ମୃତ୍ୟୁ ପରେ ଆଙ୍ଗଦାନ କରିବେ ସୁଶୀଲ

ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପଟସରା ପଂଚାୟତ ର ଅରଣା ଗ୍ରାମର ସନାତନ ମହାରଣା ଙ୍କ ପୁତ୍ର ସୁଶୀଲ କୁମାର ମହାରଣା । ଜଗତସିଂହପୁର ବିଭିନ୍ନ ସମୟରେ । ସବୁବେଳେ ନିଜର ରକ୍ତକୁ ଅନ୍ୟକୁ ଦେଇ ଏହା ଏକ ସେବା ବୋଲି ନିଜକୁ ଏପରି ସେବା କରିବା ମୋ ପାଇଁ ଭାଗ୍ୟବାନ ବୋଲି ଭାବନ୍ତି। ମୃତ୍ୟୁ ପରେ ନିଜ…

ସଂକଳ୍ପ ର ସାମ୍ପ୍ରତିକ ଓଡ଼ିଆ ନାଟକ ଓ ମାନବିକ ମୁଲ୍ୟବୋଧ ଆଲୋଚନାଚକ୍ର

ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଆମକୁ ସଂସ୍କାରିତ କରିଛି . ରାଉରକେଲା, (ବସନ୍ତ କୁମାର ଜେନା): ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଏହା ଆମକୁ ସଂସ୍କାରିତ କରିଛି। ମାନବିକତା ଉଦଯିପିତ ଥିବା ପର୍ଯ୍ୟନ୍ତ ମୂଲ୍ୟବୋଧ ବଞ୍ଚିରହିବ ବୋଲି ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ,…

ସାଧାରଣ ନିର୍ବାଚନ-୨୦୨୪: ଗୋଟିଏ ଦିନ ପୂର୍ବରୁ ବୁଥରେ ପହଞ୍ଚିବା ନିୟମକୁ ନେଇ ଉଦ୍‌ବେଗ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପୂର୍ବ ନିୟମ କୁ ବଦଳାଯାଇ ଚଳିତ ସାଧାରଣ ନିର୍ବାଚନରେ ମତଦାନ ଦିବସର ଗୋଟିଏ ଦିନ ପୂର୍ବରୁ ପୋଲିଂ କର୍ମଚାରୀ ମାନେ ନିଜ ନିଜ ବୁଥରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି। ଏହାକୁ ନେଇ ପୋଲିଂ କର୍ମଚାରୀ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସାଧାରଣ…

ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ଜାତୀୟ ପଖାଳ ଦିବସ ଭାଗବତ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରିମୋହନ ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ଡକ୍ଟର ଭାରତୀ…

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଝୁଲନ୍ତା ଅବସ୍ଥାରେ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ଅପରାହ୍ନରେ ବାଲୁଗାଁ ରେଳ ଷ୍ଟେସନ ଦକ୍ଷିଣ କ୍ୟାବିନ ନିକଟସ୍ଥ ପଞ୍ଚୁପୁଲିଆ ଶଙ୍ଖ ଠାରେ ଅଜଣା ଯୁବକଙ୍କ ଶବ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି।ଯୁବକ ଜଣକ ଏକ ମାଟିଆ ରଙ୍ଗର ଫୁଲ…

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ର ସଫଳ ମୁକାବିଲା ଲାଗି ପ୍ରସ୍ତୁତି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ର ସଫଳ ମୁକାବିଲା ଲାଗି ଆଜି ( ବୁଧବାର ଦିନ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ…

ଏଟିଏମ କାର୍ଡ ବଦଳାଇ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଡିଜିଟାଲ ଲୁଟେରା

ବାଣପୁର (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଏଟିଏମ ଠକେଇ ମାମଲା ରୁଜୁ ହୋଇଛି। ଏଟିଏମ କାର୍ଡ ବଦଳାଇ ଜଣେ ଦୁର୍ବୃତ୍ତ ଆକାଉଣ୍ଟରୁ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ବାଣପୁର ଥାନାରେ ଲିଖିତ ଅଭିଯୋଗ…

ଭୈରବ ମହାବିଦ୍ୟାଳୟ ଖେଳ ପଡିଆ ରେ ଚାଲିଛି ଅବୈଧ ଗୃହ ନିର୍ମାଣ ,ମହା ବିଦ୍ୟାଳୟ କତୃପକ୍ଷ ଚୁପ୍

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୯/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ମହାବିଦ୍ୟାଳୟ ଖେଳ ପଡିଆ କୁ ଲାଗି ଚାଲିଛି ଅବୈଧ ଗୃହ ନିର୍ମାଣ। ଜଣେ ସରକାରୀ କର୍ମଚାରୀ ଭୈରବ ମହା ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଖେଳ ପଡିଆ କୁ ଅବୈଧ ଭାବେ ନିଜ ଅକ୍ତିଆର ରେ ନେଇ…

ଘୋଡା ଖୁଣ୍ଟା ମଣ୍ଡେଇ ଯାତ୍ରା ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡା ଖୁଣ୍ଟା ଠାରେ ଆଦିବାସୀଙ୍କ ପାରମ୍ପାରିକ ମଣ୍ଡେଇ ଯାତ୍ରା ପାଳିତ ହୋଇଯାଇଛି। ଏଥିରେ ଆଖପାଖ ଗ୍ରାମ ର ଦେବାଦେବୀ, ଲାଠି , କୁର୍ସୀ , ଶିରା , ଗାଉଣ୍ଟିଆ ଆଦି ଏକତ୍ରିତ ହୋଇ ଘୋଡା…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରଶିକ୍ଷଣ ପରିଦର୍ଶନ

ଭୁବନେଶ୍ୱର:ଏକ ସଫଳ ନିର୍ବାଚନ ପରିଚାଳନାର ମୂଳବିନ୍ଦୁ ହେଉଛି ଉପଯୁକ୍ତ ନିର୍ବାଚନ ପ୍ରଶିକ୍ଷଣା ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର "ଭାରତ'ର ସଫଳ ନିର୍ବାଚନ ପରିଚାଳନା ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟା ଏହି ବିସ୍ମୟର ଆଧାର ବିନ୍ଦୁ ହେଉଛି "ବୁଥ୍ ପରିଚାଳନା' | ପ୍ରତିଟି ବୁଥରେ ମତଦାନ…