Sign in
Sign in
Recover your password.
A password will be e-mailed to you.
ଟିଡିପି ଓ ଜନସେନା ପାର୍ଟି ଆସନ ବୁଝାମଣା ଚୂଡ଼ାନ୍ତ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ଵ
ବୈଜୟନ୍ତ ପଣ୍ଡା ଓ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତ
ଭୁବନେଶ୍ବର, ୧୦।୦୩ - ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ଜନସେନା ପାର୍ଟି ଗତକାଲି ଏନଡିଏ ମେଣ୍ଟରେ ସାମିଲ ହେବା ପରେ, ଆସନ ବୁଝାମଣା ଚୂଡ଼ାନ୍ତ କରିବା ପାଇଁ ଆଜି ବିଜେପି ରାଷ୍ଟ୍ରୀୟ…
ନବୀନ ଜିନ୍ଦଲଙ୍କ ଜନ୍ମଦିନ ଫିଟନେସ ଦିବସ ଭାବରେ ପାଳନ
ଭୁବନେଶ୍ୱର : ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ…
ଯୁବକମାନଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଂଟି ଦେଲେ ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଘରେ ଘରେ ପଂହଚାଇବ ଯୁବ କଂଗ୍ରେସ
ଭୁବନେଶ୍ୱର ତା. ୧୦.୩- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାମ୍ବାଦିକ…
ମାର୍ଚ୍ଚ ୧୧ ଓ ୧୨ ସଂକଳ୍ପ ସମାବେଶ, ଗୃହୀତ ହେବ ଚରମ ନିଷ୍ପତ୍ତି:ଓଷ୍ଟା
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ରବିବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମ୍ପାଦକ ପରମାନନ୍ଦ ଦଳାଇ ଶିକ୍ଷକମାନଙ୍କର ସମସ୍ୟାକୁ ରାଜ୍ୟ ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି…
ଏଥର ନିର୍ବାଚନ ବେଳେ ଜନତା ପଚାରିବେ ପ୍ରଶ୍ନ, ପ୍ରାର୍ଥୀ ଦେବେ ଉତ୍ତର ।
ଖଲିକୋଟ ରୁ ଶିଵରାମ ଜେନା: ଆଗାମୀ ଦିନରେ ନିର୍ବାଚନ ଯେତିକି ପାଖେଇ ଆସୁଛି, ଜନତା ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢୁଥିବା ଦେଖାଦେଉଛି। ନିର୍ବାଚନ ପାଖେଇ ଆସିଲେ ନେତାଙ୍କ ମନେପଡନ୍ତି ଜନତା, ଭୋଟ ପାଇ ବିଜୟୀ ହୋଇଗଲେ ପାଶୋରି ଯାଆନ୍ତି ଦେଇଥିବା ପ୍ରତିଶ୍ରୁତି | ଏ ହେଉଛି ଖୁଦ୍…
ଜିଲ୍ଲା ଯାଦବ ସମାଜର ମହାସମାବେଶ:ଯୋଗଦେଲେ ପାଞ୍ଚ ହଜାର ରୁ ଅଧିକ ଯଦୁବଂଶୀ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ପାଇକମାଳ ହାଇ ସ୍କୁଲ୍ ପଡିଆ ଥରେ ଆଜି ବରଗଡ଼ ଜିଲ୍ଲା ଯାଦବ ସମାଜର ଏକ ମହା ସମାବେଶ ର ଆୟୋଜନ କରାଯାଇଥିଲା । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାଜୁ ଘିବେଲା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାରେ ରେ ଆୟୋଜିତ ଏହି ମହା ସମାବେଶ ରେ ମୁଖ୍ୟ…
ଚଳିତ ବର୍ଷ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ ହୋଲି ହୋଟେଲ “ସ୍ୟାଣ୍ଡି ଟାୱାର”ରେ
ଭୁବନେଶ୍ୱର : ‘ହୋଲି’, ରଙ୍ଗର ପର୍ବ, ଯାହା ପାରମ୍ପରିକ ଭାବରେ ବିଭିନ୍ନ ରଙ୍ଗ ସହିତ ସମଗ୍ର ଭାରତରେ ପାଳିତ ହୋଇଥାଏ ,କିନ୍ତୁ ବର୍ଷ ବର୍ଷ ଧରି ହୋଲି ଉତ୍ସବରେ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର ଅତ୍ୟନ୍ତ ବିପଜ୍ଜନକ ହୋଇଛି ଯାହା ଆମ ଚର୍ମ ଓ ଶରୀର ପାଇଁ ଆଦୌ ଅନୁକୂଳ ନୁହେଁ | ଏହା ଆମ…
ଆମ୍ ଆଦ୍ମୀ ପାର୍ଟି ଆଗାମୀ ୨୦୨୪ ନିର୍ବାଚନରେ ଓଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭାରେ ପ୍ରାର୍ଥୀ ଦେବ ।
"ଶାସକ ଦଳ ବିଜେଡ଼ି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ମେଣ୍ଟ ସାଧାରଣଜନତାଙ୍କ ପ୍ରତି ପ୍ରତାରଣା ଏବଂ ବିଶ୍ଵାସଘାତକତା"
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନରେ ଠାରେ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା ଏଥିରେ ଦିଲ୍ଲୀ ର…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା ସନ୍ଦେହ
ଖୋର୍ଦ୍ଧା/ଯୋଗେଶ୍ୱର ପଣ୍ଡା - ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ନୂଆପଲ୍ଲୀ ଗ୍ରାମର ଶିବ ନାୟକ ନାମକ ଜଣେ ବ୍ୟକ୍ତି କବାଡ଼ିଆ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ତେବେ ଶନିବାର ଦିନ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ଯାକାଣ୍ଡ ଘଟିଛି ବୋଲି…
ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି
ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି
ଉପକୃତ ହେବେ ୩୩,୪୨୦ କର୍ମଚାରୀ
5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ…