଉଦଘାଟନ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ ଶାସନରେ ସମଗ୍ର ମାହାଙ୍ଗା ବ୍ଲକ ଅଞ୍ଚଳରେ ଵିକାଶ ପରେ ଵିକାଶ କାର୍ଯ୍ୟକ୍ରମ ଜାରି ରହିଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ…

୨୩୯୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଏବଂ ସିକିମି ସତ୍ଵ ଭାବେ ରେକର୍ଡ ହୋଇଥିବା ଜମିର 208 ଦଖଲକାରୀଙ୍କୁ…

(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶମୂଳକ ଶାସନ, କଥା କମ କାମ ବେଶୀ ନୀତିରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ସମଗ୍ର ମାହାଙ୍ଗା ଅଞ୍ଚଳବାସୀ ଙ୍କ ଵିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି l ବିଧାୟକ ପ୍ରତାପ ଜେନା…

ମାହାଙ୍ଗାରେ ଘରେ ଘରେ ଲକ୍ଷ୍ମୀ ବସ ଶୁଭାରମ୍ଭ କଲେ ବିଧାୟକ

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପଞ୍ଚାୟତକୁ ବ୍ଲକ ସହିତ ଯୋଗାଯୋଗ କରିବା ପାଇଁ ଲକ୍ଷ୍ମୀ ଯୋଜନାରେ ବସର ବ୍ୟବସ୍ଥା କରିଛନ୍ତି - ବିଧାୟକ ପ୍ରତାପ ଜେନା l   (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ କୁଆଁପାଳ ଠାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଘରେ…