ଉପକାରାଗାର ରୁ ବିଚାରଧୀନ ଅନ୍ତେବାସୀ ଫେରାର ଘଟଣା: 48 ଘଣ୍ଟା ପରେ ବି ପୋଲିସ ର ହାତ ଖାଲି…

ତିନୋଟି ସ୍ୱତନ୍ତ୍ର ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ପଶ୍ଚିମାଞ୍ଚଲ ଡ଼ିଆଇଜି ଙ୍କ ମାରାଥନ ତଦନ୍ତ ଟିଟିଲାଗଡ଼.: ଟିଟିଲାଗଡ଼ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଜେଲ କାନ୍ଥ ଡେଇଁ ଫେରାର ହୋଇଥିବା ଦୁଇ ହତ୍ୟା ଅଭିଯୁକ୍ତ ଦୀର୍ଘ 48 ଘଣ୍ଟା ପରେ ବି ପୋଲିସ ର ହାତ ଖାଲି…

ଆସନ ବୁଝାମଣା ପାଇଁ ଚନ୍ଦ୍ରବାବୁ ନାଇଡୁ ଓ ପୱନ କଲ୍ୟାଣଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର, ୧୧।୦୩- ଆନ୍ଧ୍ର ପ୍ରଦେଶରେ ଏନ୍.ଡି.ଏ. ମେଣ୍ଟରେ ସାମିଲ ହେବା ପରେ ଆସନ ବୁଝାମଣା ପାଇଁ ଆଜି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ…

ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ

ଭୁବନେଶ୍ୱର,୧୧/୦୩/୨୦୨୪: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିା ଦିଲ୍ଲୀର…

ବଲାଙ୍ଗିର, କେନ୍ଦୁଝର,ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ…

  ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପରିଚୟ, ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ- ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ…

ଗଡିଲା ସଂକଳ୍ପ ରଥ, ଅଭିମତ ସଂଗ୍ରହ ହେବ ଓଡ଼ିଶାବାସୀଙ୍କର: ବିଜେପି

   ୨୩୫ଟି ନିର୍ବାଚନ ପ୍ରତିଶ୍ରୁତିରୁ ୨୨୨ଟି ପାଳନ କରି ଇତିହାସ ରଚିଛନ୍ତି ମୋଦି  ୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୧ ଲୋକସଭା ଓ ୧୪୭ ବିଧାନସଭା କ୍ଷେତ୍ରରୁ ଲୋଡାଯିବ ଜନତାଙ୍କ ମତ  ଜନତାଙ୍କ ମତାମତରେ ପ୍ରସ୍ତୁତ ହେବ ବିଜେପିର ସଂକଳ୍ପ ପତ୍ର  ସଂକଳ୍ପ ପତ୍ର ହିଁ…

ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ଦେୟ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି:ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ କର୍ମକର୍ତ୍ତାଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି ଉପକୃତ ହେବେ ୧,୨୬,୦୧୦ କର୍ମକର୍ତ୍ତା ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ…

ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଶିକାରୀପାଲି…

https://youtu.be/RAGQO_ebzXA ପଦ୍ମପୁର :-ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ନେହରୁ ସ୍ପୋର୍ଟିଂ ଦ୍ଵାରା ଆୟୋଜିତ ସ୍ଵର୍ଗତ ପ୍ରେମାନନ୍ଦ ସିଂ ବରିହା ଓ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l l ଆଜିର…

12 ମାର୍ଚ୍ଚରେ 85,000 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପକର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ…

ଭୁବନେଶ୍ୱର/ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ, 12 ମାର୍ଚ୍ଚ 2024 ରେ 85,000 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ରାଷ୍ଟ୍ରକୁ ସମର୍ପଣ କରିବେ । ମାଲ ପରିବହନ କରିଡରର ନୂତନ ଖୁରଜାକ-ସାହ୍ନେୱାଲ ବିଭାଗ, ନୂତନ ମାକରପୁରା-ନୂଆ ଗୋଲଭାଡ ବିଭାଗ ଏବଂ…

ମିଟ୍ସ, ଗ୍ୱାଲିୟରକୁ ଡିମଡ୍ ୟୁନିଭର୍ସିଟି ମାନ୍ୟତା ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଡିହେଲେ କେନ୍ଦ୍ରମନ୍ତ୍ରୀ

ନାଗରିକଙ୍କ ଜୀବନକୁ ସୁଗମ କରିବା ପାଇଁ ବିଶ୍ୱବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ - ଧର୍ମେନ୍ଦ୍ର ପ୍ରଧାନ • ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଓ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କ ସହ ଭିସି ଜରିଆରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ • ମିଟ୍ସ,…

ରଙ୍ଗବତୀ ଦିନ୍ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆସନ୍ତା ୧୭ /୦୩/୨୦୨୪ ଦିନ ହେବାକୁ ଥିବା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମଦିନକୁ "ରଙ୍ଗବତୀ ଦିନ୍‌ ରୂପେ" ପାଳନ କରିବାକୁ ସିର୍‌ଜିନା ସାହିତ୍ଯ ଓ ସାଂସ୍କୃତିକ ଅନୁଷ୍ଠାନ ପଦମ୍‌ପୁର୍‌ ତରଫରୁ ଏକ ପ୍ରସ୍ତୁତି ବୈଠକ ଆଦିତ୍ୟ ରଥଙ୍କ ସଭାପତିତ୍ୱରେ…