ବେଲଗୁଣ୍ଠାରେ ଦୁଇ ପର୍ଯ୍ୟାୟ ଡାଫୋଡିଲ୍ ଏବଂ ଗଣିତାମୃତ ତାଲିମ୍ ଶିବିର ଉଦଯାପିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗଞ୍ଜାମ ଜିଲ୍ଳା ସମଗ୍ର ଶିକ୍ଷାର ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ବ୍ଳକ୍ ରେ ଦୁଇ ପର୍ଯ୍ୟାୟ ଡାଫୋଡିଲ୍ ଏବଂ ଗଣିତାମୃତ ତାଲିମ୍ ଶିବିର ଉଦଯାପିତହୋଇଯାଇଛି I ଗଣିତ ବିଷୟ ପାଇଁ ଗଣିତାମୃତ ତାଲିମ୍ ବେଲଗୁଣ୍ଠା ବ୍ଳକ୍ ର ଗୋବରା ବାସୁଦେବପୁର ବାଳିକା ଉଚ୍ଚ…

ବିଶିଷ୍ଟ ସାହିତ୍ୟିକ,କବି,ଅଧ୍ୟାପକ ଡ଼କ୍ଟର ଗୁରୁମୁ୍ର୍ତି ନାୟକଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ତଥା ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଡଃ ଗୁରୁମୁ୍ର୍ତି ନାୟକଙ୍କ ଆଜି ଭୋରରେ ପରଲୋକ ଘଟିଛି ।ସେ ବେଲଗୁଣ୍ଠା ମହାବିଦ୍ୟାଳୟରେ ଓଡିଆ, ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଭାବେ…

ବେଲଗୁଣ୍ଠା ପ୍ରେସ୍ କ୍ଳବର ୧୦ମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପ୍ରେସ୍ କ୍ଳବ ର ଦଶମ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ମାଁ ବ୍ରାହ୍ମଣ ଦେବୀ ପୀଠରେ ଅନୁଷ୍ଠିତ ହୋଇଛି । ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି…

ପୂର୍ବତନ କାଉନସିଲର୍ ଙ୍କ ଦେହାନ୍ତ ; ବିଭିନ୍ନ ମହଲରେ ଶୋକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଅ ନମ୍ବର୍ ୱାର୍ଡ୍ ର ପୂର୍ବତନ କାଉନସିଲର୍ ରମାଦେବୀ ସିଅଙ୍କ ଗତ ରାତ୍ର 12 ଘଣ୍ଟା 30 ମିନଟ୍ ସମୟରେ ଦେହାନ୍ତ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା I ସେ 2014 ରୁ 2019 ମସିହା ପର୍ଯ୍ୟନ୍ତ…

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର (ସେକ କୌସର ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ନନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ…

ଶୁଭ କରନ ସିଂହକୁ ହତ୍ୟା ବିରୋଧରେ ଗୁଣପୁର ଠାରେ ପ୍ରତିବାଦ ସଭା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 23 02 2024 ତାରିଖ ଦିନ ସଂଯୁକ୍ତ କିଷାନ ମୋର୍ଚା( SKM) ତରଫରୁ ଦେଶ ବ୍ୟାପି କଳା ଦିବସ ପାଳନ ଅବସରରେ (AIKM)ର ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ ଏବଂ (AIKM)ର ରାଜ୍ୟ ସଭାପତି ଅନାସିମ ଶବର ଙ୍କ ନେତୃତ୍ୱରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ…

କୋଉଟା ସତ : ବିକାଶ ନା ଅର୍ଥ ଆତ୍ମସାତ !!!

ଲୋକଙ୍କ ଅଭିଯୋଗ "ଜାତିଲି ମନ୍ଦିର ଅର୍ଥ ଆତ୍ମସାତ କରାଯାଇଛି" ସରକାରଙ୍କ ବିକାଶ ଲିଫଲେଟରେ ମନ୍ଦିରକୁ ଅନୁଦାନ ଦିଆଯାଇଛି ମନ୍ଦିରରେ କୌଣସି ସରକାରୀ ଅନୁଦାନ ଟଙ୍କା ଖର୍ଚ୍ଚ ହୋଇନି ବୋଲି କହୁଛନ୍ତି ସରପଞ୍ଚ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଜାତିଲି ମନ୍ଦିର ଅର୍ଥ…

ଓପିଜିସି ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର

ଇବ ଥର୍ମାଲ: ଲଖନପୁର ବ୍ଳକ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଲୟରେ ଓପିଜିସି, ଇବ୍‌ ଥର୍ମାଲ ବନହରପାଲି ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି । ଶିବିରକୁ ପୂର୍ବାହ୍ନ ଘ:୯.୦୦ଣ୍ଟା ସମୟରେ ସରପଞ୍ଚ ଆକାଶ ସାହୁ ଉଦଘାଟନ କରିଥିଲେ । ଅପରାହ୍ନ ଘ.୩.00ଟା ପର୍ଯ୍ୟନ୍ତ ଲୋକଙ୍କ…

ଗନ୍ଧମାର୍ଦ୍ଦନରେ ଗୁଳି ବିନିମୟ: ମିଳିପାରୁ ନାହିଁ ସଠିକ୍ ତଥ୍ୟ

ବରଗଡ଼ ୨୩।୨ : ବିଶ୍ଵ ପ୍ରସିଦ୍ଧ ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଅବସ୍ଥିତ ଖଣ୍ଡିଝରନ ଗ୍ରାମ ନିକଟ ଜଙ୍ଗଲରେ ଘଟିଯାଇଥିବା ମାଓବାଦୀ ଓ ପୋଲିସ (ଏସଓଜି) ମଧ୍ୟରେ ଗୁଳି ବିନିମୟ ଘଟଣା ପଦ୍ମପୁର ଅଞ୍ଚଳର ଲୋକଙ୍କ ଭିତରେ ଆତଙ୍କର ବାତାବରଣ ଖେଳାଇ ଦେଇଛି । ବର୍ତ୍ତମାନ ସୁଦ୍ଧା…

ମାଘମେଳା ଶୂନ୍ୟବ୍ରହ୍ମଙ୍କ ପାଖରେ ସମର୍ପିତ ହେବାର ମହାନ ଅବସର – ଧର୍ମେନ୍ଦ୍ର ପ୍ରଧାନ

ଯୋରନ୍ଦାରେ ମାଘମେଳାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ • ଯୋରନ୍ଦା ମେଳାକୁ ଆସି ନିଜକୁ ବହୁତ ସୌଭାଗ୍ୟଶାଳୀ ମନେକରୁଛି • ଦୀପ ପ୍ରଜ୍ଜ୍ୱଳନ କରିବା ସହ ମହିମା ଗୋସାଇଁଙ୍କ କରୁଣା ଏବଂ ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଲେ • ଯୋରନ୍ଦା ମେଳା ହେଉଛି ବିଶ୍ୱ କଲ୍ୟାଣ ପାଇଁ ପୂଜ୍ୟ…