ଆପ ପକ୍ଷରୁ ଉପବାସ ପ୍ରତିବାଦ

ଇଡି ଦ୍ଵାରା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ ଏବଂ ଗଣତନ୍ତ୍ର ରକ୍ଷା ଦାବିରେ ଭୁବନେଶ୍ଵର ସହିତ ରାଜ୍ୟର ସମସ୍ତ ଜିଲ୍ଲା ତଥା ବିଧାନ ସଭା କ୍ଷେତ୍ରରେ ଆପ୍ କର୍ମୀଙ୍କ ଏକ ଦିବସୀୟ ଉପବାସ । ଭୁବନେଶ୍ୱର: ଇଡି ଦ୍ଵାରା ଦିଲ୍ଲୀର କେଜରିୱାଲ ଙ୍କ ଗିରଫର…

କାଶୀପୁର ଠାରେ କଂଗ୍ରେସ ଗ୍ୟାରେଣ୍ଟି ଇସ୍ତାହାର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଗାମୀ ସାଧାରଣ ନିର୍ବାଚନ ରେ କେନ୍ଦ୍ର ଶାସିତ ବିଜେପି ଦଳ କୁ ମାତ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ " କଂଗ୍ରେସ ର ଗ୍ୟାରେଣ୍ଟି " ଇସ୍ତାହାର କାର୍ଯ୍ୟକ୍ରମ କାଶୀପୁର ଠାରେ ଅନୁଷ୍ଠିତ ହେଇଯାଇଛି ।କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ଅନ୍ତର୍ଗତ ୨୪ ଟି…

ସୀମାନ୍ତ ମହାବିଦ୍ୟାଳୟ +୨ ଜାତୀୟ ସେବାଯୋଜନା ଶାଖାର ରକ୍ତଦାନ ଶିବିର

 ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:  ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବାଯୋଜନା +୨ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରକୁ ପାରମ୍ପରିକ ଭାବେ ମହାବିଦ୍ୟଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧ ଦେବ କର ଉଦଘାଟନ କରିଥିବା…

ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍‌ଜା

ଭୁବନେଶ୍ବର : ଭାରତୀୟ ପୁ‌ରୁଷ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ହକି ପିଚ୍‌ରେ ହିଁ ପ୍ୟାରିସ୍‌ରେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

 ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ଶାନ୍ତି ଶ୍ରୁଙ୍ଖଳ।ର ସହ ସମାପନ ନେଇ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମୀକ୍ଷା ବୈଠକ ଭବାନୀପାଟଣା ତା: 28.03.2024: -କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରଶାସନ ପ୍ରସ୍ତୁତିକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭବାନୀପାଟଣା , ନର୍ଲା ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀପାଇଁ ଅବସ୍ଥାପିତ…

ଭବାନୀପାଟଣା:ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ କଳାହାଣ୍ଡି ଜିଲ୍ଲା ଗସ୍ତ ରେ ଆସି ସମିକ୍ଷା ବୈଠକ ପୂର୍ବକ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ରେ ଭବାନୀପାଟଣା, ନର୍ଲା ଓ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ ଅବସ୍ଥାପିତ ଷ୍ଟ୍ରଙ୍ଗ ରୁମ,ନିର୍ବାଚନ ବିତରଣ ଓ…

ବୋର୍ଡ୍ୟା ପୋଲିସ ର ସଫଳତା ମେଲଚ୍ଛା (ଛେଳି )ଚୋର କୁ କାବୁ କାରି ତଦନ୍ତ ଜାରି.

ଭବାନୀପାଟଣା (ଶାସକ ପ୍ରଶାସକ )ମାର୍ଚ୍ଚ ଆଜି ସକାଳ ରେ ବୋର୍ଡ୍ୟା (କେଗାଁ ଥାନା )ଅଧିନସ୍ଥ ଆର୍ତଳ ଗ୍ରାମ ର ମାଧବ ଗର୍ତିଆ 55ପିତା -କାର୍ତ୍ତିକ ଗର୍ତିଆ ଙ୍କ ଛେଳି (ମେଲଚ୍ଛା )ଦୁଇଟି କୁ ଗାଁ ନିକଟରେ ଚରାଉ ଥିବା ସମୟ ରେ କାର ଗାଡି ରେ ଗାଡି ନମ୍ବର -CG-07-MB -1998. ରେ ଛତିଶଗଡ ଭି ଳାଇ…

ପିକଅପ୍ ଗାଡି ସହ ୨ ଟନ୍ ଖଇର କାଠ ଜବତ କଲା ପଦ୍ମପୁର ବନ ବିଭାଗ

ଗାଇସିଲାଟ /ମନ ଡନସନା :- ବିଶେଷ ସୁତ୍ର ରୁ ଖବର ପାଇ ଚୋରା ଚାଲାଣ ହେଉଥିବା ଖଇର କାଠ ସହିତ ପିକଅପ୍ ଗାଡି କୁ ଜବତ କରିଛି ବନ ବିଭାଗ ।ଗାଡି ଗାଇସିଲାଟ ରୁ ପଦ୍ମପୁର ଅଭିମୁଖେ ଆସୁଥିବା ବେଳେ ଓ ପଦ୍ମପୁର ଓ ଗାଇସିଲାଟ ବନ ବିଭାଗ କର୍ମଚାରୀ ପିଛା କରି ଥିବା ଫଳରେ ମୁଣ୍ଡାପାଲି ଛକରେ ଡ୍ରାଇଭର…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଞ୍ଚଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ଧକନା ଗ୍ରାମ ର ଜଣେ ଯୁବକ ଜଙ୍ଗଲ ରେ ମହୁଲ ଗୋଟାଇ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଯୁବକ ଜଣକ ବନ୍ଧକନା ଗ୍ରାମ ର ତ୍ରିନାଥ ମୁଦୁଲି…

ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଙ୍କୁ ଡାବୁଗାଁ ରେ ଭବ୍ୟ ସ୍ଵାଗତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୦୩/୨୪ ନବ ନିଯୁକ୍ତ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଙ୍କୁ ଆଜି ଡାବୁଗାଁ ବିଜେପି ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି। ନବରଙ୍ଗପୁର ସାଂସଦୀୟ କ୍ଷେତ୍ର ରେ ବିଜେପି ତରଫରୁ ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରାଯିବା ପରେ ଦଳୀୟ କର୍ମୀ…