ପାଟଣାଗଡ଼ରୁ ବିଜେଡ଼ି ଟିକଟରେ ଲଢ଼ିବେ ସରୋଜ ମେହେର

ପାଟଣାଗଡ଼ ,( ଯତୀନ୍ଦ୍ର ନନ୍ଦ ) - ପାଟଣାଗଡ଼ରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ହେଲେ ବିଧାୟକ ସରୋଜ କୁମାର ମେହେର । ଗତ ନିର୍ବାଚନରେ ଦୀର୍ଘ ଦିନରୁ ବିଜେପିର ଗଡ଼ ଭାବେ ପରିଚିତ ପାଟଣାଗଡ଼ ଆସନରେ ବିଜେଡ଼ି ପକ୍ଷରୁ ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍‌ କରିଥିଲେ ସରୋଜ । ବିଜେପିର ଛାମୁଆ…

ଭଇଁଷା ଗ୍ରାମରୁ ୧ ଲକ୍ଷ ୩୭ ହଜାର ୫୦୦ ଟଙ୍କିଆ ନକଲି ନୋଟ୍‌ ଜବତ : ଦୁଇ ଅଭିଯୁକ୍ତ ଗିରଫ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) - ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ନୋଟ୍‌ ଜବତ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ ଗତ ୨୨ ତାରିଖରେ ଗ୍ରାମରେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ…

ପାଟଣାଗଡ଼ ବିଜେଡି ଶିବିର ଉତ୍ସବମୁଖର

ପାଟଣାଗଡ଼ ,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ବିଜେଡି ଶିବିର ଉତ୍ସବମୁଖର ହୋଇଉଠିଛି । ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକାରେ ସରୋଜ ମେହେରଙ୍କ ନାମ ଘୋଷଣା କରିଥିବା ବେଳେ ପାଟଣା ବିଜେଡି କର୍ମକର୍ତ୍ତା ଉତ୍ସାହିତ ହୋଇ ଅବିର ବୋଳାବୋଳି ହେବାସହ ବିଜେଡି ଜିନ୍ଦାବାଦ ନାରା…

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବିଜେଡିର ଟାଣୁଆ ଯୁବନେତା ବାଣୀକଲ୍ୟାଣ

ଦୁର୍ନୀତି, ଭ୍ରଷ୍ଟାଚାରୀ, ବ୍ୟଭୀଚାରୀ ବିଜେଡି ଶାସନ ବିରୁଦ୍ଧରେ ଲଢେଇ ହେବ : ମନମୋହନ ସାମଲ  ଭୁବନେଶ୍ୱରର ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍ ପ୍ରତିଷ୍ଠାତା ପୀୟୁଷ ମହାନ୍ତି ବିଜେପିରେ ହେଲେ ସାମିଲ  ବିଶିଷ୍ଟ ଶିକ୍ଷାବିତ୍ ଅସୀମ ଅମିତାଭ ଏବଂ ବରିଷ୍ଠ ଆଇନଜୀବି ଶୁଭେନ…

ବିପର୍ଯ୍ୟୟ ପରିଚାଳନାରେ ଗତ ପାଞ୍ଚ ବର୍ଷରେ ଉଲ୍ଲେଖନୀୟ ସଫଳତା

 ଲୋକଙ୍କୁ ମିଳୁଛି ଆଗୁଆ ସର୍ତକତା ସୂଚନା  ଏକାଧିକ ସ୍ଥାନରେ ଆଶ୍ରୟସ୍ଥଳ  ବିପର୍ଯ୍ୟୟ ମୁକାବିଲା ଗୋଷ୍ଠି ଭିତ୍ତିକ ତାଲିମ  ପିଲା ପଢୁଛନ୍ତି ବିପର୍ଯ୍ୟୟ ପରିଚାଳନା ପାଠ  ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶା ପୁରସ୍କୃତ ଭୁବନେଶ୍ୱର, ୨୭/୦୩/୨୦୨୪:…

ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ

ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ୫-ଟି ଅଧ୍ୟକ୍ଷ ଭୁବନେଶ୍ୱର, ୨୭/୦୩/୨୦୨୪: ଆଗାମୀ ନିର୍ବାଚନରେ ବିଜେଡିି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ,…

ଭିମସାର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଡାଇରିଆ ଆକ୍ରାନ୍ତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

୨୫ ବର୍ଷ ଶାସନରେ ରାଉରକେଲା ପରେ ହୀରାକୁଦରେ ଡାଇରିଆ ବ୍ୟାପିବା କ’ଣ ରୂପାନ୍ତରଣ ? - ଧର୍ମେନ୍ଦ୍ର ପ୍ରଧାନ • ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ • ହୀରାକୁଦରେ ଲୋକଙ୍କୁ ସ୍ୱଚ୍ଛ ପିଇବା ପାଣି ନମିଳିବା ଓ ଶତାଧିକ ଲୋକମାନେ ଡାଇରିଆ ଦ୍ୱାରା ପୀଡିତ…

ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ସମ୍ବଲପୁରବାସୀ ଓ କାର୍ଯ୍ୟକର୍ତ୍ତାଙ୍କ ସହ ହୋଲି ଖେଳିଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରବାସୀଙ୍କ ସେବା କରିବା ପାଇଁ କଠିନ ପରିଶ୍ରମ କରିବାକୁ ମାଗିଲି ମା’ସମଲେଇଙ୍କ ଆଶିଷ - ଧର୍ମେନ୍ଦ୍ର ପ୍ରଧାନ • ଦେଶର ପ୍ରମୁଖ ଧାର୍ମିକ, ସାଂସ୍କୃତିକ ଓ ସାରସ୍ୱତ ପୀଠ ସମ୍ବଲପୁର • ମା’ଙ୍କ କୃପା ସଦାବେଳେ ମୋ ଉପରେ ରହିଆସିଛି • ଓଡ଼ିଶା ସମେତ ଦେଶର ଜନସାଧାରଣଙ୍କ…

କିଟ ବିଶ୍ୱବିଦ୍ୟାଳୟରେ ଆଂଚଳିକ ଚୁଜ୍ ଫ୍ରାନ୍ସ ଟୁର୍ ୨୦୨୪ ଆୟୋଜିତ

ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରାନ୍ସରେ ଉଚ୍ଚଶିକ୍ଷା ଅଧ୍ୟୟନ ସୁଯୋଗ ଉପରେ ଆଲୋକପାତ ଭୁବନେଶ୍ୱର: ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଥିବା ଭାରତୀୟ ଛାତ୍ରଛାତ୍ରୀମାନେ “ରିଜିଓନାଲ ଚୁଜ୍ ଫ୍ରାନ୍ସ ଟୁର୍ ୨୦୨୪\' ଜରିଆରେ ଫ୍ରାନ୍ସରେ ଉପଲବ୍ଧ ଶିକ୍ଷା ସୁଯୋଗ ଏବଂ ସ୍କଲାରସିପ୍…

ଟିପିଏସ୍‌ଓଡିଏଲ୍‌ର ଅତ୍ୟାଧୁନିକ ଟେକ୍ନୋଲୋଜି ଲ୍ୟାବ୍ ଉଦଘାଟିତ

 ନବଉନ୍ମେଷ କ୍ଷେତ୍ରରେ ଏକ ନୂତନ ଯୁଗର ସ୍ୱାକ୍ଷର: ଟିପିଏସ୍‌ଓଡିଏଲ୍‌ର ଆମ୍ବଗଡ଼ ଲ୍ୟାବ୍ ଉନ୍ନତ ଗବେଷଣା ପାଇଁ ପଥ ଉନ୍ମୋଚନ କରିଛି ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଏସ୍‌ଓଡିଏଲ୍‌(ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ୍‌) ବ୍ରହ୍ମପୁର ନିକଟସ୍ଥ…