ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାର ଖୋଲିବା ସମ୍ବନ୍ଧୀୟ କୌଣସି ପ୍ରସ୍ତାବ ଆଜି ସରକାରଙ୍କ ହସ୍ତଗତ ହୋଇନାହିାଁ ଭବିଷ୍ୟତରେ ଯଦି ଏଭଳି କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୁଏ ତାହେଲେ ଏଥି ନିମିତ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ବିଧି ବିଭାଗ ତରଫରୁ ଏହା ସ୍ପଷ୍ଟ କରାଯାଇଛି |