ଡ଼ଃ.ବାବା ସାହେବ ଭୀମ ରାଓ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚିତ

କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଳାମାଳ ଛକ ରେ ଆଜି କାଶୀପୁର ଆଦିବାସୀ ସମାଜ ଆନିକୁଲ୍ୟ ରେ ଭାରତରତ୍ନ ଡାକ୍ତର ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ବହୁ ଆଡମ୍ବର ରେ ଉନ୍ମଚନ କାର୍ଯ୍ୟକ୍ରମ ହେଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ…

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ

ରାଉରକେଲା, (ବସନ୍ତ କୁମାର ଜେନା): ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା  ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ରବିବାର ସଂଧ୍ଯା ରେ ସପନ୍ନ ହୋଇ ଯାଇଛି।  ସମାପନ ସମାରୋହରେ ଜିଲ୍ଲା କୃଷି ଅଧିକାରୀ ରଲିଜିୟସ ବେକ ମୁଖ୍ଯ ଅତିଥି ଭାବରେ ଯୋଗ…

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ

ରାଉରକେଲା, (ବସନ୍ତ କୁମାର ଜେନା): ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା  ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ରବିବାର ସଂଧ୍ଯା ରେ ସପନ୍ନ ହୋଇ ଯାଇଛି।  ସମାପନ ସମାରୋହରେ ଜିଲ୍ଲା କୃଷି ଅଧିକାରୀ ରଲିଜିୟସ ବେକ ମୁଖ୍ଯ ଅତିଥି ଭାବରେ ଯୋଗ…

ଓଷ୍ଟା ର ନୂତନ କର୍ମକର୍ତ୍ତା ନିର୍ବାଚିତ

ରାଉରକେଲା(ବସନ୍ତ କୁମାର ଜେନା): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା) ରାଉରକେଲା ସିଟି ଜୋନ୍ ତରଫରୁ ବିଭିନ୍ନ ଦାବି ସହ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୨୦ ସ୍ଥିତ କୋଏଲ ବିଦ୍ୟାପୀଠ ଠାରେ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ୱ ଓ…

ନେହେରୁ ଯୁବ କେନ୍ଦ୍ର ତରଫରୁ ମୋ ଭାରତ ବିକଶିତ ଭାରତ କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ନାରୀ ଶକ୍ତିର ବିକାଶରେ ହିଁ ରାଷ୍ଟ୍ରର ପ୍ରକୃତ ବିକାଶ ହୋଇଥାଏ I ଏହି ବାର୍ତ୍ତାକୁ ନେଇ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଏବଂ ବିବେକାନନ୍ଦ ଯୁବକ ସଂଘର ମିଳିତ ଉଦ୍ୟମରେ ବଡ଼ ଦୋଡ଼ଙ୍ଗା ଏବଂ ନେଟେଙ୍ଗାରେ…

ମହା ଶିବରାତ୍ରି ଉପଲକ୍ଷେ ଗାଙ୍ଗପୁରରେ ଦୁଇ ପୁଞ୍ଜା ରାମାୟଣ ନାଟକ ମଞ୍ଚସ୍ଥ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପରମ୍ପରା ମୁତାବକ ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମରେ ପ୍ରତିବର୍ଷ ଭଳି ଶନିବାର ମଧ୍ୟ ରାତ୍ରିରୁ ରବିବାର ପର୍ଯ୍ୟନ୍ତ ଦୁଇ ପୁଞ୍ଜା ରାମାୟଣ ନାଟକ ମଞ୍ଚସ୍ଥ ହୋଇଯାଇଛି I ନିର୍ଦ୍ଦେଶକ ପିଣ୍ଟୁ ମହାପାତ୍ରଙ୍କ ନିର୍ଦ୍ଦେଶନାରେ…

ବ୍ରାହ୍ମଣୀଗାଁ ବ୍ଲକ ମାନ୍ୟତା ଦାବୀକୁ ନେଇ ମିଞ୍ଜାପଙ୍କାରେ ପ୍ରତିବାଦ ଶୋଭାଯାତ୍ରା, ବ୍ଲକ ମାନ୍ୟତା ନ ମିଳିଲେ ଭୋଟ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଦୁର୍ଗମ କଟିଙ୍ଗିଆ ପଞ୍ଚାୟତ ର ମିଞ୍ଜାପଙ୍କା ଗ୍ରାମରେ ବ୍ରାହ୍ମଣୀଗାଁ ବ୍ଲକ ଗଠନ ଦାବୀକୁ ନେଇ ଆଞ୍ଚଳିକ ମହିଳା ସଙ୍ଗଠନ ଓ ଅଞ୍ଚଳ ବାସୀଙ୍କ ମିଳିତ ଉଦ୍ୟମରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇ ଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ…

ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସଭା ଗୃହରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ବଦଳି ଅବସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା…

ବରଗଡ଼ ଜିଲ୍ଲା ସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ବୈଠକ ଅନୁଷ୍ଠିତ l

ପଦ୍ମପୁର :- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ଏକ ସାଧାରଣ ବୈଠକ ସଭାପତି ଶ୍ରୀ ଭିକାରୀ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ଡ଼ଃ ଭକ୍ତପୁରନ ସାହୁ ସମସ୍ତଙ୍କୁ ସ୍ଵାଗତ କରି ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ l…

ଓପିଜିସିରେ ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ଜୋର ଧରିଲା

ଭୁବନେଶ୍ୱର : ଓପିଜିସି କର୍ମଚାରୀ ଫେଡେରସନ ଗତ ୨୧.୦୨.୨୦୨୪ ଠାରୁ ପାଞ୍ଚଦଫା ଦାବି ନେଇ ଇବ ଥର୍ମାଲ ଝାରସୁଗୁଡା ଏବଂ ଫର୍ଟୁନ ଟାୱାର ଭୁବନେଶ୍ଵର ଅଫିସ ସମ୍ମୁଖରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ଓପିଜିସି କର୍ମଚାରୀ ମାନଙ୍କପାଇଁ ପେନସନ ନୀତି ପ୍ରଣୟନ…