Sign in
Sign in
Recover your password.
A password will be e-mailed to you.
ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଭଞ୍ଜନଗର ବନ୍ଦ ପ୍ରତ୍ୟାହୁତ
https://youtu.be/rCxmvT3638c
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ବହୁଦିନ ର ଦାବି ତଥା ମାନ୍ୟବର ହାଇକୋର୍ଟଙ୍କ ଆଦେଶ ମୁତାବକ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌରପାଳିକା ନହେବା ପ୍ରତିବାଦ ରେ ଆଜି ୧୨ ମାର୍ଚ୍ଚ ମଙ୍ଗଳବାର ଦିନ ଭଞ୍ଜନଗର ନାଗରିକ କମିଟି ଦ୍ଵାରା ବନ୍ଦ୍ ଡାକରା…
ଚଳିତ ଶିକ୍ଷାବର୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସର୍ବାଧିକ ନିଯୁକ୍ତି
ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ପ୍ରାୟ ୩୩,୪୨୦ ଜଣ କର୍ମଚାରୀ ଉପକୃତ
ଅବସର ପରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଏକକାଳୀନ ଯଥାକ୍ରମେ ୦୬ ଲକ୍ଷ ଓ ୦୪ ଲକ୍ଷ ଟଙ୍କା ପ୍ରଦାନ
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ କେବଳ ଭିତ୍ତିଭୂମି ବିକାଶ ନୁହେଁ, ଶିକ୍ଷାଦାନ ପ୍ରଣାଳୀ…
ଡାବୁଗାଁ ବାପୁଜୀ ପବ୍ଲିକ ସ୍କୁଲ ର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବାପୁଜୀ ପବ୍ଲିକ ସ୍କୁଲ ର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାପୁଜୀ ପବ୍ଲିକ ସ୍କୁଲ ର ଏମ ଡି ଆମାନୁଲ୍ଲା ଖାନ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ…
ଶ୍ରୀ ଶ୍ରୀ ତ୍ରିନାଥ ମହାପ୍ରଭୁ ଙ୍କ ନୂତନ ବିଗ୍ରହ ଓ ମନ୍ଦିର ହେଲା ପ୍ରତିଷ୍ଠା ।।।।
ସାରସକଣା :: (ଶାସକ ପ୍ରଶାସକ) ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଥାନା ପରିସରରେ ଶ୍ରୀ ଶ୍ରୀ ତ୍ରିନାଥ ମହାପ୍ରଭୁ ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସୂଚନା ମୁତାବକ ନୂତନ ଭାବେ ଝାରପୋଖରିଆ ଥାନା କୁ ଆସିଥିବା…
ଭଞ୍ଜନଗର ସହର ରେ କିମ୍ସ ର ଭୂମିପୂଜନ କାର୍ଯ୍ୟକ୍ରମ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଫୁଲବାଣୀ ରୋଡରେ ଥିବା ଆର୍.ଟି.ଓ କାର୍ଯ୍ୟାଳୟ ପାଖରେ ଆଜି ଅର୍ଥାତ୍ ମାର୍ଚ୍ଚ ମାସ ୧୧ ତାରିଖ ୨୦୨୪ ସୋମବାର ଦିନ ଅତ୍ୟାଧୁନିକ ହସ୍ପିଟାଲ କିମ୍ସ ର ଭୂମିପୂଜନ କାର୍ଯ୍ୟକ୍ରମ ସହ କିସ୍ ପକ୍ଷରୁ କମ୍ୟୁନିଟି ଗୃହର ମଧ୍ୟ ଶୁଭ…
ମନ୍ଦିର ପରିଚାଳନାକୁ ନେଇ ହିଂସା ମାମଲା: ୪ ଅଭିଯୁକ୍ତଙ୍କୁ ଗିରଫ କଲା ବାଲୁଗାଁ ପୋଲିସ
ବାଲୁଗାଁ (ସେକ କୌସର ): ଗତ ଶୁକ୍ରବାର ମହାଶିବରାତ୍ରି ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ କୋତରି ଓ ଧୂଆଁଳ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ତେବେ ମନ୍ଦିର ବିବାଦକୁ ନେଇ ଉକ୍ତ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ତଦନ୍ତ ଜାରି…
ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ସମ୍ବିଧାନର ଜନଜ ଡଃ. ବି. ଆର. ଆମ୍ବେଦକରଙ୍କ…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଥାନା ଛକ ନିକଟରେ ଭାରତୀୟ ସମ୍ବିଧାନର ଜନକ ଡଃ. ବି. ଆର. ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ…
ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଗାଦି ଓ ପୀଠର ଉନ୍ନତିକରଣ କାଯ୍ୟର ଶିଳାନ୍ୟାସ l
(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଠାରେ ଥିବା ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ଗାଦି ଓ ପୀଠର ଉନ୍ନତିକରଣ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୨୪କୋଟି ୯୭ଲକ୍ଷ ଟଙ୍କା ରାଜ୍ୟ ସରକାର…
ସଂସ୍କୃତି ପ୍ରେମୀ ନିରଞ୍ଜନ ବେହୁରା ଙ୍କ ବିୟୋଗରେ ଗଭୀର ଶୋକ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ କଟରପଡ଼ା ଗ୍ରାମ ପଞ୍ଚାୟତ ଗୌଡ଼ବିଶ ଗ୍ରାମର ମୁରବୀ ତଥା ଆଖପାଖ ପାଞ୍ଚ ଖଣ୍ଡି ପଞ୍ଚାୟତରେ ଜଣାଶୁଣା ସହୃଦୟ ବ୍ୟକ୍ତି, ସଂସ୍କୃତି ପ୍ରେମୀ ତଥା ସଂସ୍କାରଧର୍ମୀ ବ୍ୟକ୍ତିତ୍ବ ଏବଂ ଓଡ଼ିଶା କାଜୁ ନିଗମର ପୂର୍ବତନ ପ୍ରବନ୍ଧକ ନିରଞ୍ଜନ…
ବେଲଗୁଣ୍ଠା ବ୍ଳକ୍ ରେ ଯୁଗ୍ମ ଅଭିଯୋଗ ଶୁଣାଣି
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସକାଳ ଏଗାର ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଲକ୍ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନଏସିରୁ ଆସିଥିବା 64 ଜଣ ନିଜର ଅଭିଯୋଗ ପତ୍ର ଦାଖଲ…