ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନରେ ବୃଦ୍ଧି

‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ହେବେ ଉପକୃତ ୬୦ ବର୍ଷରୁ ଅଧିକ ବୟସର ନିର୍ମାଣ ଶ୍ରମିକ ୫୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା ୮୦ ବର୍ଷରୁ ଅଧିକ ହେଲେ, ୭୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୨୦୦…

ଟାଟା ଷ୍ଟିଲ୍ ପକ୍ଷରୁ ଯୋଡ଼ାରେ 185 ତମ ପ୍ରତିଷ୍ଠା ଦିବସ ପାଳିତ

ଯୋଡ଼ା, ମାର୍ଚ୍ଚ ୩.୨୦୨୪: ଟାଟା ଷ୍ଟିଲ୍ ଓର ମାଇନ୍ସ ଆଣ୍ଡ୍ କ୍ୱାରିଜ୍ (ଓଏମ୍କୁ୍ୟ) ଡିଭିଜନ୍ ର ଯୋଡ଼ା ୟୁନିଟ୍ ପକ୍ଷରୁ ରବିବାର ଜାମସେତଜୀ ନୁସରୱାନଜୀ ଟାଟାଙ୍କ 185 ତମ ଜୟନ୍ତୀକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଛି । ଟାଟା ଷ୍ଟିଲ୍ ଯୋଡ଼ାର ଚିଫ୍ ରାଜେଶ କୁମାର ଅନ୍ୟାନ୍ୟ ୟୁନିଟ୍ ର…

ଧର୍ମଗଡ ଠାରେ ନୂଆ – ଓ ଛାତ୍ରବୃତ୍ତି ବିତରଣ କାର୍ଯକ୍ରମ

  ଭବାନୀପାଟଣା : ଆଜି ପଞ୍ଚାୟତ ମହାବିଦ୍ୟାଳୟ ସାମ୍ନା ପଡ଼ିଆରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୫ଟି ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଉଦଘାଟନ କରିବା ସହ ଅନୁମୋଦନ ଆଦେଶ ବଣ୍ଟନ…

କିଟ୍‍ ନଲେଜ୍‍ ଟ୍ରି ବକ୍ତୃତାମାଳା: ବିକଶିତ ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧ ।୩: ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର କହିଛନ୍ତି। ଆଜି କିଟ୍‍…

ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ଆର୍ସଲରମିଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ଏସ୍ ଇଣ୍ଡିଆ) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ପ୍ରକଳ୍ପ “ଆରୋଗ୍ୟ” ର ଏକ ଅଂଶ ଭାବରେ ମହାକାଳପଡ଼ା ବ୍ଲକର ୧୧ ଟି ଗ୍ରାମରେ ମଲ୍ଟି-ସ୍ପେସିଆଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି ।ଏହାର ଅପରେଟିଂ ଅଚଂଳର…

ଟିପିଏସ୍ଓଡିଏଲକୁ ମିଳିଲା ‘ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ୍ ଅଫ୍ ଦି ଇୟର’ ଆୱାର୍ଡ

ବ୍ରହ୍ମପୁର:  ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)କୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ 'ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ ଅଫ୍ ଦି ଇୟର ଆୱାର୍ଡ' ମିଳିଛି । ପ୍ରୋଜେକ୍ଟ ‘ସକ୍ଷମ’ ଅଧିନରେ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମର ସଫଳ ପରିଚାଳନା…

ବିଶ୍ୱର ବଡ ବଡ ଦାର୍ଶନିକଙ୍କ ଠାରୁ ସନ୍ଥକବି ଭୀମ ଭୋଇ ବହୁତ ଉର୍ଦ୍ଧ୍ୱରେ – ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରପତିଙ୍କ ସହ ମଧୁପୁର ଠାରେ ଭୀମ ଭୋଇଙ୍କ ଆବିର୍ଭାବ ପୀଠ ଏବଂ ଚଉଷଠି ସିଦ୍ଧଙ୍କର ଧୁନୀ ମଣ୍ଡପ, କନ୍ଧରାରେ ଭୀମ ଭୋଇ ଦିବ୍ୟ ଜ୍ୟୋତି ଦର୍ଶନ ଏବଂ ଜ୍ଞାନପ୍ରାପ୍ତି ପୀଠ(ସ୍ମୃତି କୂପ) ଓ କାଙ୍କଣପଡ଼ା ଠାରେ ଭୀମ ଭୋଇଙ୍କ ପବିତ୍ର ଆଶ୍ରମ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ…

ସୁଦକ୍ଷ ପ୍ରଶାସକ ବିମଳ କିଶୋର ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଓ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ।

https://youtu.be/vxPTQr_uU28 ଭୁବନେଶ୍ୱର : ସୁଦକ୍ଷ ପ୍ରଶାସକ ବିମଳକିଶୋରମିଶ୍ର ଓଡିଶାର ପ୍ରଶାସନିକ , ବୌଦ୍ଧିକ, ସାଂସ୍କୃତିକ, ଶିକ୍ଷା ତଥା ଇତିହାସରେ ଏକ କିମ୍ବଦନ୍ତୀ ପୁରୁଷ ଥିଲେ । ତାଙ୍କର ନିଷ୍ଠା, ସତ୍ୟନିଷ୍ଠ ବିଚାରଧାରା, ଭାରତୀୟ ପ୍ରଶାସନ ସର୍ବୋପରି ଓଡିଶାର ଶିକ୍ଷା ଜଗତକୁ…

ଅଙ୍ଗନଓ୍ବାଡ଼ି ସଂଘର କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ ଏବଂ ବିଧାୟକ ପ୍ରତାପ…

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ସରକାର ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ବଢାଇବା ସହିତ ଅବସର କାଳୀନ ଭତ୍ତା ବୃଦ୍ଧି ଓ ଦୁର୍ଘଟଣା ଜନିତ ରାଶି ବଢାଇଛନ୍ତି l ଏଥିପାଇଁ ଅଙ୍ଗନୱାଡ଼ି ସଂଘର ଦୀର୍ଘଦିନର ଆଶା ଓ ଭରସା ପୂରଣ…

ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନା ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ…

ରାୟଗଡା -୨/୩ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କଲ୍ୟାଣୀ ନଦୀ ଉପରେ ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନାକୁ ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡି଼ଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ l ଜଳ ସମ୍ପଦ ବିଭାଗ ଦ୍ଵାରା…