Sign in
Sign in
Recover your password.
A password will be e-mailed to you.
ବିଶ୍ଵ ନାଟ୍ୟ ଦିବସ ରେ “ନାଟୁଆ ମେଳା” ଆୟୋଜିତ
https://youtu.be/5zdLUoFNQpM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ "ନାଟୁଆ ମେଳା" ଆୟୋଜିତ ହୋଇଯାଇଛି। ପ୍ରଗତିଶୀଳ ନାଟ୍ୟ ସଂସ୍ଥା "ତରଙ୍ଗ ରଙ୍ଗ" ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ…
ସନ୍ଦେହରେ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ : ନିରପେକ୍ଷ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
କଟକ(ରିପୋର୍ଟ ରଞ୍ଜିତ ମହାପାତ୍ର ): ଗତକାଲି କଟକ ଉପର ତେଲେଙ୍ଗା ବଜାର ବାସିନ୍ଦା ସ୍ବର୍ଗତ ଯମୁନା ଧର ଖଣ୍ଡଲଙ୍କ ପୁଅ ଶ୍ୟାମ ସୁନ୍ଦର ଶର୍ମା ମୃତ୍ୟୁ ବରଣ କରିଛନ୍ତି | ସ୍ଥାନୀୟ ଲୋକଙ୍କ କହିବାନୁସାରେ ଗତକାଲି ସଂନ୍ଧ୍ୟା 8ଟାରୁ 8.30 ମଧ୍ୟରେ ହଠାତ ଘର ଛାତ ଉପରୁ ଶ୍ୟାମସୁନ୍ଦର ଶର୍ମା ରୋଡ଼…
ସମୁଦ୍ର ବେଳାଭୂମିରୁ ମୃତ ଡଲଫିନ ଉଦ୍ଧାର।
ଅସ୍ତରଙ୍ଗ/ଦୁଃଶାସନ ନାୟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପିର ଜାହାନିଆଁ ବେଳାଭୂମିରୁ ଉଦ୍ଧାର ହୋଇଛି ମୃତ ଡଲଫିନ । କୌଣସି କାରଣରୁ ଡଲଫିନଟି ମୃତ୍ୟୁବରଣ କରିବାପରେ ପିର ବେଳା ଭୂମିରେ ଲାଗିଥିଲା । ବେଳାଭୂମିକୁ ଆସିଥିବା ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକ ମୃତ ଡଲଫିନ କୁ ଦେଖିବାପରେ ନିକଟ ବନ…
ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାବର୍ତ୍ତୀ…
ରାୟଗଡ: ଆଗାମୀ ଉତ୍କଳ ଦିବସ ଉପଲକ୍ଷେ ଆଜି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଜେମଦେଇପେଣ୍ଠ, ଜାଙ୍ଗିଡ଼ି, ଓ କାଞ୍ଚିକାବଲାସା ବିଦ୍ୟାଳୟରେ ଅଧ୍ୟୟନ…
ପୁନର୍ବାର ତୃତୀୟ ଥର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ବିଜୁ ଜନତା ଦଳରୁ ମନୋନୀତ
ନିଶ୍ଚିନ୍ତକୋଇଲି ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ବିପୁଳ ସ୍ବାଗତ l
( ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀରେ ଜଣେ କର୍ତ୍ତବ୍ୟନିଷ୍ଠା, କରିତକର୍ମା,ବିକାଶପୁରୁଷ, ସୁଖ ଦୁଃଖର ସାଥୀ ଭାବେ ସବୁବେଳେ ସବୁ ସମୟରେ ଜନସାଧାରଣଙ୍କ ସାଥିରେ ରହି ସମଗ୍ର କଟକ ସଦର…
“ଦୋଳ ଉତ୍ସବ” ଉଦଯାପିତ : ମୁଖ୍ୟ ଆକର୍ଷଣ ଥିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ
https://youtu.be/SHgkVNvxLEc
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ…
ସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ – ଅରୁଣ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସମଗ୍ର ବିଶ୍ୱରେ ନାଟକର ମହତ୍ତ୍ଵକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏଥିପ୍ରତି ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ଏହି ଉପଲକ୍ଷେ ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଂଚାୟନ ତରଫରୁ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ…
କଳାକାର ଥିବା ଯାଏ ମଞ୍ଚ ବଞ୍ଚିଥିବ
ନବରଙ୍ଗପୁର ୨୮.୩. ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ସହର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ତ୍ରିଧାରା ନାଟ୍ୟ ସଂଘ ଦ୍ଵାରା ବିଶ୍ଵ ନାଟ୍ୟ ଦିବସ -୨୦୨୪ ବଡ ଉତ୍ସାହ ସହକାରେ ପାଳନ ହୋଇ ଯାଇଛି। ନାଟ୍ୟ ସଂଘ ସଂପାଦକ ନାଟ୍ୟକାର ଜଗନ୍ନାଥ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି…
ବିଜେଡି ପକ୍ଷରୁ ବିଶାଳ କର୍ମକର୍ତ୍ତା ସମ୍ମିଳନୀ, ଯୋଗଦେଲେ ଅରୁଣ, ଅରୂପ ଏବଂ ଇରାନୀ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଜି ଏକ ବିଶାଳ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ପୁରୀ ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥ…
ଲାଓସରେ ଫସିଛନ୍ତି ୧୭ ଓଡିଆ ଶ୍ରମିକ:ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
ଭୁବନେଶ୍ବର, ୨୮ |୦୩- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଲାଓସରେ ଫସିଥିବା ୧୭ ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। ଏଠାରେ…