Sign in
Sign in
Recover your password.
A password will be e-mailed to you.
ବେଦାନ୍ତ ଆଲୁମିନିୟମ “ସୁରକ୍ଷା ସାରଥୀ” ନାମକ ଏକ ମେଗା ସଡ଼କ ସୁରକ୍ଷା ସଚେତନତା ଅଭିଯାନର ପରିଚାଳନା କରିଛି
ନିର୍ମାଣ ଉଦ୍ୟୋଗରେ କାର୍ଯ୍ୟରତ ୧୫୦୦ ଡ୍ରାଇଭର ଉପକୃତ ହୋଇଥିଲେ
ଝାରସୁଗୁଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉଦ୍ୟୋଗ ବେଦାନ୍ତ ଆଲୁମିନିୟମ ଆମାଗା ସଡ଼କ ସୁରକ୍ଷା ସଚେତନତା ପଦକ୍ଷେପ -ସୁରକ୍ଷା ସାରଥୀ କାର୍ଯ୍ୟକ୍ରମ ଝାରସୁଗୁଡ଼ାରେ ଲଖନପୁର ମାଇନସରେ ମହାନଦୀ କୋଲଫିଲଡସ ତଥା ପ୍ରମୁଖ ପରିବହନ…
ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ଅସହଯୋଗ
ସ୍ବାସ୍ଥ୍ୟ ସେବାର ସିଂହଭାଗ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କୁ ଅଣଦେଖା
ଝାରସୁଗୁଡା: ସ୍ବାସ୍ଥ୍ୟ ସେବାକୁ ଲୋକାଭିମୁଖୀ ଓ ଅଗ୍ରଣୀ କରିବାର ପ୍ରମୁଖ ଭୂମିକା ନେଇଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଏଣିକି କୌଣସି ପ୍ରକାର ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟରେ ସହଯୋଗ କରିବେ…
ଭାରତ ନିର୍ବାଚନ କମିଶନଙ୍କ ବିଏଲ୍ଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର “ମିତା ଦିଦି’
ଭୁବନେଶ୍ୱର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍ଓ ମାସ୍କଟ (BLO ICON-Mita Didi) "ମିତା ଦିଦି'କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲ୍ଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତିା ଓଡ଼ିଶାର ବିଏଲ୍ଓ ମାସ୍କଟ "ମିତା ଦିଦି' ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍ଓ ମାସ୍କଟ ପାଲଟିଛିା…
ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଏବଂ ରାଜ୍ୟ ସଶସ୍ତ୍ର ବାହିନୀ ମୁତୟନ ସଂପର୍କରେ…
ଭୁବନେଶ୍ୱର ତା-୧୮.୦୩.୨୦୨୪: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ(ଏସ୍ଏପିଏଫ୍) ମୁତୟନ ସଂପର୍କରେଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମୁଖ୍ୟ…
ଓଡ଼ିଶା ସ୍କିଲ୍ ପ୍ରତିଯୋଗିତାରେ ସୋଆ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ପଦକ ହାସଲ
ଭୁବନେଶ୍ୱର, ୧୮/୦୩: ରାଜ୍ୟର ସବୁଠାରୁ ବଡ଼ ସ୍କିଲ ପ୍ରତିଯୋଗିତା ଓଡ଼ିଶା ସ୍କିଲ୍ସ ୨୦୨୩-୨୪ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ଛାତ୍ରଛାତ୍ରୀ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ମାର୍ଚ୍ଚ ୧୨ ରୁ ୧୫ ପର୍ଯ୍ୟନ୍ତ ଏହି…
ଜାତୀୟ ମିନିଗଲ୍ଫ୍ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କୁ ସୋଆ ସଭାପତିଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୧୮/୦୩: ନିକଟରେ ନାଗପୁର ଠାରେ ଆୟୋଜିତ ୯ମ ଜାତୀୟ ମିନିଗଲ୍ଫ ଚାମ୍ପିୟନ୍ସିପ୍ରେ ସଫଳତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇଛନ୍ତି ।…
ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା
ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ
ଭୁବନେଶ୍ୱର, ତା.୧୮/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ ଘରେ ଘରେ ପହଂଚାଇବା, ମୋଦିଙ୍କ ଯୋଜନାରୁ ବଂଚିତ ଓଡିଶାର ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ, କାର୍ଯ୍ୟକର୍ତା, ବଣିକ…
ଚୋରାଚାଲାଣ ବେଳେ ଗଞ୍ଜେଇ ସହ ସ୍କୁଟି ଜବତ ।
ଖଲ୍ଲିକୋଟ ରୁ ଶିବରାମ ଜେନା-ଶାସକ ପ୍ରଶାସକ:କୋଦଳା ଠାରୁ ଖଲ୍ଲିକୋଟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ , ନିର୍ମଳ ଝର ସ୍ଥିତ ମୁକୁନ୍ଦପୁର ଛକ ନିକଟରେ ୨୫ କେ. ଜି ଗଞ୍ଜେଇ ଦୁଇଟି ବସ୍ତା ରେ ଥାଇ ପୋଲିସ ବିଭାଗ ପକ୍ଷରୁ ଜବତ୍ କରାଯାଇଛି। ଖବର ନେବାରୁ ଜଣାପଡିଛି ଯେ, ଖଲ୍ଲିକୋଟ ପୋଲିସ…
ଉଦଯାପିତ ହେଲା ପ୍ରଥମ ପର୍ଯ୍ୟାୟ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ୨୦୨୪ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ଗତ ୧୫ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରଥ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ଗୁଣପୁର ମହାବିଦ୍ୟାଳୟର ୦୪ଟି କକ୍ଷରେ ୫୦ ଜଣ…
କାର ସହ ୨୧୦ କେଜି ଗଞ୍ଜେଇ ଜବତ୍ ଏବଂ ଜଣେ ଗିରଫ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ପୋଲିସ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ପେଟ୍ରୋଲିଂ ଚାଲୁଥିବା ବେଳେ ଥାନା ଏସ୍.ଆଇ ଶ୍ରୀ ଅଶୋକ କୁମାର ପାଢ଼ୀ ବେଆଇନ ଗଞ୍ଜେଇ ଚୋରାଚାଲଣ ହେଉଥିବା ଗୋଟିଏ କାର୍ (KL.08AX.1482) କୁ ଅଟକାଇ ଥିଲେ…