Sign in
Sign in
Recover your password.
A password will be e-mailed to you.
ପୋଷ୍ଟାଲ ବାଲାଟ ମାଧ୍ୟମରେ ମତାଦାନ କରିପାରିବେ ପ୍ରାଧିକୃତ ସାମ୍ବାଦିକ
ଭୁବନେଶ୍ୱର:ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତ ନିର୍ବାଚନ କମିଶନ ପ୍ରାଧିକୃତ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତିା ଏହା ଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ପ୍ରାଧିକୃତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ…
ବନ୍ଧୁ ମାନଙ୍କ ସହ ପଖାଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ
ପଖାଳ ଓଡ଼ିଶାର ସାଂସ୍କୃତିକ ପରିଚୟ ଓ ଖାଦ୍ୟପେୟ ଐତିହ୍ୟର ଅବିଚ୍ଛେଦ୍ୟ ଅଙ୍ଗ - ଧର୍ମେନ୍ଦ୍ର ପ୍ରଧାନ
• ପଖାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ • ବନ୍ଧୁମାନଙ୍କ ସହ ପଖାଳ ଖାଇବାର ଖୁସି ନିଆରା • ଏହି ନିଚ୍ଛକ ଓଡ଼ିଆ ଖାଦ୍ୟର ବିଶେଷତ୍ୱ ଓ ସ୍ୱାସ୍ଥ୍ୟ ଉପକାରିତା…
ହାର୍ଡକୋର୍ ଅପରାଧୀ ନାଲୁ ଗିରଫ ।
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ବେଗୁନିଆବସ୍ତ ଗ୍ରାମର କୁଖ୍ୟାତ ଅପରାଧୀ ନାଲୁ ସ୍ବାଇଁ କୁ ଗିରଫ କରିଛି ଅସ୍ତରଙ୍ଗ ପୋଲିସ । ତାର ବୟସ ୪୭ ଅଟେ । ତା ନାମରେ ଓଡ଼ିଶା ର ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ ମାମଲା ରହିଥିବା ବେଳେ ,ସର୍ବାଧିକ ମାମଲା ରହିଛି…
ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଭୁବନେଶ୍ୱର, ୧୯ ମାର୍ଚ୍ଚ୍ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି ଏବଂ ଏହି ଉପଲକ୍ଷେ ୧୮ ମାର୍ଚ୍ଚ୍ ୨୦୨୪ ରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ପ୍ରତିଷ୍ଠାନର ମହିଳା କଲ୍ୟାଣ ସମିତି ମହା ସମାରୋହରେ ଏହି…
ଛୁଟିରୁ ଫେରିବା ପରେ କୁଲାଙ୍ଗେଙ୍କୁ ଓମ୍ଫେଡ
ନିଜର ବିବାଦୀୟ ବୟାନ ପାଇଁ ବିଏମସି କମିଶନର ପଦରୁ କିଛିଦିନ ତଳେ ଅପଦସ୍ତ ହୋଇ ଅପସାରିତ ହୋଇଥିବା ବିଜୟ ଅମୃତ କୁଲାଙ୍ଗେ ଫେରିଛନ୍ତି ଛୁଟିରୁ | ଛୁଟିରୁ ଫେରିବା ପରେ କୁଲାଙ୍ଗେଙ୍କୁ ଓମ୍ଫେଡ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର |
ଦିନିକିଆ ଓଡିଶା ଗସ୍ତରେ ଥିବା ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମାଙ୍କ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ…
ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ: ବିଜୟ ଶର୍ମା
ଉମରକୋଟରେ ଲାଭାର୍ଥୀ ସମ୍ମିଳନୀ, ଘର ଘର ଜନସଂପର୍କ, ବଣିକ ସଂଘ ସଦସ୍ୟଙ୍କ ବୈଠକ କାର୍ଯ୍ୟକ୍ରମରେ ଯୋଗଦେଲେ ଶ୍ରୀ ଶର୍ମା
ଭୁବନେଶ୍ୱର/ ଉମରକୋଟ, ତା.୧୯/୦୩: ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ସଂକଳ୍ପବଦ୍ଧ । ଓଡ଼ିଶାର ବିକାଶ…
ସାଧାରଣ ନିର୍ବାଚନ 2024 କୁ ଦୃଷ୍ଟି ରେ ରଖି ଗୁଣୁପୁର ସଦର ପୋଲିସ ର ଫ୍ଲାଗମାର୍ଚ୍ଚ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଗାମୀ ସାଧାରଣ ନିର୍ବାଚନ 2024 କୁ ଦୃଷ୍ଟି ରେ ରଖି ଗୁଣୁପୁର ସଦର ପୋଲିସ ର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି | ଏହି ଫ୍ଲାଗମାର୍ଚ୍ଚ ଦ୍ୱାରା ଚଳିତ ସାଧାରଣ ନିର୍ବାଚନ ରେ ନାକ୍କା ପୋଷ୍ଟ ଫ୍ଲାୟିଙ୍ଗ ସ୍କ୍ୱାଡ଼ ଗଠନ କରାଯାଇଛି ବୋଲି ଗୁଣୁପୁର ସଦର…
ଭଞ୍ଜନଗର ର ବି.ଜେ.ଡିର ମିଶ୍ରଣ ଉତ୍ସବ
ଭଞ୍ଜନଗର ର { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଆଜି ସ୍ଥାନୀୟ ଟାଉନହଲ ଠାରେ ସଂଧ୍ୟା ୫ ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ପୌରାହିତ୍ୟ ରେ ଆଜିର ଆୟୋଜିତ ମିଶ୍ରଣ ଉତ୍ସବ ରେ ଜଗନ୍ନାଥପ୍ରସାଦ…
ଆଇନଜୀବୀ ସଂଘ ନିର୍ବାଚନ: ନରସିଂହ ତ୍ରିପାଠୀ ସଭାପତି
ଷଷ୍ଠ ଥର ପାଇଁ ହରି ନାରାୟଣ ବେହେରା ଉପସଭାପତି ନିର୍ବାଚିତ.
ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ବାଚନ ପ୍ରକ୍ରିୟାରେ ନିର୍ଦ୍ଵନ୍ଦରେ ମନୋନିତ ପ୍ରାର୍ଥୀ ମାନଙ୍କ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ତାଲିକା ଅନୁଯାୟୀ, ସଭାପତି ରୂପେ…
ମିନି ବସ- ଲୁହା ଛଡ଼ ବୋଝେଇ ମାକ୍ସ୍ ପିକ୍ଅପ ଭ୍ୟାନ ମୁହାଁମୁହିଁ ଧକ୍କା; ମିନି ବସ ଡ୍ରାଇଭର ମୃତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିବା " ସିଲକ ସଫାରୀ " ନାମକ ଯାତ୍ରୀବାହୀ ମିନି ବସ (OR-02 AX -9274) କୁ ଭୁବନେଶ୍ୱରରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ଲୁହା ଛଡ଼ ବୋଝେଇ ମାକ୍ସ୍ ପିକ୍ଅପ ଭ୍ୟାନ (OD-33-AA -9788)…