Sign in
Sign in
Recover your password.
A password will be e-mailed to you.
ପରିତ୍ୟକ୍ତ ଅବସ୍ଥା ରେ ନେଳିଆ ବନ୍ଧ ।
https://youtu.be/XGdGKS1GHIs
ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା : ଖଲ୍ଲିକୋଟ ଗଡ଼ ର ଇତିହାସ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇଅଛି। ଏହାର ଐତିହ୍ୟ ପରମ୍ପରାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଖଲ୍ଲିକୋଟ ରାଜବଂଶ ର ଶାସନ କାଳରେ ଶାସକ ମାନେ ଉଚ୍ଚକୋଟୀର ବୋଲି ଜନଶ୍ରୁତି ରୁ…
ଓସ୍ଜାର ନୂଆ କର୍ମକର୍ତ୍ତା : ସନ୍ଦୀପ ସଭାପତି, ସୁରେଶ ସମ୍ପାଦକ
ଭୁବନେଶ୍ବର : ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍ଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ୧୧ଶ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍) ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସଂଘର ୨ ନିୟମିତ…
ବିଜେଡି ସୁପ୍ରିମୋଙ୍କ ଫଟୋଯୁକ୍ତ ହୋଡିଙ୍ଗ୍ ତୁରନ୍ତ ହଟାଯାଉ : ଡ.ଲେଖାଶ୍ରୀ
ନିର୍ବାଚନ ଆଚରଣ ବିଧିକୁ ସରକାରୀ ଦଳର ଖୋଲାଖୋଲି ଉଲଘଂନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ
କାର୍ଯ୍ୟ ଅବହେଳା ପାଇଁ ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ
ଭୁବନେଶ୍ୱର, ତା.୨୧/୦୩ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ…
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ
ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛିା ୨୨-୦୩-୨୦୨୪ (ଶୁକ୍ରବାର) ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ…
ପୋଷ୍ଟାଲ ବାଲାଟରେ ଭୋଟ ଦେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର ଓ କଣ୍ଡକ୍ଟର
ଭୁବନେଶ୍ୱର:ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନା ଯେପରି ମତଦାନରୁ ଜଣେ ବି ମତଦାତା ବାଦ ନପଡ଼ନ୍ତି, ସେଥିପ୍ରତି ସର୍ବଥା ଚେଷ୍ଟିତ ରହିଛନ୍ତି ଭାରତ ନିର୍ବାଚନ କମିଶନା ସେହି କ୍ରମରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର, କଣ୍ଡକଫର ଓ କ୍ଲିନରମାନଙ୍କୁ ମଧ୍ୟ ପୋଷ୍ଟାଲ…
ତେନ୍ତୁଳୀଖୁଣ୍ଟି ବ୍ଲକରେ ନୂତନ ବ୍ଲକ ଶିକ୍ଷାଅଧିକାରୀଙ୍କ ଯୋଗଦାନ
ଇନ୍ଦ୍ରାବତୀ/ କୃପାନିଧି ରାଉତ (ଶାସକ ପ୍ରଶାସକ ) : ତେନ୍ତୁଳୀଖୁଣ୍ଟି ବ୍ଲକ ନୂତନ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଶ୍ରୀ ରମେଶ ରାୟ | ନୂଆ ଦାୟିତ୍ୱରେ ଯୋଗଦାନ ପରେ ନୂତନ ଶିକ୍ଷାଧିକାରୀ ଶ୍ରୀ ରାୟଙ୍କୁ ସମସ୍ତ କର୍ମଚାରୀ ଓ ଶିକ୍ଷକ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ…
ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ୨୦୨୪ ଏପ୍ରିଲ ନିମନ୍ତେ ଶିକ୍ଷା ବୃତି ଘୋଷଣା
ବ୍ରହ୍ମପୁର : ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ, ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ) ୨୦୨୪ ଏପ୍ରିଲରେ ତାହାର ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ଛାତ୍ର ଛାତ୍ରୀଙ୍କୁ ଡାକ୍ତର ଏବଂ ଇଞ୍ଜିନିୟର ହେବା ନିମନ୍ତେ ସେମାନଙ୍କ ସ୍ୱପ୍ନ ସାକାର କରିବା…
ପୁଣି ଦେବୀ ମୁହାଁଣରୁ ଟ୍ରଲର ଜବତ,୧୬ ମତ୍ସ୍ୟଜୀବୀ ଅଟକ
ଅସ୍ତରଙ୍ଗ/ଦୁଃଶାସନ ନାୟକ :ପୁରୀ ଜିଲ୍ଲା ଅସ୍ତରଂଗ ରେଞ୍ଜ ର ଦେବୀ ମୁହାଁଣର ଅନତି ଦୂରରେ ବେ ଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲର କୁ ବନବିଭାଗ ର ପେଟ୍ରୋଲିଙ୍ଗ ଦଳ ଜବତ କରି ଅଛି । ଟ୍ରଲର ଟିର ନାମ ମା ସୁନା ତାରିଣୀ ୬,ବୋଲି ଜଣା ପଡିଛି ।ତାହାର ପଞ୍ଜିକରଣ ନମ୍ୱର୍ ଓ ଆର,୦୧ ଏମ ଏମ,୫୮୨ଅଟେ…
ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ
ଭୁବନେଶ୍ୱର : ଅନେକ ଦିନୁ ଚର୍ଚା ହେଉଥିଲା, ହେଲେ ଶେଷରେ ଚର୍ଚାକୁ ସତ ପ୍ରମାଣିତ କରି ଶେଷରେ ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ \ ନୂଆପଡ଼ା ଜିଲ୍ଲା ଖରିଆର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହିତ ଖରିଆର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ…
ଜିଲ୍ଲା ସ୍ତରୀୟ ବିଶ୍ବ ମୁଖ ଗହ୍ଵର ଦିବସ ପାଳନ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ମୁଖ ଗହ୍ଵର ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ଏହି ଦିବସ ପାଳନ କରାଯାଇଥାଏ । ଉକ୍ତ ସଭାରେ…