ପାରଳାଖେମୁଣ୍ଡି ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେଡ଼ିର ରୁପେଶ ପାଣିଗ୍ରାହୀ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହେଲେ ରୁପେଶ କୁମାର ପାଣିଗ୍ରାହୀ।
ରୁପେଶ ପାଣିଗ୍ରାହୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର କେ.ନାରାୟଣ ରାଓଙ୍କ ଠାରୁ ୪୧୦୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।
ବିଜୁ ଜନତା ଦଳର ରୁପେଶ କୁମାର ପାଣିଗ୍ରାହୀ ୫୫୧୨୬ ଖଣ୍ଡ ଭୋଟ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟି ର କେ.ନାରାୟଣ ରାଓ ୫୧୦୧୯ ଖଣ୍ଡ ଭୋଟ ପାଇଥିଲେ ଓ କଂଗ୍ରେସର ବିଜୟ କୁମାର ପଟ୍ଟନାୟକ ୩୪୮୫୨ ଖଣ୍ଡ ଭୋଟ ପାଇଛନ୍ତି।

Leave A Reply

Your email address will not be published.