Sign in
Sign in
Recover your password.
A password will be e-mailed to you.
କ୍ଲଷ୍ଟର ସ୍ତରୀୟ ଦ୍ବି ଦିବସୀୟ କର୍ମଶାଳା ” ଆମ ସଂସ୍କୃତି ଆମ ଖେଳନା”
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ରାମନାଗୁଡାବ୍ଲକ ପେଣେକାମ୍ କଷ୍ଟର ଅଧିନ ମହାକଳକୁଡିଆ ପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ବି ଦିବସୀୟ କର୍ମଶାଳା "ଆମ ସଂସ୍କୃତି ଆମ ଖେଳନା"ସ୍ଥାନୀୟ ସରପଞ୍ଚ ରମାବତୀ କାଡ୍ରାକାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…
ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।
ଭବାନୀପାଟଣା :ଆଜି ଜିଲାପାଳ ଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ଗୁରୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ…
ତିର୍ତ୍ତୋଲ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି,ଭା. ପ୍ର .ସେ. ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…
ଭବାନୀପାଟଣା ରେ ନବଜାତ ଶିଶୁମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଏବଂ ” କନ୍ୟା ସୁରକ୍ଷା କବଚ” ପ୍ରଦାନ…
ଭବାନୀପାଟଣା (ଶାସକ ପ୍ରଶାସକ )ତା: 04.03.2024:- ଆଜି ସକାଳ 10 ଘଣ୍ଟା ସମୟରେ ସ୍ଥାନୀୟ ସଦର ମହକୁମାସ୍ଥିତ ଜିଲ୍ଲା ଚିକିତ୍ସାଳୟ ପରିସରରେ ଥିବା ଏମ ସି ଏଚ କୋଠା ଠାରେ ଭାରତ ସରକାରଙ୍କ ଅଧିନସ୍ଥ “ ବେଟି ବଚାଓ ବେଟି ପଢାଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ନବଜାତ ଶିଶୁକନ୍ୟାଙ୍କୁ ସ୍ଵାଗତ…
ମିନିଟ୍ରକ ମାଲିକ ମାନଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟକୁ ବିରୋଧ
ଭୁବନେଶ୍ବର : ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ କଟକ ବ୍ରାଞ୍ଚ ଅଫିସ ଠାରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବିଳନୀର ମିନିଟ୍ରକ ମାଲିକ ମାନଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟକୁ ବିରୋଧ କରାଯିବା ସହିତ କିଭଳି ଭାବରେ ତାର ପ୍ରତିକାର କରାଯାଇ ପାରିବ ସେ…
“ପଣ୍ଡ ଆଶ ବ୍ରିକ୍ସ ଟେକ୍ନୋଲୋଜି ଉପରେ ତାଲିମ ଏବଂ ପ୍ରଦର୍ଶନ”ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ
ଭୁବନେଶ୍ୱର: ସିଏସଆଇଆର - ଆଇଏମଏମଟି ଏହାର ହୀରକ ଜୟନ୍ତୀ ବର୍ଷ ଅବସରରେ ସିଏସଆଇଆର ଇଣ୍ଟିଗ୍ରେଟେଡ୍ ସ୍କିଲ୍ ପଦକ୍ଷେପ ଅଧୀନରେ “ପଣ୍ଡ ଆଶ ବ୍ରିକ୍ସ ଟେକ୍ନୋଲୋଜି ଉପରେ ତାଲିମ ଏବଂ ପ୍ରଦର୍ଶନ” ସମ୍ବନ୍ଧୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି |ପଣ୍ଡ ଆଶ ବ୍ରିକ୍ସ ଟେକ୍ନୋଲୋଜି…
ତାଳଚେର ଦେଉଳବେଢ଼ା ତେଲିସାହି ଠାରେ ସାମାଜିକ ପ୍ରକଳ୍ପ ଗୁଡିକର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଗାଁରେ ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସହାୟକ ହେବ - ଧର୍ମେନ୍ଦ୍ର ପ୍ରଧାନ
• ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟବରାଦରେ ଉଦଘାଟିତ ହେଲା କଲ୍ୟାଣ ମଣ୍ଡପ, ଗ୍ରାମର ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପ
• ଗ୍ରାମବାସୀମାନେ ଏହି ସବୁ ବ୍ୟବସ୍ଥା ଦ୍ୱାରା ହେବେ ବିଶେଷ ଉପକୃତ…
କନ୍ଧମାଳରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
ଫୁଲବାଣୀ,୪ ।୩: କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ରବିବାର ଓ ସୋମବାର ଦୁଇଦିନ ଧରି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ସାଂସଦ ଶ୍ରୀ ସାମନ୍ତ ରବିବାର ପୂର୍ବାହ୍ନରେ ଫୁଲବାଣୀରେ…
ବି ଏସ୍ କେ ୱାଇ କାର୍ଡ ବଳରେ ବିଶାଖାପାଟଣା ମେଡିକଭର ହସ୍ପିଟାଲରେ ହେଲା ଅତ୍ୟାଧୁନିକ ଚିକିତ୍ସା
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି ଏସ୍ କେ ୱାଇ) ଆଜି ଏକ ସାଧାରଣ ଯୋଜନା ନୁହେଁ । ଏହା ସାର୍ବଜନୀନ ସ୍ୱାସ୍ଥ୍ୟସେବା ରୂପାନ୍ତରଣର ମାଧ୍ୟମ ଏବଂ ଆର୍ଥିକ ଦୁର୍ବଳବର୍ଗର ଲୋକଙ୍କ ପାଇଁ ଦେବଦୂତ ପାଲଟିଛି । ଓଡ଼ିଶାର ଦୁରଦୁରାନ୍ତ ଅଞ୍ଚଳରୁ ଗରିବ ଲୋକମାନେ ଉଭୟ ଓଡ଼ିଶା ଏବଂ ଓଡ଼ିଶା…