ସୁନେତ୍ର ଯୋଜନା ମାଧ୍ୟମରେ ମାଗଣାରେ ଚଷମା

ଖଲ୍ଲିକୋଟ/ଶିବରାମ ଜେନା,ଶାସକ ପ୍ରଶାସକ: ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସୁନେତ୍ର ଯୋଜନା ମାଧ୍ୟମରେ ମାଗଣାରେ ଚଷମା ବଣ୍ଟନ କରାଯାଇଥିଲା। ଏକ୍ଷେତ୍ରରେ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶ୍ରୀ ପ୍ରଦୀପ କୁମାର ଗନ୍ତାୟତ ଓ ଚକ୍ଷୁ ଚିକିତ୍ସା ସହାୟକ ଶ୍ରୀ ପର୍ଶୁରାମ ବାରିକ…

ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦…

ନବୀନ-କାର୍ତ୍ତିକ ମିଶିଲେ ବିଜେପିରେ : ଢେଙ୍କାନାଳରେ ବିଜେପିର ମହାମିଶ୍ରଣ ପର୍ବ

 ଆଜିର ମିଶ୍ରଣ ପର୍ବ ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ କଲ୍ୟାଣକାରୀ ପଦକ୍ଷେପର ଏକ ଝଲକ - ଧର୍ମେନ୍ଦ୍ର ପ୍ରଧାନ • ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ସୁରେଶ ପାଣିଗ୍ରାହୀ ସରୋଜ ପଟ୍ଟନାୟକ, କଙ୍କଡାହାଡ଼ ବ୍ଲକର ପୂର୍ବତନ…

କନବାଗେରି ଚର୍ଚ୍ଚରେ ଚର୍ଚ୍ଚ ଗୋଷ୍ଠୀ କେନ୍ଦ୍ର ଭିତ୍ତିପ୍ରସ୍ଥର ସ୍ଥାପିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର -12 ସ୍ଥିତ କନବାଗେରି ସିଏନଆଇ ଚର୍ଚ୍ଚ ମଧ୍ୟରେ ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପ-ବାଚସ୍ପତି ସାଲୁଗା ପ୍ରଧାନ ଯୋଗ…

କୃଷି ବିଜ୍ଞାନ କେନ୍ଦ୍ରରେ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର କାର୍ଯ୍ୟକ୍ରମ

ଜଗତସିଂହପୁର,: ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର,ଜଗତସିଂହପୁରରେ ଦୁଇଦିନିଆ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାଟି ତା ୦୧.୦୩.୨୦୨୪ ରିଖରୁ ଆରମ୍ଭ ହୋଇ ତା ୦୨.୦୩.୨୦୨୪ ରିଖରେ ଉଦଯାପିତ ହୋଇଥିଲା। ଏହି ଦୁଇଦିନିଆ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗାମ୍ବୁସିଆ ମାଛ ପ୍ରଜନନ କେନ୍ଦ୍ର

ଜଗତସିଂହପୁର,ତା-୦୩.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ବିଭାଗ,ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ମଶା ବଂଶର ଲୋପ କରିବା ପାଇଁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଗାମ୍ବୁଶିଆ ମାଛ ଚାଷ ପ୍ରଜନନ କେନ୍ଦ୍ର ଜିଲ୍ଲା ମୁଖ୍ୟ…

ମାହାଙ୍ଗା ମହିଳା ବିଜେଡି ବ୍ଲକ କମିଟି ଏବଂ ପଞ୍ଚାୟତ ସଭାପତି-ସମ୍ପାଦକ କମିଟି ଗଠିତ

https://youtu.be/5mI9FigTJhI  ତୃଣମୂଳ ସ୍ତରରୁ ବିଜେଡି ମହିଳା ସଂଗଠନକୁ ମଝବୁତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ l (ମାହାଙ୍ଗା-ଶାସକ ପ୍ରଶାସକ): ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି…

ଗୁଣପୁର ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟ 1980 ମସିହା ଛାତ୍ରଙ୍କ ବନ୍ଧୁ ମିଳନ*

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ରାୟଗଡ ଜିଲ୍ଲା ଗୁଣପୁର ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟର 1980 ମସିହା ବ୍ୟାଚ ଛାତ୍ର ମାନଙ୍କ ବନ୍ଧୁମିଳନ ଗୁଣପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ବିଦ୍ୟାନିକେତନ୍ ନିକଟସ୍ଥ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଗୁଡ଼ାରୀ ବିଜ୍ଞାନ…

ଜଗତସିଂହପୁର ରେ ପଲ୍ସ ପୋଲିଓ ଉଦଘାଟନୀ ଉତ୍ସବ -୨୦୨୪

ଜଗତସିଂହପୁର,ତା-୦୩.୦୩.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା୍ଳୟ ପରିସରସ୍ଥ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲସ ପୋଲିଓ ଟୀକାଦାନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଦ୍ୱାରା ଶୁଭ…

ଉତ୍କଳ ସମାଜ ଜିଲ୍ଲା ଶାଖାର କର୍ମୀ ସମ୍ମିଳନୀ

ଢ଼େଙ୍କାନାଳ / ରବିନ୍ ଦାସ; ଢେଙ୍କାନାଳ ଦେଉଳସାହି ସ୍ଥିତ ବଳରାମ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ସମାଜ ଢ଼େଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଉତ୍କଳ ସମାଜ ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ. ଭାସ୍କର ଚନ୍ଦ୍ର ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ…