Sign in
Sign in
Recover your password.
A password will be e-mailed to you.
ତାଳଚେର-ଗୋପାଳପୁର ନୂତନ ରେଳପଥ ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନିକଟରେ କେନ୍ଦ୍ର ସରକାର ତାଳଚେର-ଗୋପାଳପୁର ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଖୁସୀର ମାହୋଲ ସୃଷ୍ଠି ହୋଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ…
ସିଏସଆଇଆର – ଆଇଏମଏମଟି ଦ୍ୱାରା ୫୧ତମ ଶାନ୍ତି ସ୍ୱରୂପ ଭଟ୍ଟନାଗର ଇଣ୍ଡୋର ଫାଇନାଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭୁବନେଶ୍ୱର:- ସିଏସଆଇଆର-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି)ରେ ୫୧ତମ ଶାନ୍ତି ସ୍ୱରୂପ ଭଟ୍ଟନାଗର ଇଣ୍ଡୋର ଫାଇନାଲ ଟୁର୍ଣ୍ଣାମେଣ୍ଟ-୨୦୨୪ ସଫଳତାର ସହ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ସିଏସ୍ଆଇଆରର ଆଡମିନ୍ଯୁଗ୍ମ…
ନାରୀ ଶକ୍ତିର ଅନନ୍ୟ ଉଦାହରଣ: ସଖି ବୁଥ୍
file photo
ଭୁବନେଶ୍ୱର,୧୯/୦୩/୨୦୨୪: "ନିର୍ବାଚନର ପର୍ବ, ଆମ ଦେଶର ଗର୍ବ'-ଭାରତ ନିର୍ବାଚନ କମିଶନ ଏହି ଥିମ୍କୁ ଗ୍ରହଣ କରି ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଦେଶର ସମସ୍ତ ବର୍ଗର ଅଂଶଗ୍ରହଣକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତିା ନିର୍ବାଚନକୁ…
ବିଜେଡ଼ିରେ ମିଶିଲେ ସୋର ପୌର ପରିଷଦ ଅଧ୍ୟକ୍ଷ
ଭୁବନେଶ୍ୱର, ୧୯/୦୩/୨୦୨୪:ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋର ପୌର ପରିଷଦର ଅଧ୍ୟକ୍ଷ ଶ୍ରୀମାଧବ ଧଡ଼ା ତାଙ୍କ ସମର୍ଥକଙ୍କ ସହିତ ଅନେକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରତାପ ଜେନା ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ…
ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର
ଭୁବନେଶ୍ୱର,୧୮ା୩: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ) ଭୁବନେଶ୍ୱରର ହୃଦ୍ରୋଗ ବିଶେଷଜ୍ଞ ଡା ଅଶୋକ କୁମାର ବଡ଼ମାଳି ମଝି ଆକାଶରେ ବଞ୍ଚାଇଛନ୍ତି ଜଣେ ମହିଳାଙ୍କ ଜୀବନ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ରବିବାର ସକାଳେ ନୂଆଦିଲ୍ଲୀରୁ ପୁନେ ଅଭିମୁଖେ ଯାଉଥିବା ସମୟରେ…
ବ୍ୟାଙ୍କ୍ ଡକାୟତି ଉଦ୍ୟମ ବିଫଳ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଏସଡ଼ିପିଓ କାର୍ଯ୍ୟାଳୟ ନିକଟରେ ଥିବା ୟୁକୋ ବ୍ୟାଙ୍କ୍ ଶାଖା ମଧ୍ଯକୁ କେତେକ ଦୁର୍ବୃତ୍ତ ଗତ ଶନିବାର ରାତିରେ ପ୍ରବେଶ କରିଥିଲେ ହେଁ ଲକର ଭାଙ୍ଗି ପାରିନଥିବାରୁ ସେମାନଙ୍କ ଡକାୟତି ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ୍ରୁ କୌଣସି ସାମଗ୍ରୀ ଚୋରି…
ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲୁ.ଜେ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ।
ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ ତା ୧୮/୦୩ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଥିବା ଓ ଓ.ୟୁ.ଡବ୍ଲୁ.ଜେ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ନବରଙ୍ଗପୁର ବ୍ଲକ ର ପଂଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲା କର୍ମକର୍ତ୍ତା ଓ ବ୍ଲକ କର୍ମକର୍ତ୍ତା ଦ୍ବାରା ଅନୁଷ୍ଠିତ ହୋଇ ଯାଇଛି…
ସାଧାରଣ ନିର୍ବାଚନ କୁ ଦୃଷ୍ଟିଦେଇ ଭଞ୍ଜନଗରରେ ପୋଲିସର ଫ୍ଲାଗ ମାର୍ଚ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରଯ୍ୟାୟରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ତେଣୁ ପ୍ରଶାସନିକ ସ୍ତରରେ ସମସ୍ତ ନିର୍ବାଚନ କିପରି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତି ଜୋର ରେ ଚାଲୁଛି। ମେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ କିପରି…
ଅବକାରୀ ଚଢାଉ, ୨ ଗିରଫ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଅବକାରୀ ବିଭାଗ ପକ୍ଷରୁ ଧର ପଗଡ ଆରମ୍ଭ ହୋଇଛି।ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡାବୁଗାଁ ଅବକାରୀ ଥାନା…
କଡାକଡି ହେବ ଆଚରଣବିଧି, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା ଓ ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭୨୪ କେନ୍ଦ୍ରରେ…
ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡ଼ିଶା ରାଜ୍ୟରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମେ ୨୦ ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ର ଆସିକା ଲୋକସଭା ଆସନ ସହ ଭଞ୍ଜନଗର,ଆସିକା ଓ ସୋରଡା ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ତିନି…